Nojoto: Largest Storytelling Platform

Best ଚାରିଅଣା Shayari, Status, Quotes, Stories

Find the Best ଚାରିଅଣା Shayari, Status, Quotes from top creators only on Nojoto App. Also find trending photos & videos about

  • 1 Followers
  • 1 Stories

Rk Rakesh Kumar

ଖରାଦିନିଆ ଦ୍ୱିପହର। ସମୟ ପାଖାପାଖି ୨ ଟା। ରିଙ୍କୁ ଘର ଦାଣ୍ଡ ରେ ଖେଳୁଥାଏ। ଧୁ ଧୁ ଖରା ରେ କଙ୍କି ପଛରେ ଗୋଡ଼େଇ ଗୋଡ଼େଇ କଙ୍କି ଧରୁ ଥାଏ। ଘରୁ ବୋଉ ଡାକ ମାରୁଥାଏ। ରିଙ୍କୁ ର ସେଥିପ୍ରତି ଟିକିଏ ବି ଖାତିର ନ ଥାଏ। ଟିକିଏ ସମୟ ପରେ ବୋଉ ବାହାରକୁ ଆସିକି ଡାକିଲା,"କାଇଁ ସେ କଙ୍କି ପଛରେ ପଡିଛୁ ଯାଉନୁ ଗାଧେଇବୁ, ଦିନ ଆସିକି ୨ ଟା ବାଜିଲାଣି। କଣ କରିବୁ ସେ କଙ୍କି ସବୁ ଧରିକି?" ଭାରି ଖୁସି ହେଇକି ରିଙ୍କୁ କହିଲା," ବୋଉଲୋ ମୁଁ ଏ କଙ୍କି କୁ ଧରିକି ତା ଲାଞ୍ଜ ରେ ସୂତା ବାନ୍ଧିକି ତାକୁ ଉଡ଼େଇବି।" ସତରେ ସେ ପିଲାଦିନ କେତେ ମଜାଳିଆ ଥିଲା। ଖରା ବେଳେ ସବୁ ଛୁଆ ଖିଆ ପିଆ ଛାଡ଼ି କଙ୍କି ପଛରେ ଗୋଡ଼ାଉ ଥିଲ #odiastory #yqodia #Yqbhaina #ପରିସ୍ଥିତି #muodia #rinkuodia #yqrinku #ଚାରିଅଣା

read more

ଚାରିଅଣା

(ଅନୁଶୀର୍ଷକରେ ସମ୍ପୂର୍ଣ୍ଣ କାହାଣୀ) ଖରାଦିନିଆ ଦ୍ୱିପହର। ସମୟ ପାଖାପାଖି ୨ ଟା। ରିଙ୍କୁ ଘର ଦାଣ୍ଡ ରେ ଖେଳୁଥାଏ। ଧୁ ଧୁ ଖରା ରେ କଙ୍କି ପଛରେ ଗୋଡ଼େଇ ଗୋଡ଼େଇ କଙ୍କି ଧରୁ ଥାଏ। ଘରୁ ବୋଉ ଡାକ ମାରୁଥାଏ। ରିଙ୍କୁ ର ସେଥିପ୍ରତି ଟିକିଏ ବି ଖାତିର ନ ଥାଏ। ଟିକିଏ ସମୟ ପରେ ବୋଉ ବାହାରକୁ ଆସିକି ଡାକିଲା,"କାଇଁ ସେ କଙ୍କି ପଛରେ ପଡିଛୁ ଯାଉନୁ ଗାଧେଇବୁ, ଦିନ ଆସିକି ୨ ଟା ବାଜିଲାଣି। କଣ କରିବୁ ସେ କଙ୍କି ସବୁ ଧରିକି?" ଭାରି ଖୁସି ହେଇକି ରିଙ୍କୁ କହିଲା," ବୋଉଲୋ ମୁଁ ଏ କଙ୍କି କୁ ଧରିକି ତା ଲାଞ୍ଜ ରେ ସୂତା ବାନ୍ଧିକି ତାକୁ ଉଡ଼େଇବି।" ସତରେ ସେ ପିଲାଦିନ କେତେ ମଜାଳିଆ ଥିଲା। ଖରା ବେଳେ ସବୁ ଛୁଆ ଖିଆ ପିଆ ଛାଡ଼ି କଙ୍କି ପଛରେ ଗୋଡ଼ାଉ ଥିଲ


About Nojoto   |   Team Nojoto   |   Contact Us
Creator Monetization   |   Creator Academy   |  Get Famous & Awards   |   Leaderboard
Terms & Conditions  |  Privacy Policy   |  Purchase & Payment Policy   |  Guidelines   |  DMCA Policy   |  Directory   |  Bug Bounty Program
© NJT Network Private Limited

Follow us on social media:

For Best Experience, Download Nojoto

Home
Explore
Events
Notification
Profile