Nojoto: Largest Storytelling Platform

Best ପିନାକଧାରିଣୀ Shayari, Status, Quotes, Stories

Find the Best ପିନାକଧାରିଣୀ Shayari, Status, Quotes from top creators only on Nojoto App. Also find trending photos & videos about

  • 1 Followers
  • 10 Stories

koushik lenka

👇👇👇👇👇👇 ଦେଖିବା କିଏ ଜିତିବ:- ••••••••••••••••••• ବାପାଙ୍କ ମତରେ, ଯଦି ଦୁଷ୍ଟ କିଏ ହ‌ଉଛି ତେବେ ତା'କୁ ଭଲରେ ଦୁଇ ପଦ ମିଠା କଥା କହି; ତା'ର ଭାବନା କୁ ଉପରେ ରଖି କୋଳରେ ବସେଇ ବୁଝେଇ ଦେଲେ ସିଏ ବୁଝିଯିବ ଅତିକମ୍ ରେ ଭଲରେ କହିଲେ ସିଏ ନିଜେ ଭୁଲ ଠିକ୍ ର ବିଚାର କରି ପାରିବ। ହେଲେ ବୋଉ! ଯଦି ଗୋଟେ ଭୁଲ କଲ ତେବେ ବେଲଣା ପଟା ବାଡ଼ି ଠୁ ଆରମ୍ଭ କରି ବଙ୍କା କରଚୁଲି ପର୍ଯ୍ୟନ୍ତ, ପାନିଆ ଠାରୁ ଆରମ୍ଭ କରି ପନିକି ଯାଏଁ ହାତରେ ଯାହା ପଡ଼ିଥିବ ତା'କୁ ନେଇ ଶାସନ କଲେ ଭୟ ଆସିବ ଆଉ ସେ କାମ ସେ କେବେ କରିବ ନାହିଁ।। ଏକଥା ସେଦିନ "ନାଦିମୀ" ଶ୍ରେଣୀ ଗୁରୁଜୀ ଭଗତ୍ ଙ୍କ ର ବାପା ବୋଉ ଭିତରେ ପାର୍ଥକ୍ୟ ଲେଖିବ #odiawritings #yqodia #Yqbhaina #munodia #ପିନାକଧାରିଣୀ #ପିନାକ_ବିସ୍ମୟ #ପିନାକ_ଗଳ୍ପ

read more
ଦେଖିବା କିଏ ଜିତିବ






👇👇👇👇👇 👇👇👇👇👇👇
ଦେଖିବା କିଏ ଜିତିବ:-
•••••••••••••••••••
 ବାପାଙ୍କ ମତରେ, ଯଦି ଦୁଷ୍ଟ କିଏ ହ‌ଉଛି ତେବେ ତା'କୁ ଭଲରେ ଦୁଇ ପଦ ମିଠା କଥା କହି; ତା'ର ଭାବନା କୁ ଉପରେ ରଖି କୋଳରେ ବସେଇ ବୁଝେଇ ଦେଲେ ସିଏ ବୁଝିଯିବ ଅତିକମ୍ ରେ ଭଲରେ କହିଲେ ସିଏ ନିଜେ ଭୁଲ ଠିକ୍ ର ବିଚାର କରି ପାରିବ। ହେଲେ ବୋଉ! ଯଦି ଗୋଟେ ଭୁଲ କଲ ତେବେ ବେଲଣା ପଟା ବାଡ଼ି ଠୁ ଆରମ୍ଭ କରି ବଙ୍କା କରଚୁଲି ପର୍ଯ୍ୟନ୍ତ, ପାନିଆ ଠାରୁ ଆରମ୍ଭ କରି ପନିକି ଯାଏଁ ହାତରେ ଯାହା ପଡ଼ିଥିବ ତା'କୁ ନେଇ ଶାସନ କଲେ ଭୟ ଆସିବ ଆଉ ସେ କାମ ସେ କେବେ କରିବ ନାହିଁ।। ଏକଥା ସେଦିନ "ନାଦିମୀ" ଶ୍ରେଣୀ ଗୁରୁଜୀ ଭଗତ୍ ଙ୍କ ର ବାପା ବୋଉ ଭିତରେ ପାର୍ଥକ୍ୟ ଲେଖିବ

