Find the Best ଓଡ଼ିଆ Shayari, Status, Quotes from top creators only on Nojoto App. Also find trending photos & videos about
KAIBALYA NAYAK
ଉଡ଼ିବାକୁ ସିନା ଡେଣା ନାହିଁ ଆଜି ତଥାପି ଅଟକି ନାହିଁ ଘାତ ପ୍ରତିଘାତ ବାଦଲ ଚିରିବି ପାହାଡ଼ କୁ ଯିବି ଡେଇଁ। ©KAIBALYA NAYAK #sunrisesunset #ଓଡ଼ିଆ #motavitonal #odiawritings #treanding
#sunrisesunset #ଓଡ଼ିଆ #motavitonal #odiawritings #treanding
read moreKAIBALYA NAYAK
ଉଡ଼ିବି ସିନା ମୁଁ ଦୂର ଦିଗବଳୟେ ସାହସ ରେ ପକ୍ଷ ଜୋଖି , ଶୋଇବି କିନ୍ତୁ ମା' ରାତିରେ ଲେଉଟି ତୋ ବକ୍ଷ ରେ ମୁଣ୍ଡ ଜାକି। ©KAIBALYA NAYAK #GoldenHour ମାଆ #ମା #ଓଡ଼ିଆ #maa #Mother #motivatation #ଦେଶଭକ୍ତି
#GoldenHour ମାଆ #ମା #ଓଡ଼ିଆ #maa #Mother #motivatation #ଦେଶଭକ୍ତି
read moreSonu Dixit
ଯେତେ ସବୁ ଘଟଣାବଳୀର ମୂକସାକ୍ଷୀ ସେ ପୁରୁଣା ଦରଭଙ୍ଗା ପାନ୍ଥଶାଳା ଟିଏ । ତା'ର ସେଇ ବୃଦ୍ଧ ହୃଦୟ ଭିତରେ ଆଦରି ନେଇଥାଏ ସେ କାହିଁ କେତେ ଅଜଣା ବଟୋଇଙ୍କୁ, ପୁଣି ନିମିଶକ ରେ ଦୁହେଁ ଦୁହିଁଙ୍କ ଘନିଷ୍ଠ ମଧ୍ୟ ହେଇ ଯାଆନ୍ତି ଆଉ ବାଣ୍ଟି ଦେଇଥାନ୍ତି ନିଜର ସୁଖଦୁଃଖ । ଆଉ ବାଟୋଇଟି ଗଲାବେଳେ ତା କାନ୍ଥ ଦେହରେ ଅଙ୍ଗାର ରେ ଏମିତି କିଛି ଲେଖି ଦେଇ ଚାଲି ଯାଇଥାଏ, ଯାହାର ଅର୍ଥ କେବଳ ସେ ବାଟୋଇ କୁ ଜଣା, ନହେଲେ ସେ ପନ୍ଥାଶାଳା କୁ । ସତ ରୁ କଳ୍ପନା ଯାଏଁ , ଯେତେ ସବୁ ଘଟଣାବଳୀର ମୂକସାକ୍ଷୀ ସେ ପୁରୁଣା ଦରଭଙ୍ଗା ପାନ୍ଥଶାଳା ଟିଏ । ତା'ର ସେଇ ବୃଦ୍ଧ ହୃଦୟ ଭିତରେ ଆଦରି ନେଇଥାଏ ସେ କାହିଁ କେତେ ଅଜଣା ବଟୋଇଙ୍କୁ, ପୁଣି ନିମିଶକ ରେ ଦୁହେଁ ଦୁହିଁଙ୍କ ଘନିଷ୍ଠ ମଧ୍ୟ ହେଇ ଯାଆନ୍ତି ଆଉ ବାଣ୍ଟି ଦେଇଥାନ୍ତି ନିଜର ସୁଖଦୁଃଖ । ଆଉ ବାଟୋଇଟି ଗଲାବେଳେ ତା କାନ୍ଥ ଦେହରେ ଅଙ୍ଗାର ରେ ଏମିତି କିଛି ଲେଖି ଦେଇ ଚାଲି ଯାଇଥାଏ, ଯାହାର ଅର୍ଥ କେବଳ ସେ ବାଟୋଇ କୁ ଜଣା, ନହେଲେ ସେ ପନ୍ଥାଶାଳା କୁ ।
