Nojoto: Largest Storytelling Platform

Best ପରିସ୍ଥିତି Shayari, Status, Quotes, Stories

Find the Best ପରିସ୍ଥିତି Shayari, Status, Quotes from top creators only on Nojoto App. Also find trending photos & videos about

  • 3 Followers
  • 8 Stories

Rk Rakesh Kumar

ଖରାଦିନିଆ ଦ୍ୱିପହର। ସମୟ ପାଖାପାଖି ୨ ଟା। ରିଙ୍କୁ ଘର ଦାଣ୍ଡ ରେ ଖେଳୁଥାଏ। ଧୁ ଧୁ ଖରା ରେ କଙ୍କି ପଛରେ ଗୋଡ଼େଇ ଗୋଡ଼େଇ କଙ୍କି ଧରୁ ଥାଏ। ଘରୁ ବୋଉ ଡାକ ମାରୁଥାଏ। ରିଙ୍କୁ ର ସେଥିପ୍ରତି ଟିକିଏ ବି ଖାତିର ନ ଥାଏ। ଟିକିଏ ସମୟ ପରେ ବୋଉ ବାହାରକୁ ଆସିକି ଡାକିଲା,"କାଇଁ ସେ କଙ୍କି ପଛରେ ପଡିଛୁ ଯାଉନୁ ଗାଧେଇବୁ, ଦିନ ଆସିକି ୨ ଟା ବାଜିଲାଣି। କଣ କରିବୁ ସେ କଙ୍କି ସବୁ ଧରିକି?" ଭାରି ଖୁସି ହେଇକି ରିଙ୍କୁ କହିଲା," ବୋଉଲୋ ମୁଁ ଏ କଙ୍କି କୁ ଧରିକି ତା ଲାଞ୍ଜ ରେ ସୂତା ବାନ୍ଧିକି ତାକୁ ଉଡ଼େଇବି।" ସତରେ ସେ ପିଲାଦିନ କେତେ ମଜାଳିଆ ଥିଲା। ଖରା ବେଳେ ସବୁ ଛୁଆ ଖିଆ ପିଆ ଛାଡ଼ି କଙ୍କି ପଛରେ ଗୋଡ଼ାଉ ଥିଲ #odiastory #yqodia #Yqbhaina #ପରିସ୍ଥିତି #muodia #rinkuodia #yqrinku #ଚାରିଅଣା

read more

ଚାରିଅଣା

(ଅନୁଶୀର୍ଷକରେ ସମ୍ପୂର୍ଣ୍ଣ କାହାଣୀ) ଖରାଦିନିଆ ଦ୍ୱିପହର। ସମୟ ପାଖାପାଖି ୨ ଟା। ରିଙ୍କୁ ଘର ଦାଣ୍ଡ ରେ ଖେଳୁଥାଏ। ଧୁ ଧୁ ଖରା ରେ କଙ୍କି ପଛରେ ଗୋଡ଼େଇ ଗୋଡ଼େଇ କଙ୍କି ଧରୁ ଥାଏ। ଘରୁ ବୋଉ ଡାକ ମାରୁଥାଏ। ରିଙ୍କୁ ର ସେଥିପ୍ରତି ଟିକିଏ ବି ଖାତିର ନ ଥାଏ। ଟିକିଏ ସମୟ ପରେ ବୋଉ ବାହାରକୁ ଆସିକି ଡାକିଲା,"କାଇଁ ସେ କଙ୍କି ପଛରେ ପଡିଛୁ ଯାଉନୁ ଗାଧେଇବୁ, ଦିନ ଆସିକି ୨ ଟା ବାଜିଲାଣି। କଣ କରିବୁ ସେ କଙ୍କି ସବୁ ଧରିକି?" ଭାରି ଖୁସି ହେଇକି ରିଙ୍କୁ କହିଲା," ବୋଉଲୋ ମୁଁ ଏ କଙ୍କି କୁ ଧରିକି ତା ଲାଞ୍ଜ ରେ ସୂତା ବାନ୍ଧିକି ତାକୁ ଉଡ଼େଇବି।" ସତରେ ସେ ପିଲାଦିନ କେତେ ମଜାଳିଆ ଥିଲା। ଖରା ବେଳେ ସବୁ ଛୁଆ ଖିଆ ପିଆ ଛାଡ଼ି କଙ୍କି ପଛରେ ଗୋଡ଼ାଉ ଥିଲ