koushik lenka

👇👇👇👇👇👇👇 ଅମାବାସ୍ୟା ର ଚନ୍ଦ୍ର •••••••••••••••• ଭୋଳାନାଥ ଚାଲିଲା ଶଗଡ଼ି ରେ ହାତ ଦେଇଦେବା ପିଲା ଟା, ଖାଲି ଚାଲିଲା ଶଗଡ଼ି କାହିଁକି ସେ ଥକା ମେଣ୍ଟାଇବା ଲାଗି ଘଡ଼ିଏ ଅଟକି ଥିବା ଶଗଡ଼ କୁ କ୍ଷଣ କରେ ବିଗିଡ଼ି ଦେଇ ରଖିଦବ।। ପାଠ ସାଠ ନହେବାରୁ ବାପ ଜେଜେ ଙ୍କ ପୈତୃକ ପାନ ବେଉଷା ରେ ସେ ଲାଗିଗଲାଣି।। ହେଲେ ତା' ଭିତରର ଅସ୍ଥିରତା ଆଜି ବି ସଭିଙ୍କୁ କେବେ ଭୟ ପହଞ୍ଚାଇ ଦିଏ ତ ଆଉ କେବେ କାହାକୁ କୌତୁକ ଲାଗେ। କେତେ ଜଣ ତ ତାଙ୍କ କାମ ହାସଲ ପାଇଁ ଭୋଳା କାନ୍ଧ ରେ ବନ୍ଧୁକ ରଖି ଗୋଳି ଚଲାନ୍ତି।। ଏଥର ଗାଁ କୁ ବଢ଼ି ଆସିଛି, କିଏ କୁଆଡ଼େ ଆଉ ଦେଖା ଯାଉ ନାହାଁନ୍ତି ସବୁଠି ଜଳ ର ଉଛୁଳା ତରଙ୍ଗ। ତା'ରି #yqodia #Yqbhaina #munodia #ପିନାକଧାରିଣୀ #ପିନାକକଥା #ପିନାକ_ବିସ୍ମୟ #ପିନାକ_ଗଳ୍ପ

read more
ଅମାବାସ୍ୟା ର ଚନ୍ଦ୍ର
••••••••••••••••
ଭୋଳାନାଥ ଚାଲିଲା ଶଗଡ଼ି ରେ ହାତ ଦେଇଦେବା ପିଲା ଟା, ଖାଲି ଚାଲିଲା ଶଗଡ଼ି କାହିଁକି ସେ ଥକା ମେଣ୍ଟାଇବା ଲାଗି ଘଡ଼ିଏ ଅଟକି ଥିବା ଶଗଡ଼ କୁ କ୍ଷଣ କରେ ବିଗିଡ଼ି ଦେଇ ରଖିଦବ।। ପାଠ ସାଠ ନହେବାରୁ ବାପ ଜେଜେ ଙ୍କ ପୈତୃକ ପାନ ବେଉଷା ରେ ସେ ଲାଗିଗଲାଣି।। ହେଲେ ତା' ଭିତରର ଅସ୍ଥିରତା ଆଜି ବି ସଭିଙ୍କୁ କେବେ ଭୟ ପହଞ୍ଚାଇ ଦିଏ ତ ଆଉ କେବେ କାହାକୁ କୌତୁକ ଲାଗେ। କେତେ ଜଣ ତ ତାଙ୍କ କାମ ହାସଲ ପାଇଁ ଭୋଳା କାନ୍ଧ ରେ ବନ୍ଧୁକ ରଖି ଗୋଳି ଚଲାନ୍ତି।।
    ଏଥର ଗାଁ କୁ ବଢ଼ି ଆସିଛି, କିଏ କୁଆଡ଼େ ଆଉ ଦେଖା ଯାଉ ନାହାଁନ୍ତି ସବୁଠି ଜଳ ର ଉଛୁଳା ତରଙ୍ଗ। ତା'ରି ଭିତରେ ଯିଏ ଯାହାର ମଙ୍ଗ ସଳଖି ବାରେ ବ୍ୟସ୍ତ ଥାଆନ୍ତି। ଭୋଳା ତା ଚପଳ ପଣ ରେ ବାତାସି ଗଛ ଉପରେ ଓହଳି ଥାଏ ହଠାତ୍ ଶୁଣେ ଜାନିଆ ମାଇଁ ର କୋହଭରା କଣ୍ଠ, "ମୋ ନାତି ଭାସି ଗଲା ରେ ବଞ୍ଚାଅ ବଞ୍ଚାଅ" ଆଉ ଭୋଳା ଗଛ ଉପରୁ ତଳକୁ ଲଥ୍ କିନା ଖସି ପଡ଼ି ସେ ନାତି ଟୋକା କୁ ପାଣି ଭିତରୁ ଭିଡ଼ି ଆଣି ଜାନିଆ ମାଇଁ ପାଖରେ ଜିମା ଦେଇଥିଲା। ଧିରେ ଧିରେ ପାଣିର ସ୍ତର କମୁଥାଏ ହେଲେ ଭୋଳା ଦେହ ର ତାତି ବଢ଼ିବାରେ ଲାଗିଥାଏ। ବଢ଼ି ସୂଅ ରେ ଭୋଳା ପାଇଁ ଆହାଃ ପଦେ କହିବା ଲୋକ ଆଉ କେହି ନାହିଁ, ହେଲେ ଏ ବଢ଼ି ରେ ଭୋଳା ଅନେକ ଉଜୁଡ଼ି ଯାଉଥିବା ଜୀବନ କୁ ସଜାଡ଼ି ଦେଇଛି ଖାଲି ତା' ନିଜ ସଂସାର କଥା ବୁଝିବାକୁ ଭୁଲି ଯାଇଛି। ନାଡ଼ି ଯେତେ ଶୀଘ୍ର ବ‌ଈଦ ମହାପୁରୁ ଚିପିଛି ସେତେ ଜଲଦି ଶନିପାତ ବୋଲି କହିଛି ଆଉ ଭୋଳା ଆର ପାରିରେ। ଆଉ ସେ ନାତି ଟୋକା ପଚାରି ବସିଲା "ଭୋଳା ଭାଇ ର କ'ଣ ହେଲା ଲୋ ଆଈ"; ଆଉ ତା' ଆଈ କହି ବସିଲା ଚାଲ ଚାଲ ଘରକୁ ଯିବା ଆଜି ପୁଣି ଅମାବାସ୍ୟା ଜହ୍ନ ଆସିବନି  👇👇👇👇👇👇👇
ଅମାବାସ୍ୟା ର ଚନ୍ଦ୍ର
••••••••••••••••
ଭୋଳାନାଥ ଚାଲିଲା ଶଗଡ଼ି ରେ ହାତ ଦେଇଦେବା ପିଲା ଟା, ଖାଲି ଚାଲିଲା ଶଗଡ଼ି କାହିଁକି ସେ ଥକା ମେଣ୍ଟାଇବା ଲାଗି ଘଡ଼ିଏ ଅଟକି ଥିବା ଶଗଡ଼ କୁ କ୍ଷଣ କରେ ବିଗିଡ଼ି ଦେଇ ରଖିଦବ।। ପାଠ ସାଠ ନହେବାରୁ ବାପ ଜେଜେ ଙ୍କ ପୈତୃକ ପାନ ବେଉଷା ରେ ସେ ଲାଗିଗଲାଣି।। ହେଲେ ତା' ଭିତରର ଅସ୍ଥିରତା ଆଜି ବି ସଭିଙ୍କୁ କେବେ ଭୟ ପହଞ୍ଚାଇ ଦିଏ ତ ଆଉ କେବେ କାହାକୁ କୌତୁକ ଲାଗେ। କେତେ ଜଣ ତ ତାଙ୍କ କାମ ହାସଲ ପାଇଁ ଭୋଳା କାନ୍ଧ ରେ ବନ୍ଧୁକ ରଖି ଗୋଳି ଚଲାନ୍ତି।।
    ଏଥର ଗାଁ କୁ ବଢ଼ି ଆସିଛି, କିଏ କୁଆଡ଼େ ଆଉ ଦେଖା ଯାଉ ନାହାଁନ୍ତି ସବୁଠି ଜଳ ର ଉଛୁଳା ତରଙ୍ଗ। ତା'ରି