ସତ ରୁ କଳ୍ପନା ଯାଏଁ , ଯେତେ ସବୁ ଘଟଣାବଳୀର ମୂକସାକ୍ଷୀ ସେ ପୁରୁଣା ଦରଭଙ୍ଗା ପାନ୍ଥଶାଳା ଟିଏ । ତା'ର ସେଇ ବୃଦ୍ଧ ହୃଦୟ ଭିତରେ ଆଦରି ନେଇଥାଏ ସେ କାହିଁ କେତେ ଅଜଣା ବଟୋଇଙ୍କୁ, ପୁଣି ନିମିଶକ ରେ ଦୁହେଁ ଦୁହିଁଙ୍କ ଘନିଷ୍ଠ ମଧ୍ୟ ହେଇ ଯାଆନ୍ତି ଆଉ ବାଣ୍ଟି ଦେଇଥାନ୍ତି ନିଜର ସୁଖଦୁଃଖ । ଆଉ ବାଟୋଇଟି ଗଲାବେଳେ ତା କାନ୍ଥ ଦେହରେ ଅଙ୍ଗାର ରେ ଏମିତି କିଛି ଲେଖି ଦେଇ ଚାଲି ଯାଇଥାଏ, ଯାହାର ଅର୍ଥ କେବଳ ସେ ବାଟୋଇ କୁ ଜଣା, ନହେଲେ ସେ ପନ୍ଥାଶାଳା କୁ ।
read moreSonu Dixit
ତୁମ ଅନ୍ଧାର ଛାୟା ଅଗମନେ ଶଙ୍କର ଆଜି ମଜ୍ଜିତ ସତେ ମୃତ୍ୟୁ-ତାଣ୍ଡବେ ତ୍ରିଭୁବନେ 🔱 #collab କରନ୍ତୁ ଏହି ସୁନ୍ଦର ଶୀର୍ଷକରେ ଲେଖନ୍ତୁ କିଛି ମନଛୁଆଁ କବିତା ଆଜି ସକାଳରେ। #ଓଡ଼ିଆକବିତା #ଓଡ଼ିଆ #ତାଣ୍ଡବ #yqbhaina #yqodia #ପ୍ରାଚୀତଳଆଜିଗାଢ଼ #YourQuoteAndMine Collaborating with YourQuote Bhaina
#Collab କରନ୍ତୁ ଏହି ସୁନ୍ଦର ଶୀର୍ଷକରେ ଲେଖନ୍ତୁ କିଛି ମନଛୁଆଁ କବିତା ଆଜି ସକାଳରେ। #ଓଡ଼ିଆକବିତା #ଓଡ଼ିଆ #ତାଣ୍ଡବ #Yqbhaina #yqodia #ପ୍ରାଚୀତଳଆଜିଗାଢ଼ #YourQuoteAndMine Collaborating with YourQuote Bhaina
read moreSonu Dixit
ମୁଁ ନଥିବି ଆଉ ସବୁକିଛି ଥିବ । ମହକ ଥିବ ସେଇ ସକାଳ ରେ ଏମିତି ପରିଜନଙ୍କୁ ଛୁଞ୍ଚି ପରି ଫୋଡି ଯାଉଥିବ । ହାଏ ହାଏ କରୁଥିବେ ସାଙ୍ଗ ସାଥି ମୋର ଛାଡି ମୁଁ ସଭିଙ୍କୁ ସେବେ ହେଇଯିବି ପର । କାଲି ଯେଉଁମାନେ ଆଲିଙ୍ଗନ କରୁଥିବେ ସେଦିନ ଛୁଇଁଲା ପରେ ନଦୀରେ ଗାଧେଇବେ । ରୀତି ଇଏ ଜଗତର ସତ୍ୟ-ଶିବ-ସୁନ୍ଦର ହସଖୁସି ବାଣ୍ଟୁଥିବା ଲୋକଟି ଦିନେ ଚାଲିଯାଏ ବହୁଦୂର । ଏମିତ ସକାଳ ଦିନେ ହେବ ମୁଁ ନଥିବି ଆଉ ସବୁକିଛି ଥିବ । ମହକ ଥିବ ସେଇ ସକାଳ ରେ ଏମିତି ପରିଜନଙ୍କୁ ଛୁଞ୍ଚି ପରି ଫୋଡି ଯାଉଥିବ । ହାଏ ହାଏ କରୁଥିବେ ସାଙ୍ଗ ସାଥି ମୋର ଛାଡି ମୁଁ ସଭିଙ୍କୁ ସେବେ ହେଇଯିବି ପର ।
ଏମିତ ସକାଳ ଦିନେ ହେବ ମୁଁ ନଥିବି ଆଉ ସବୁକିଛି ଥିବ । ମହକ ଥିବ ସେଇ ସକାଳ ରେ ଏମିତି ପରିଜନଙ୍କୁ ଛୁଞ୍ଚି ପରି ଫୋଡି ଯାଉଥିବ । ହାଏ ହାଏ କରୁଥିବେ ସାଙ୍ଗ ସାଥି ମୋର ଛାଡି ମୁଁ ସଭିଙ୍କୁ ସେବେ ହେଇଯିବି ପର ।
read moreSonu Dixit
" ସନ୍ତାପ ଓ ଅନୁତାପ ଭରା ଭବିଷ୍ୟତ ଠୁଁ , କଷ୍ଟ ଓ କର୍ତ୍ତବ୍ୟନିଷ୍ଠ ବର୍ତ୍ତମାନ ଭଲ " ସନ୍ତାପ ଓ ଅନୁତାପ ଭରା ଭବିଷ୍ୟତ ଠୁଁ , କଷ୍ଟ ଓ କର୍ତ୍ତବ୍ୟନିଷ୍ଠ ବର୍ତ୍ତମାନ ଭଲ । #ଓଡ଼ିଆ #odiawritings #yqbhaina #odiakavita #odiapoetry #odiaquotes #yqodia #ଓଡ଼ିଆrapidfire