Subhasish Pradhan

& it's true..... #ସମୟ #ପରିସ୍ଥିତି #ଛଳନା #yqodia #odiathought #Yqbhaina #ହୃଦୟରବ୍ୟଥା #pinta_quote

read more
ସମୟ ଯେବେ ବିପରୀତ ଦିଗରେ ଗତିକରେ
ସେତବେଳେ...
ପରିସ୍ଥିତି
ହୃଦୟ
ଭଲପାଇବା
ଆଉ ଭଲପାଉଥିବା ମଣିଷ ବି ବଦଳିଯାଆନ୍ତି। & it's true.....
#ସମୟ #ପରିସ୍ଥିତି #ଛଳନା #yqodia #odiathought #yqbhaina #ହୃଦୟରବ୍ୟଥା #pinta_quote

Subhasish Pradhan

#ପରିସ୍ଥିତି #ସ୍ଥିତି #yqodia #Yqbhaina

read more
ସ୍ଥିତି ସମୟ ଅନୁସାରେ ବଦଳେ, ପରିସ୍ଥିତି କର୍ମ ଅନୁସାରେ। #ପରିସ୍ଥିତି #ସ୍ଥିତି #yqodia #yqbhaina

Subhasish Pradhan

#ଦୁନିଆ #ପରିସ୍ଥିତି #yqbaba #Yqbhaina #yqodia #situation

read more
ଯଦି ଦୁନିଆ ତୁମପାଇଁ ସ୍ୱାର୍ଥପର,
ତାହେଲେ ତୁମେ ବି ସ୍ୱାର୍ଥପର ହେଇଯାଅ।
ଏଠି Joker ହେଇ ହସେଇବାରେ କି ଲାଭ ?
ଲୋକ ତ ତୁମ ପରିସ୍ଥିତି ଉପରେ ହିଁ ହସିବେ। #ଦୁନିଆ #ପରିସ୍ଥିତି  #yqbaba #yqbhaina #yqodia #situation

Subhasish Pradhan

#ପରିସ୍ଥିତି #yqodia #Yqbhaina #Odiaquotes #pinta_quote

read more
ପରିସ୍ଥିତିର କାହାଣୀ ଭାରି ନିଆରା
ସେ ଶବ୍ଦ ମଣିଷ ପାଇଁ କେବେ ସାହାରା କେବେ ବେସାହାରା।। #ପରିସ୍ଥିତି  #yqodia #yqbhaina #odiaquotes #pinta_quote

Subhasish Pradhan

#ପରିସ୍ଥିତି #ଜୀବନ #yqodia #Yqbhaina #yqbaba #munodia #pinta_quote

read more
ପରିସ୍ଥିତି🍃🍃

ହାରିଯିବାର ଭୟରେ ମୁଁ ଚୁପ ରହିନି
କିନ୍ତୁ ହରେଇଦେବାର ଭୟ ବହୁତ ଅଛି।
ଅଭିଳାଷ ଆଉ ଜିଦର ଲଢ଼େଇରେ ପରିଣାମ ପ୍ରତି ଭ୍ରୁକ୍ଷେପ ତିଳେ ମାତ୍ର ନାହିଁ
କିନ୍ତୁ ଆଶା ମରିଯିବାର ଭୟ ବହୁତ ଅଛି।
ପିଲାଦିନର ବାଲିଘର ମୋ ସ୍ୱପ୍ନର ନଅର ଅନେକ ଗଢ଼ିଛି ପୁଣି ଭାଙ୍ଗିଯାଇଛି, କେବେ ଦଲକାଏ ପବନରେ କେବେ ରାତିର ଉଜାଗରେ
ଏବେ କିନ୍ତୁ ଅଶାନ୍ତି ର ଝଡରେ ମୋ ମାଟିର କୁଡ଼ିଆ ଭାଙ୍ଗିଯିବାର ଭୟ ବହୁତ ଅଛି।
କର୍ତ୍ତବ୍ୟର ବନ୍ଧନରେ ବାନ୍ଧିହେଇ ନିଜକୁ ସମର୍ପି ଦେଇଛି ଅର୍ଘ୍ୟ ପରି କର୍ମର ହୋମକୁଣ୍ଡରେ
ତଥାପି ନିଜତ୍ବ ପୋଡ଼ି ପାଉଁଶ ହେଇଯିବାର ଭୟ ବହୁତ ଅଛି।
ହୃଦୟରେ ସାଇତା ଅଗଣିତ ଦୁଃଖ, ଆଖି ମୋର ଓଠ ଖୋଲି ହସେ
ହଁ ମୁଁ ପରିସ୍ଥିତିର ଦାସ, ହେଲେ ସମାଜରେ ତାଛଲ୍ୟ ହେବାର ଭୟ ବହୁତ ଅଛି। #ପରିସ୍ଥିତି #ଜୀବନ #yqodia #yqbhaina #yqbaba #munodia #pinta_quote