koushik lenka

👇👇👇👇👇 ମଲାଜହ୍ନ •••••••• ଆକାଶ ଟା ଜହ୍ନ ର, ଆଉ ଜହ୍ନ ଟା କ‌ଇଁ ର; ହେଲେ ମୁଁ କାହାର। ସିଧା କଥା ମୁଁ କାହାରି ନୁହେଁ....।। ହା ହା..... ଏମିତି ପାଗଳି ଙ୍କ ପରି ଗାଁ ପାଖ ଭାଗବତ ଟୁଙ୍ଗି ପାଖରେ ଥିବା କୃଷ୍ଣଚୂଡ଼ା ର ଚାନ୍ଦିନୀ ଉପରେ ଛନ୍ଦା ବସିଥାଏ ଆଉ କୃଷ୍ଣଚୂଡ଼ା ର ଗୋଟେ ଗୋଟେ ପାଖୁଡ଼ା ଥରେ ଜହ୍ନ ଟା ଆକାଶ ର, ଆଉ ଥରେ ଜହ୍ନ ଟା କ‌ଇଁ ର ଏମିତି ଏପାଖ ସେ ପାଖ କରି ପକେଇ ଚାଲିଥାଏ ।। ହେଲେ ଫୁଲ ର ସବୁ ପାଖୁଡ଼ା ସରିଗଲା ପରେ ବି ତା' ମନ ବୁଝେନା ଆଉ ପୁଣି ତଳେ ପଡ଼ିଥିବା ଫୁଲ କୁ ଗୋଟାଇ ସେ ଏମିତି କରିଚାଲେ।। ହଠାତ୍ ତା' ବୋଉ ର ଡାକ ଶୁଭିଲା : "ଛନ୍ଦା ଏତେ ରାତି ହେଲାଣି ପରା ଲୋ, ତୁ ସେ ଅନ୍ଧାର ଟା ରେ କ'ଣ କରୁଛୁ ତୋ ବାପା ତେଣେ କାମରୁ ଆସି ଖାଇବା ଲାଗି ତୋତେ ଅପେକ୍ଷା କରିଛନ୍ତି ପରା ଆ' ବେଗି ବେଗି ଆସେ ମା"।। ଆଉ ଛନ୍ଦା ବି ତା' ଫୁଙ୍ଗୁଳା ପାଦରେ ଘର ଭିତରକୁ ଧାଇଁ ଯାଏ, ମଙ୍ଗଳସୂତ୍ର ଟା ବନ୍ଧା ପକେଇ ଦେଇ କରିଥିବା ଗୋଟେ ଛବି ତଳେ ଘିଅ ଦୀପ ଟାକୁ ଛନ୍ଦା ଅଧାଜଳା ଦିଆସିଲି ରେ ଟିକେ ଟେକି ଦିଏ ଆଉ ତା ରି ତଳେ ମା ଝୁଅ ଦୁହେଁ ଗଣ୍ଡେ କ'ଣ ଖାଇ ଦିଅନ୍ତି।। ମହାମାରୀ ମହାଯାତ୍ରା ରେ ଶୁଆଇ ଦେଇଛି ଛନ୍ଦା ର ବାପାକୁ ହେଲେ ଏକଥା ଛନ୍ଦା ର ମା ମାନେନା ଜମା।। ଏମିତି ରାତି ପାହିଯାଏ, ପୁଣି ତା' ଡାକ ପକାଏ "ଲୋ ଛନ୍ଦା ବାପା ଙ୍କ ପାଇଁ ହାଣ୍ଡିଶାଳ ଘରୁ ପଖାଳ କଂସେ ବାଢ଼ିଦେ ବାପା ଙ୍କ ର କାମକୁ ଯିବା ବେଳ ହେଲାଣି ପରା"।। ଆଉ ଛନ୍ଦା ହଁ ଭରିଦିଏ ଆଉ ଲକ୍ଷ୍ୟ କରେ ଯ‌ଉ "ଜହ୍ନ ପାଇଁ ସେ ଗତ ରାତିରେ ଆକାଶ ଆଉ କ‌ଇଁ ଭିତରେ ମଧ୍ୟସ୍ଥି ସାଜିଥିଲା ଆଜି ସେ ଜହ୍ନ ଆକାଶ ଛାତିରେ ମରି ସାରିଛି ଆଉ ସମସ୍ତେ ସ୍ଥିର"।। ଏଠି ଅନ୍ଧାର ବି ଆକାଶ ର...।। ✍🏿 କୌଶିକ 💞 _______________________________________________ #odiawritings #yqodia #Yqbhaina #munodia #ପିନାକଧାରିଣୀ #ପିନାକକବିତା #ପିନାକ_ବିସ୍ମୟ #ପିନାକ_ଗଳ୍ପ