ସନ୍ତାପ ଓ ଅନୁତାପ ଭରା ଭବିଷ୍ୟତ ଠୁଁ , କଷ୍ଟ ଓ କର୍ତ୍ତବ୍ୟନିଷ୍ଠ ବର୍ତ୍ତମାନ ଭଲ । #ଓଡ଼ିଆ #odiawritings #Yqbhaina #odiakavita #odiapoetry #Odiaquotes #yqodia #ଓଡ଼ିଆrapidfire
read moreSonu Dixit
ସ୍ମୃତି ତୁମେ ତୁଠପଥର ରେ ଫିକା ଅଳତାର ଦାଗ , ସ୍ମୃତି ତୁମେ ବିଧବା ଲଲାଟେ ଦାରୁଣ ଅସ୍ତରାଗ , ସ୍ମୃତି ତୁମେ ଅଫେରା ନଦୀରେ କାଗଜ ତିଆରି ନାଆ, ସ୍ମୃତି ତୁମେ ମୋର ଅତି ପ୍ରିୟତର ଆହା... ସ୍ମୃତି ତୁମେ #ଅକ୍ଷୟମହାନ୍ତି #akhyaymahanty #smruti #odialyric #ଓଡ଼ିଆ #favouritelyrics #yqbhaina #odiawritings
ସ୍ମୃତି ତୁମେ #ଅକ୍ଷୟମହାନ୍ତି #akhyaymahanty #smruti #odialyric #ଓଡ଼ିଆ #favouritelyrics #Yqbhaina #odiawritings
read moreSonu Dixit
ସ୍ମୃତି ତୁମେ ନର୍ତ୍ତକୀ ଘେରା ମନ୍ଦିର ମୁଖଶାଳା , ସ୍ମୃତି ତୁମେ ଝାଉଁବନ ଫାଙ୍କେ କରୁଣ ଚନ୍ଦ୍ରକଳା , ସ୍ମୃତିତୁମେ ପାନ୍ଥଶାଳାରେ ଅଙ୍ଗାରେ ଲେଖା ନାଁ.... ସ୍ମୃତି ତୁମେ ବିଗତ ପ୍ରିୟାର ଗାଁ... #akshaymohanty #ଓଡ଼ିଆrapidfire #ଓଡ଼ିଆ #yqbhaina #lyrics #odisha #ollywood #cuttack ସ୍ମୃତି ତୁମେ ନର୍ତ୍ତକୀ ଘେରା ମନ୍ଦିର ମୁଖଶାଳା , ସ୍ମୃତି ତୁମେ ଝାଉଁବନ ଫାଙ୍କେ କରୁଣ ଚନ୍ଦ୍ରକଳା , ସ୍ମୃତିତୁମେ ପନ୍ଥାଶାଳାରେ ଅଙ୍ଗାରେ ଲେଖା ନାଁ.... ସ୍ମୃତି ତୁମେ ବିଗତ ପ୍ରିୟାର ଗାଁ....
Sonu Dixit
ଧୂସର ପାଉଁଶ ତଳେ ଗୋଟେ ଛୋଟ ଜୀଅନ୍ତା ଅଙ୍ଗାରଟିଏ ଏବେ ବି ଥିଲା , ହେଲେ ବର୍ଷାର କିଛି ବୁନ୍ଦା ଏବେ ତାକୁ ବି ଲିଭେଇ ଦେଇଛି... #ଓଡ଼ିଆrapidfire #ଓଡ଼ିଆ #ଓଡ଼ିଆକବିତା #odiawritings #odiapoetry
#ଓଡ଼ିଆrapidfire #ଓଡ଼ିଆ #ଓଡ଼ିଆକବିତା #odiawritings #odiapoetry
read moreSonu Dixit
କାଲି ଯେ ଥିଲା ଆଜି ସେ ନାଇ ଆଜି ଯେ ଅଛି କାଲି ସେ ନଥିବ । ଆମେ ଯେତେଦିନ ଅଛେ ଦେଖୁଥିବା "କାଲି ଆଉ ଆଜି" ହେବା ଆମେ ନଥିଲେ ବି ଆଜି-କାଲି ହବ । #ଆଜିଓକାଲି #ଜୀବନ #ଓଡ଼ିଆମନକଥା #ଓଡ଼ିଆ #odiapoetry
#ଆଜିଓକାଲି #ଜୀବନ #ଓଡ଼ିଆମନକଥା #ଓଡ଼ିଆ #odiapoetry
read more