Find the Best manakatha Shayari, Status, Quotes from top creators only on Nojoto App. Also find trending photos & videos aboutfalling in love with a leo man, i love my man quotes and sayings, 10 signs of true love from a man, i know in my heart that man is good quote, when a man loves a woman quotes and sayings,
Sonu Dixit
ବୁଢ଼ୀଆଣି ର ସୁକ୍ଷ୍ମ ତାରକସି ଜାଲ ରେ ଛନ୍ଦି ହେଇ ଯାଇଥିବା ସକାଳର ଶିଶିର କୁ ଛୁଇଁକି ଦେଖିଚ ? ମନ ପରି ସୁନ୍ଦର , କୋମଳ , ଆଉ ଭାରି ଦୁର୍ବଳ ବି , ବେଳେ ବେଳେ ଏମିତି ହିଁ କାହାର କୌତୁହଳ ରେ ଭାଙ୍ଗି ଯାଏ... ବୁଢ଼ୀଆଣି ର ସୁକ୍ଷ୍ମ ତାରକସି ଜାଲ ରେ ଛନ୍ଦି ହେଇ ଯାଇଥିବା ସକାଳର ଶିଶିର କୁ ଛୁଇଁକି ଦେଖିଚ ? ମନ ପରି ସୁନ୍ଦର , କୋମଳ , ଆଉ ଭାରି ଦୁର୍ବଳ ବି , ବେଳେ ବେଳେ ଏମିତି ହିଁ କାହାର କୌତୁହଳ ରେ ଭାଙ୍ଗି ଯାଏ... #ଓଡ଼ିଆrapidfire #ଓଡ଼ିଆମନକଥା #odiawritings #odiakavita #yqbhaina YourQuote Bhaina #yqodia #manakatha #yqodiawriting
ବୁଢ଼ୀଆଣି ର ସୁକ୍ଷ୍ମ ତାରକସି ଜାଲ ରେ ଛନ୍ଦି ହେଇ ଯାଇଥିବା ସକାଳର ଶିଶିର କୁ ଛୁଇଁକି ଦେଖିଚ ? ମନ ପରି ସୁନ୍ଦର , କୋମଳ , ଆଉ ଭାରି ଦୁର୍ବଳ ବି , ବେଳେ ବେଳେ ଏମିତି ହିଁ କାହାର କୌତୁହଳ ରେ ଭାଙ୍ଗି ଯାଏ... #ଓଡ଼ିଆrapidfire #ଓଡ଼ିଆମନକଥା #odiawritings #odiakavita #Yqbhaina YourQuote Bhaina #yqodia #manakatha #yqodiawriting
read moreSonu Dixit
କେହି କହେ ନାହିଁ ମନର କଥା ସହଜରେ , କେବଳ ତୁମେ ନୁହଁ , ସମସ୍ତେ ଏଠି ଏକା ଅଛନ୍ତି , ମନର କଥା ମନ ରେ ଦବେଇ , ଲୁଚେଇ , ଛପେଇ , କଷ୍ଟ ସହି ଆଉ ଭିତରେ ଯାହା ଥାଉ , ବାସ ଉପରେ ଟିକେ ହସି ଦେଇ ।। #odia #ଓଡ଼ିଆrapidfire #ଓଡ଼ିଆ #ମନକଥା #manakatha #yqbhaina
#odia #ଓଡ଼ିଆrapidfire #ଓଡ଼ିଆ #ମନକଥା #manakatha #Yqbhaina
read more
About Nojoto | Team Nojoto | Contact Us
Creator Monetization | Creator Academy | Get Famous & Awards | Leaderboard
Terms & Conditions | Privacy Policy | Purchase & Payment Policy Guidelines | DMCA Policy | Directory | Bug Bounty Program
© NJT Network Private Limited