read more
ମଲାଜହ୍ନ
••••••••
ଆକାଶ ଟା ଜହ୍ନ ର, ଆଉ ଜହ୍ନ ଟା କ‌ଇଁ ର; ହେଲେ ମୁଁ କାହାର। ସିଧା କଥା ମୁଁ କାହାରି ନୁହେଁ....।। ହା ହା..... ଏମିତି ପାଗଳି ଙ୍କ ପରି ଗାଁ ପାଖ ଭାଗବତ ଟୁଙ୍ଗି ପାଖରେ ଥିବା କୃଷ୍ଣଚୂଡ଼ା ର ଚାନ୍ଦିନୀ ଉପରେ ଛନ୍ଦା ବସିଥାଏ ଆଉ କୃଷ୍ଣଚୂଡ଼ା ର ଗୋଟେ ଗୋଟେ ପାଖୁଡ଼ା ଥରେ ଜହ୍ନ ଟା ଆକାଶ ର, ଆଉ ଥରେ ଜହ୍ନ ଟା କ‌ଇଁ ର ଏମିତି ଏପାଖ ସେ ପାଖ କରି ପକେଇ ଚାଲିଥାଏ ।। ହେଲେ ଫୁଲ ର ସବୁ ପାଖୁଡ଼ା ସରିଗଲା ପରେ ବି ତା' ମନ ବୁଝେନା ଆଉ ପୁଣି ତଳେ ପଡ଼ିଥିବା ଫୁଲ କୁ ଗୋଟାଇ ସେ ଏମିତି କରିଚାଲେ।।
ହଠାତ୍ ତା' ବୋଉ ର ଡାକ ଶୁଭିଲା : "ଛନ୍ଦା ଏତେ ରାତି ହେଲାଣି ପରା ଲୋ, ତୁ ସେ ଅନ୍ଧାର ଟା ରେ କ'ଣ କରୁଛୁ ତୋ ବାପା ତେଣେ କାମରୁ ଆସି ଖାଇବା ଲାଗି ତୋତେ ଅପେକ୍ଷା କରିଛନ୍ତି ପରା ଆ' ବେଗି ବେଗି ଆସେ ମା"।। ଆଉ ଛନ୍ଦା ବି ତା' ଫୁଙ୍ଗୁଳା ପାଦରେ ଘର ଭିତରକୁ ଧାଇଁ ଯାଏ, ମଙ୍ଗଳସୂତ୍ର ଟା ବନ୍ଧା ପକେଇ ଦେଇ କରିଥିବା ଗୋଟେ ଛବି ତଳେ ଘିଅ ଦୀପ ଟାକୁ ଛନ୍ଦା ଅଧାଜଳା ଦିଆସିଲି ରେ ଟିକେ ଟେକି ଦିଏ ଆଉ ତା ରି ତଳେ ମା ଝୁଅ ଦୁହେଁ ଗଣ୍ଡେ କ'ଣ ଖାଇ ଦିଅନ୍ତି।। ମହାମାରୀ ମହାଯାତ୍ରା ରେ ଶୁଆଇ ଦେଇଛି ଛନ୍ଦା ର ବାପାକୁ ହେଲେ ଏକଥା ଛନ୍ଦା ର ମା ମାନେନା ଜମା।। ଏମିତି ରାତି ପାହିଯାଏ, ପୁଣି ତା' ଡାକ ପକାଏ "ଲୋ ଛନ୍ଦା ବାପା ଙ୍କ ପାଇଁ ହାଣ୍ଡିଶାଳ ଘରୁ ପଖାଳ କଂସେ ବାଢ଼ିଦେ ବାପା ଙ୍କ ର କାମକୁ ଯିବା ବେଳ ହେଲାଣି ପରା"।। ଆଉ ଛନ୍ଦା ହଁ ଭରିଦିଏ ଆଉ ଲକ୍ଷ୍ୟ କରେ ଯ‌ଉ "ଜହ୍ନ ପାଇଁ ସେ ଗତ ରାତିରେ ଆକାଶ ଆଉ କ‌ଇଁ ଭିତରେ ମଧ୍ୟସ୍ଥି ସାଜିଥିଲା ଆଜି ସେ ଜହ୍ନ ଆକାଶ ଛାତିରେ ମରି ସାରିଛି ଆଉ ସମସ୍ତେ ସ୍ଥିର"।। ଏଠି ଅନ୍ଧାର ବି ଆକାଶ ର...।। 👇👇👇👇👇
ମଲାଜହ୍ନ
••••••••
