Nojoto: Largest Storytelling Platform

Best ପ୍ରତିଶ୍ରୁତିଏକକାଗଜଫୁଲ Shayari, Status, Quotes, Stories

Find the Best ପ୍ରତିଶ୍ରୁତିଏକକାଗଜଫୁଲ Shayari, Status, Quotes from top creators only on Nojoto App. Also find trending photos & videos about

  • 5 Followers
  • 5 Stories

koushik lenka

🛑 ପ୍ରତିଶ୍ରୁତି 🛑 ମନେ ଅଛି କି ତୁମର!! ସେଦିନ ବେଳାଭୂମି ପ୍ରେମରେ ପଡ଼ି ତମ ପାଦ ସେଇଠି ଅଟକି ଗଲା ମୁଁ କିନ୍ତୁ ଆଜି ବି କାଠଯୋଡ଼ି ନଦୀ ବାଲିରେ; ତମ ପାଦ ଚିହ୍ନ ଅପେକ୍ଷା ରେ...।।୧ #odiawritings #yqodia #Yqbhaina #ପ୍ରତିଶ୍ରୁତିଏକକାଗଜଫୁଲ #ଶାରଦୀୟପରିକଳ୍ପନା #ପିନାକଧାରିଣୀ #ପିନାକକଥା

read more
 { ଅନୁଶୀର୍ଷକ ରେ ପଢ଼ନ୍ତୁ ପ୍ରତିଶ୍ରୁତି ର ଅପଢ଼ା ଫର୍ଦ୍ଦ } 🛑 ପ୍ରତିଶ୍ରୁତି 🛑

ମନେ ଅଛି କି ତୁମର!!
         ସେଦିନ ବେଳାଭୂମି ପ୍ରେମରେ
         ପଡ଼ି ତମ ପାଦ ସେଇଠି ଅଟକି ଗଲା
         ମୁଁ କିନ୍ତୁ ଆଜି ବି କାଠଯୋଡ଼ି ନଦୀ
         ବାଲିରେ; ତମ ପାଦ ଚିହ୍ନ ଅପେକ୍ଷା ରେ...।।୧

Sandhya Rani Das

ଲେଖନ୍ତୁ କିଛି ମନଛୁଆଁ ମନକଥା ପ୍ରତିଶ୍ରୁତିକୁ ନେଇ। ବି.ଦ୍ର: କାଗଜଫୁଲକୁ ଏଠାରେ ଏକ ରୂପକ ରୂପେ ବ୍ୟବହାର କରାଯାଇଛି। ଏଇ ଅର୍ଥ ରେ କି, କାଗଜଫୁଲ ଦେଖିବାକୁ ଖୁବ ସୁନ୍ଦର କିନ୍ତୁ ଖୁବ କ୍ଷଣସ୍ଥାୟୀ ଏବଂ ନା ଆସ୍ଥାଘରେ ପୂଜା ପାଏ ନା ସଜାଘରେ ସଜ୍ଜା ହୁଏ.. #Yqbhaina #yqodia #ପ୍ରତିଶ୍ରୁତିଏକକାଗଜଫୁଲ #munodia #Collab #YourQuoteAndMine Collaborating with YourQuote Bhaina

read more
ବର୍ଷା ର ଗୋଟେ ବୁନ୍ଦା ପଡିଲେ 
ହୋଇଯାଏ ସେ ମଳି। ଲେଖନ୍ତୁ କିଛି ମନଛୁଆଁ ମନକଥା ପ୍ରତିଶ୍ରୁତିକୁ ନେଇ।

ବି.ଦ୍ର: କାଗଜଫୁଲକୁ ଏଠାରେ ଏକ ରୂପକ ରୂପେ ବ୍ୟବହାର କରାଯାଇଛି। ଏଇ ଅର୍ଥ ରେ କି, କାଗଜଫୁଲ ଦେଖିବାକୁ ଖୁବ ସୁନ୍ଦର କିନ୍ତୁ ଖୁବ କ୍ଷଣସ୍ଥାୟୀ ଏବଂ ନା ଆସ୍ଥାଘରେ ପୂଜା ପାଏ ନା ସଜାଘରେ ସଜ୍ଜା ହୁଏ.. 