Subhasish Pradhan

ଅଜବ ମଣିଷ ଆମେ ସତରେ, ସ୍ୱାର୍ଥର ଘୁଙ୍ଗୁର ପିନ୍ଧି ନାଚିବାରେ ଲାଗିଛେ। କିନ୍ତୁ........ ଜୀବନଟାକୁ ଗୋଟେ ଛୋଟିଆ କିନ୍ତୁରେ ଫସେଇଦେଇ ଛୋଟ ବଡ଼, ଧନୀ ଗରିବ, ଉଚ୍ଚ ନୀଚ, ଭିତରେ ଭିତରର ମଣିଷଟାକୁ ମାରିଦେଇଛେ। . . . କିଛି ଭୁଲ କହିଲି କି...?? #ଭୋକ #କଟାକ୍ଷ #କଲମ #ପରିସ୍ଥିତି #yobhaina #yqodia #munodia #pinta_quote

read more
ମୋ କଲମ ପେଟର ଭୋକକୁ ବି ଖୁବ ସୁନ୍ଦର ଭାବେ ଲେଖିଦିଏ!!
ନା ଦେଖେ ପରିସ୍ଥିତି ତାର.....
ନା ଦେଖେ ଉପସ୍ଥିତି କାହାର.....
ଶବ୍ଦରେ ସଜେଇ ଯନ୍ତ୍ରଣା ସବୁକୁ ଖୁବ୍ ଉଚ୍ଚ ଦରରେ ବଜାରରେ ବିକିଦିଏ!! ଅଜବ ମଣିଷ ଆମେ ସତରେ, ସ୍ୱାର୍ଥର ଘୁଙ୍ଗୁର ପିନ୍ଧି ନାଚିବାରେ ଲାଗିଛେ। କିନ୍ତୁ........ ଜୀବନଟାକୁ ଗୋଟେ ଛୋଟିଆ କିନ୍ତୁରେ ଫସେଇଦେଇ ଛୋଟ ବଡ଼, ଧନୀ ଗରିବ, ଉଚ୍ଚ ନୀଚ, ଭିତରେ ଭିତରର ମଣିଷଟାକୁ ମାରିଦେଇଛେ।
.
.
.
କିଛି ଭୁଲ କହିଲି କି...??

#ଭୋକ #କଟାକ୍ଷ #କଲମ #ପରିସ୍ଥିତି #yobhaina #yqodia #munodia #pinta_quote

ଭିଷ୍ମସେନ୍ ମହାକୁର

ଯେତେବେଳେ ସମ୍ପର୍କରେ ଜଣଙ୍କର ସ୍ୱାର୍ଥ ହାସଲ ହେଇଯାଏ,ସେତେବେଳେ ଛାଡ଼ି ଚାଲିଯିବାର ଗୋଟେ ନୂଆ ବାହାନା ସୃଷ୍ଟି ହୋଇଯାଏ ; ଯାହାର ନାମ ହେଉଛି #ପରିସ୍ଥିତି

©ଭିଷ୍ମସେନ ମହାକୁର #CalmingNature


About Nojoto   |   Team Nojoto   |   Contact Us
Creator Monetization   |   Creator Academy   |  Get Famous & Awards   |   Leaderboard
Terms & Conditions  |  Privacy Policy   |  Purchase & Payment Policy   |  Guidelines   |  DMCA Policy   |  Directory   |  Bug Bounty Program
© NJT Network Private Limited

Follow us on social media:

For Best Experience, Download Nojoto

Home
Explore
Events
Notification
Profile