ଆକାଶ ଟା ଜହ୍ନ ର, ଆଉ ଜହ୍ନ ଟା କ‌ଇଁ ର; ହେଲେ ମୁଁ କାହାର। ସିଧା କଥା ମୁଁ କାହାରି ନୁହେଁ....।। ହା ହା..... ଏମିତି ପାଗଳି ଙ୍କ ପରି ଗାଁ ପାଖ ଭାଗବତ ଟୁଙ୍ଗି ପାଖରେ ଥିବା କୃଷ୍ଣଚୂଡ଼ା ର ଚାନ୍ଦିନୀ ଉପରେ ଛନ୍ଦା ବସିଥାଏ ଆଉ କୃଷ୍ଣଚୂଡ଼ା ର ଗୋଟେ ଗୋଟେ ପାଖୁଡ଼ା ଥରେ ଜହ୍ନ ଟା ଆକାଶ ର, ଆଉ ଥରେ ଜହ୍ନ ଟା କ‌ଇଁ ର ଏମିତି ଏପାଖ ସେ ପାଖ କରି ପକେଇ ଚାଲିଥାଏ ।। ହେଲେ ଫୁଲ ର ସବୁ ପାଖୁଡ଼ା ସରିଗଲା ପରେ ବି ତା' ମନ ବୁଝେନା ଆଉ ପୁଣି ତଳେ ପଡ଼ିଥିବା ଫୁଲ କୁ ଗୋଟାଇ ସେ ଏମିତି କରିଚାଲେ।।
ହଠାତ୍ ତା' ବୋଉ ର ଡାକ ଶୁଭିଲା : "ଛନ୍ଦା ଏତେ ରାତି ହେଲାଣି ପରା ଲୋ, ତୁ ସେ ଅନ୍ଧାର ଟା ରେ କ'ଣ କରୁଛୁ ତୋ ବାପା ତେଣେ କାମରୁ ଆସି ଖାଇବା ଲାଗି ତୋତେ ଅପେକ୍ଷା କରିଛନ୍ତି ପରା ଆ' ବେଗି ବେଗି ଆସେ ମା"।। ଆଉ ଛନ୍ଦା ବି ତା' ଫୁଙ୍ଗୁଳା ପାଦରେ ଘର ଭିତରକୁ ଧାଇଁ ଯାଏ, ମଙ୍ଗଳସୂତ୍ର ଟା ବନ୍ଧା ପକେଇ ଦେଇ କରିଥିବା ଗୋଟେ ଛବି ତଳେ ଘିଅ ଦୀପ ଟାକୁ ଛନ୍ଦା ଅଧାଜଳା ଦିଆସିଲି ରେ ଟିକେ ଟେକି ଦିଏ ଆଉ ତା ରି ତଳେ ମା ଝୁଅ ଦୁହେଁ ଗଣ୍ଡେ କ'ଣ ଖାଇ ଦିଅନ୍ତି।। ମହାମାରୀ ମହାଯାତ୍ରା ରେ ଶୁଆଇ ଦେଇଛି ଛନ୍ଦା ର ବାପାକୁ ହେଲେ ଏକଥା ଛନ୍ଦା ର ମା ମାନେନା ଜମା।। ଏମିତି ରାତି ପାହିଯାଏ, ପୁଣି ତା' ଡାକ ପକାଏ "ଲୋ ଛନ୍ଦା ବାପା ଙ୍କ ପାଇଁ ହାଣ୍ଡିଶାଳ ଘରୁ ପଖାଳ କଂସେ ବାଢ଼ିଦେ ବାପା ଙ୍କ ର କାମକୁ ଯିବା ବେଳ ହେଲାଣି ପରା"।। ଆଉ ଛନ୍ଦା ହଁ ଭରିଦିଏ ଆଉ ଲକ୍ଷ୍ୟ କରେ ଯ‌ଉ "ଜହ୍ନ ପାଇଁ ସେ ଗତ ରାତିରେ ଆକାଶ ଆଉ କ‌ଇଁ ଭିତରେ ମଧ୍ୟସ୍ଥି ସାଜିଥିଲା ଆଜି ସେ ଜହ୍ନ ଆକାଶ ଛାତିରେ ମରି ସାରିଛି ଆଉ ସମସ୍ତେ ସ୍ଥିର"।। ଏଠି ଅନ୍ଧାର ବି ଆକାଶ ର...।।
✍🏿 କୌଶିକ 💞
_______________________________________________