#yqbhaina #yqodia #ପ୍ରତିଶ୍ରୁତିଏକକାଗଜଫୁଲ #munodia #collab  #YourQuoteAndMine
Collaborating with YourQuote Bhaina

Jyotshna Rani Sahoo

ନା ଝାଉଁଳିବ ନା ଝଡ଼ିବ 
ସେମିତି ସଦ୍ୟ ସତେଜ ହେଇ
କେତେ ନୀରିହ ପ୍ରଜାପତି
ତାର ଚାରିଆଡ଼େ ଆଶା ଧରି ଧାଇଁଥିବେ
ଆଉ ସେ ତାଛଲ୍ୟ କରି
ମଜା ନେଉଥିବ 
ସଭିଙ୍କୁ ଭଣ୍ଡି ଦେଇଛି ଭାବି।

ହେଲେ ଗର୍ବ କାହା ପାଇଁ
ସତ୍ୟର ମୌସୁମୀ ଆସିବ
ଗୋଟେ ଅସରାରେ 
ସବୁ ମିଥ୍ୟାର ରଙ୍ଗ ଧୋଇଦେବ
ଆଉ ରହିବନି 
ବାସହୀନ କାଗଜ ଫୁଲର ପ୍ରତିଶ୍ରୁତି
ଏବେ ନୂଆ କଅଁଳିବ ଆଶାର ଫୁଲ
ବିଶ୍ଵାସର ସତେଜ ସୁବାସିତ 
ମଧୁଭରା ପ୍ରେମର ଫୁଲ। ଲେଖନ୍ତୁ କିଛି ମନଛୁଆଁ ମନକଥା ପ୍ରତିଶ୍ରୁତିକୁ ନେଇ।

ବି.ଦ୍ର: କାଗଜଫୁଲକୁ ଏଠାରେ ଏକ ରୂପକ ରୂପେ ବ୍ୟବହାର କରାଯାଇଛି। ଏଇ ଅର୍ଥ ରେ କି, କାଗଜଫୁଲ ଦେଖିବାକୁ ଖୁବ ସୁନ୍ଦର କିନ୍ତୁ ଖୁବ କ୍ଷଣସ୍ଥାୟୀ ଏବଂ ନା ଆସ୍ଥାଘରେ ପୂଜା ପାଏ ନା ସଜାଘରେ ସଜ୍ଜା ହୁଏ.. 

#yqbhaina #yqodia #ପ୍ରତିଶ୍ରୁତିଏକକାଗଜଫୁଲ #munodia #collab  #YourQuoteAndMine
Collaborating with YourQuote Bhaina

Subrat Jena(lyricist )

ପ୍ରତିଶୁତି ଏକ କାଗଜର ଫୁଲ #ପ୍ରତିଶ୍ରୁତିଏକକାଗଜଫୁଲ

read more
#ପ୍ରତିଶ୍ରୁତିଏକକାଗଜଫୁଲ #
ଖାଲି ଯାହା ମନ ଖୁସି କରିବାକୁ ଦିଆଯାଏ,
ସେ ସବୁ ପଛରେ ନିହିତ ଥାଏ"ସ୍ୱାର୍ଥ",
ଯାହାର କିଛି ପାଇବାର ଲାଳଶା ଥାଏ,
ବିଚରା "ସେ"ବା କରିବ କଣ?
ଆଜିର ଦୁନିଆ ବି ଠିକ ସେମିତି,
ଜୁଆଡ଼େ ମାଗଣା ମିଳେ, ସିଆଡେ ଲୋକେ ରୁଣ୍ଡ,
ଛି..ସେ କି ପ୍ରତିଶୃତି,ଯାହା କ୍ଷଣସ୍ଥାୟୀ,
ଥରେ ଭାବି ଦେଖ,ସମସ୍ତେ କଣ ହୋଇପାରିବେ,
ପ୍ରତିଶୃତି ରକ୍ଷାକରି......
ନିଜର ବ୍ୟକ୍ତିଗତ ସୁବିଧା ଠାରୁ ,
ଢେର ମୂଲ୍ୟବାନ ହୋଇପାରିବ ନିଜର ପ୍ରତିଶ୍ରୁତିର ମୂଲ୍ୟ,
ହେଲେ ଏସବୁ ଆଜି ଖାଲି ଯାହା କହିବା ବାହୁଲ୍ୟ,
ଖାଲି ଯାହା ପଢିବାକୁ ଭଲ ଲାଗେ,
ପ୍ରଖ୍ୟାତ ଓ ଅଖ୍ୟାତ ଲେଖକଙ୍କର ଲେଖାରେ,
ଆଉ ଅନ୍ୟ ମାନେ ଲାଗି ରୁହନ୍ତି,
ସମସ୍ତଙ୍କୁ ଭସେଇବାଲାଗି ମିଛ ପ୍ରତିଶ୍ରୁତିର ଧୂଆଁ ବାଣରେ।। ପ୍ରତିଶୁତି ଏକ କାଗଜର ଫୁଲ

About Nojoto   |   Team Nojoto   |   Contact Us
Creator Monetization   |   Creator Academy   |  Get Famous & Awards   |   Leaderboard
Terms & Conditions  |  Privacy Policy   |  Purchase & Payment Policy   |  Guidelines   |  DMCA Policy   |  Directory   |  Bug Bounty Program
© NJT Network Private Limited

Follow us on social media:

For Best Experience, Download Nojoto

Home
Explore
Events
Notification
Profile