koushik lenka

ଆ' ଏଥର ଆମେ ଯନ୍ତ୍ର ର ଯନ୍ତ୍ରଣା କୁ ଖୋଜିବା ପଚାରି ବୁଝିବା ତା'କୁ ସପନ ଟା ଆଜି ଶିକୁଳି ଖୋଲିଲା ପରେ କେତେ ଶତକଡ଼ା ସୁପ୍ତ ଆଉ ଜାଗ୍ରତ ଟିକେ ଭାବିବା।।୧ ସତ କହତ ଯନ୍ତ୍ର #odiawritings #yqodia #Yqbhaina #munodia #ପିନାକଧାରିଣୀ #ପିନାକକଥା #ପିନାକକବିତା

read more
     ରେ, ଯନ୍ତ୍ର! ମୋତେ ଉତ୍ତର ଦବୁ ତ!!
    ••••••••••••••••••••••••••••••







  
           👇👇👇👇👇👇👇👇👇 ଆ' ଏଥର ଆମେ
ଯନ୍ତ୍ର ର ଯନ୍ତ୍ରଣା କୁ ଖୋଜିବା
ପଚାରି ବୁଝିବା ତା'କୁ
ସପନ ଟା ଆଜି ଶିକୁଳି ଖୋଲିଲା
ପରେ କେତେ ଶତକଡ଼ା
ସୁପ୍ତ ଆଉ ଜାଗ୍ରତ ଟିକେ ଭାବିବା।।୧

ସତ କହତ ଯନ୍ତ୍ର

koushik lenka

Source:- #Pinterest #ପିନାକଧାରିଣୀ ତଥା #ପିନାକକଥା ର ସମସ୍ତ ସାରସ୍ଵତ ସାଧକ ସାଧିକା ମାନଙ୍କୁ କହୁଛି ଯେ ଏଇ ଛବି କୁ ସାଇତି ରଖନ୍ତୁ ପ୍ରିୟ ପୂଜନୀୟ ଭାଇନା 🙏 ଙ୍କ ର ନିର୍ଦ୍ଦେଶ।।

read more
......... Source:- #pinterest 
#ପିନାକଧାରିଣୀ  ତଥା #ପିନାକକଥା  ର ସମସ୍ତ ସାରସ୍ଵତ ସାଧକ ସାଧିକା ମାନଙ୍କୁ କହୁଛି ଯେ ଏଇ ଛବି କୁ ସାଇତି ରଖନ୍ତୁ ପ୍ରିୟ ପୂଜନୀୟ ଭାଇନା 🙏 ଙ୍କ ର ନିର୍ଦ୍ଦେଶ।।

koushik lenka

#ପ୍ରତିଦ୍ବନ୍ଦୀ #ପିନାକଧାରିଣୀ #ପିନାକକଥା #Yqbhaina #yqodia #munodia #odiawritings

read more
                       ପ୍ରତିଦ୍ୱନ୍ଦୀ
            _____________________
                  
     ଶେଷ ରାତି ର ଅଳସୀ ସଞ୍ଜ ଟା
     ଆଜି ବି ସାକ୍ଷୀ ଦେବାକୁ ହଁ ଭରିଛି।
     ଡେଣା ଝାଡ଼ି, ଦଳ ବାନ୍ଧି, ଦୂର ଆକାଶ କୁ;
     ଉଡ଼ି ଯାଇଥିବା ପକ୍ଷୀ ଦୁଇଟା!
     "କୁଟା" ଦି'ଖଣ୍ଡ ପାଇଁ ଫେରିବା ବାଟରେ
     ନିଜ ନିଜ ର "ପ୍ରତିଦ୍ୱନ୍ଦୀ"
     ସାଜି ଯାଇଥିଲେ ବୋଲି...! #ପ୍ରତିଦ୍ବନ୍ଦୀ  #ପିନାକଧାରିଣୀ  #ପିନାକକଥା 
#yqbhaina  #yqodia #munodia  #odiawritings

koushik lenka

"ଆତତାୟୀ" 🔸🔸🔸🔸🔸🔸🔸 "ପ୍ରେମ" ସମ୍ପର୍କରେ ମୋର ସେମିତି ବିଶେଷ କିଛି ଧାରଣା ନଥିଲା, ହେଲେ କିଏ ପ୍ରେମ କଲେ, ମୋବାଇଲ ରେ କଥା ହେଲେ ମୁଁ ତା'କୁ ଅନ୍ୟ ସାଙ୍ଗ ମାନଙ୍କ ସହ ମିଶି ଛିଗୁଲେଇ ବା ରେ ପୁରା ମାହିର ଥିଲି। ଆଉ ଅନେକ ଆଡ଼ୁ ଶୁଣିଛି କୁଆଡ଼େ କଲେଜ ଗଲେ ସମସ୍ତ ଙ୍କ ର କାହା ସହ ଗୋଟେ ଅଜାଣତରେ ସମ୍ପର୍କ ଗଢ଼ି ଉଠେ କିଏ କହି ପାରେ ଆଉ କିଏ କହି ନପାରି ଝୁରି ମରେ। ଏକଥା କୁ ମୁଁ ଯାହା ପାଖରୁ, ଶୁଣେ; ଏ କାନ ରେ ପୁରେଇ ସେ କାନରେ ବାହାର କରିଦିଏ। ହେଲେ ପ୍ରେମ କୁ ନେଇ ଯେତେ ସବୁ ଗୀତ ତା'କୁ ଶୁଣିଲେ ମୋ ମନରେ ବି ସା ରେ ଗା ପା ....ବାଜି ଉଠେ #odiawritings #odiastory #କ୍ଷୁଦ୍ରଗଳ୍ପ #yqodia #Yqbhaina #ପିନାକଧାରିଣୀ #ପିନାକକଥା

read more
 { ଅନୁଶୀର୍ଷକ ରେ ପଢ଼ନ୍ତୁ କାହାଣୀ ଟିଏ }             "ଆତତାୟୀ"
   🔸🔸🔸🔸🔸🔸🔸                      
              "ପ୍ରେମ" ସମ୍ପର୍କରେ ମୋର ସେମିତି ବିଶେଷ କିଛି ଧାରଣା ନଥିଲା, ହେଲେ କିଏ ପ୍ରେମ କଲେ, ମୋବାଇଲ ରେ କଥା ହେଲେ ମୁଁ ତା'କୁ ଅନ୍ୟ ସାଙ୍ଗ ମାନଙ୍କ ସହ ମିଶି ଛିଗୁଲେଇ ବା ରେ ପୁରା ମାହିର ଥିଲି। ଆଉ ଅନେକ ଆଡ଼ୁ ଶୁଣିଛି କୁଆଡ଼େ କଲେଜ ଗଲେ ସମସ୍ତ ଙ୍କ ର କାହା ସହ ଗୋଟେ ଅଜାଣତରେ ସମ୍ପର୍କ ଗଢ଼ି ଉଠେ କିଏ କହି ପାରେ ଆଉ କିଏ କହି ନପାରି ଝୁରି ମରେ। ଏକଥା କୁ ମୁଁ ଯାହା ପାଖରୁ, ଶୁଣେ; ଏ କାନ ରେ ପୁରେଇ ସେ କାନରେ ବାହାର କରିଦିଏ। ହେଲେ ପ୍ରେମ କୁ ନେଇ ଯେତେ ସବୁ ଗୀତ ତା'କୁ ଶୁଣିଲେ ମୋ ମନରେ ବି ସା ରେ ଗା ପା ....ବାଜି ଉଠେ

koushik lenka

👇👇👇👇👇 ଅଭିମାନ:- ---------------- ବୋଉ କହୁଥିଲା କବିତା ଖାଲି ମେଞ୍ଚେ ବାଃ ବାଃ ଦିଏ। ହେଲେ ଏଠି ତ ଦେଖୁଛି କବିତା ମୋତେ ଯେତକ ଦ‌ଉଛି ବେଳାଭୂମି ପରି ସବୁ ଛଡ଼େଇ ନ‌ଉଛି।। #odiawritings #yqodia #Yqbhaina #munodia #ପିନାକଧାରିଣୀ #ପିନାକକଥା

read more
ଅଭିମାନ:-
----------------
ବୋଉ କହୁଥିଲା କବିତା
ଖାଲି ମେଞ୍ଚେ ବାଃ ବାଃ ଦିଏ।
ହେଲେ ଏଠି ତ ଦେଖୁଛି
କବିତା ମୋତେ ଯେତକ ଦ‌ଉଛି
ବେଳାଭୂମି ପରି ସବୁ ଛଡ଼େଇ ନ‌ଉଛି।।
ପେଟ କଥା ଟା ଯଦି
କେବେ ମୋତେ କବିତା ପଚାରନ୍ତା,
ମୁଁ ତା' ଲାଗି ଏ ନିଃଶ୍ୱାସ ପ୍ରଶ୍ୱାସ ର
ଜୀବନ ଟା ଜୀବନ ଯାକ
ବାଜିରେ ଲଗେଇ ଦିଅନ୍ତି।।
ହେଲେ ସିଏ ମୋତେ ପ୍ରଥମେ ପାଗଳ
କଲା ଆଉ ଏବେ କହୁଛି
ତୋର ତ ଏସବୁ ହବାର ଥିଲା।।
ଭଙ୍ଗା କଲମ ରେ ଶୁଖା କାଳି ଦେହେ
ଭାବନା ଟିକେ ଛିଞ୍ଚି ଦେଇଥିଲି
ପରିଣାମ ପିଞ୍ଜରା ରେ ଆବଦ୍ଧ ସେ
ବାଘ କୁ ମୁକୁଳେଇ ଦେବା ପରେ
ମୁଁ ହିଁ ତା'ର ପ୍ରଥମ ଶିକାର.....।।
ମୋତେ ଛାଡ଼ିଦିଅ ରେ
ମୋ ଅଜଣା ବାଟ
ବାଟୋଇ ପରିଚୟ ଏସବୁ
ମୋତେ ଫେରେଇ ଦେ ଲୋ କବିତା!!
ଏତେ ଅଭିମାନ କୁ ତୋର
ଭେଦିବା ପାଇଁ ମୁଁ ଆଉ ଅଭିମନ୍ୟୁ
ସାଜି ପାରୁନି ପରା.....!! 👇👇👇👇👇
ଅଭିମାନ:-
----------------
ବୋଉ କହୁଥିଲା କବିତା
ଖାଲି ମେଞ୍ଚେ ବାଃ ବାଃ ଦିଏ।
ହେଲେ ଏଠି ତ ଦେଖୁଛି
କବିତା ମୋତେ ଯେତକ ଦ‌ଉଛି
ବେଳାଭୂମି ପରି ସବୁ ଛଡ଼େଇ ନ‌ଉଛି।।

koushik lenka

ରେ ସଭ୍ୟତା! ତୋତେ ପରା ପାଶ୍ଚାତ୍ୟ କୁ ପ୍ରେମ ହେଇଥିଲା। ଆଉ ଏବେ ଯଦି ମୋତେ କହୁ ମୁକ୍ତି ଦିଅ! ମୁକ୍ତି ଦିଅ! କ‌ଉଠୁ ଆଣିବି ତୋ ଲାଗି ମୁକ୍ତି....।।୧ ତୋ କଂକ୍ରିଟ ଚାଦର ରେ #odiawritings #yqodia #Yqbhaina #munodia #ପିନାକଧାରିଣୀ #ପିନାକକଥା #ଅଭିଯୋଗ #ସଭ୍ୟତା_ଯେବେ_ପଛକୁ_ଫେରେ

read more
 { ଅନୁଶୀର୍ଷକ ରେ ପଢ଼ନ୍ତୁ ସମ୍ପୂର୍ଣ୍ଣ କଥା } ରେ ସଭ୍ୟତା!
ତୋତେ ପରା ପାଶ୍ଚାତ୍ୟ କୁ ପ୍ରେମ
ହେଇଥିଲା। ଆଉ ଏବେ
ଯଦି ମୋତେ କହୁ
ମୁକ୍ତି ଦିଅ! ମୁକ୍ତି ଦିଅ!
କ‌ଉଠୁ ଆଣିବି ତୋ ଲାଗି ମୁକ୍ତି....।।୧

ତୋ କଂକ୍ରିଟ ଚାଦର ରେ

koushik lenka

🛑 ପ୍ରତିଶ୍ରୁତି 🛑 ମନେ ଅଛି କି ତୁମର!! ସେଦିନ ବେଳାଭୂମି ପ୍ରେମରେ ପଡ଼ି ତମ ପାଦ ସେଇଠି ଅଟକି ଗଲା ମୁଁ କିନ୍ତୁ ଆଜି ବି କାଠଯୋଡ଼ି ନଦୀ ବାଲିରେ; ତମ ପାଦ ଚିହ୍ନ ଅପେକ୍ଷା ରେ...।।୧ #odiawritings #yqodia #Yqbhaina #ପ୍ରତିଶ୍ରୁତିଏକକାଗଜଫୁଲ #ଶାରଦୀୟପରିକଳ୍ପନା #ପିନାକଧାରିଣୀ #ପିନାକକଥା

read more
 { ଅନୁଶୀର୍ଷକ ରେ ପଢ଼ନ୍ତୁ ପ୍ରତିଶ୍ରୁତି ର ଅପଢ଼ା ଫର୍ଦ୍ଦ } 🛑 ପ୍ରତିଶ୍ରୁତି 🛑

ମନେ ଅଛି କି ତୁମର!!
         ସେଦିନ ବେଳାଭୂମି ପ୍ରେମରେ
         ପଡ଼ି ତମ ପାଦ ସେଇଠି ଅଟକି ଗଲା
         ମୁଁ କିନ୍ତୁ ଆଜି ବି କାଠଯୋଡ଼ି ନଦୀ
         ବାଲିରେ; ତମ ପାଦ ଚିହ୍ନ ଅପେକ୍ଷା ରେ...।।୧
loader
Home
Explore
Events
Notification
Profile