Nojoto: Largest Storytelling Platform

Best ରାସ୍ତା Shayari, Status, Quotes, Stories

Find the Best ରାସ୍ତା Shayari, Status, Quotes from top creators only on Nojoto App. Also find trending photos & videos about

  • 6 Followers
  • 7 Stories

Diptimayee Nayak

#Kathakaar #jibana #ରାସ୍ତା #ବହୁତ #ଚିନ୍ତାଧାରା

read more

Subhasish Pradhan

#ଜୀବନ #ଜୀବନଦୋଛକି #ରାସ୍ତା #yqodia #Yqbhaina #munodia #odiawritings #odialove

read more
ସାମାନ୍ୟ, ଅସାମାନ୍ୟ, ସାଧାରଣ, ଅସାଧାରଣ, ଆଶା, ନିରାଶା, ଗତିଶୀଳ ଜୀବନର ରାସ୍ତାରେ ଗୋଟାଏ ଗୋଟାଏ ହମ୍ସ ଭଳି। #ଜୀବନ #ଜୀବନଦୋଛକି #ରାସ୍ତା #yqodia #yqbhaina #munodia #odiawritings #odialove

Subhasish Pradhan

#ଠିକଣା #ରାସ୍ତା #ସମ୍ପର୍କ #pinta_quote

read more
ରାସ୍ତା ତ ଅଲଗା ହେଇସାରିଥିଲା,

ବାକିଥିଲା ଠିକଣାର
ଆଜି ତମେ ତାକୁ ବି ବଦଳେଇ ଦେଲ। #ଠିକଣା #ରାସ୍ତା #ସମ୍ପର୍କ #pinta_quote

Subhasish Pradhan

ହୃଦୟର ଭଙ୍ଗା ପୋଲ
ଜୀବନର କଚ୍ଚା ପଥ
ପକ୍କା ସଡ଼କରେ ପଡିଥିବା ଗାଲର କଳାଦାଗ
ନିରବ ଅନ୍ଧକାରର ଚିରା ବ୍ଲାଉଜ
ଭଦ୍ରମୁଖାର ଦିନ ପୁଣି ଆଞ୍ଚୁଡ଼ା ରାତି
ପାରେଇ ଆସିଲିଣି
କିଛି ନେବାର ନାହିଁ
କିଛି ଦେବାର ନାହିଁ
କେବଳ ବିଦାୟ
ମୋ ଅପେକ୍ଷାରେ ସେଇ ଅସରନ୍ତି ରାସ୍ତା!!
 #ରାସ୍ତା #munodia #yqodia #yourquotebhaina #odiakavita #pinta_quote

Subhasish Pradhan

#ସୁଖ #ଦୁଃଖ #ଜୀବନ #ରାସ୍ତା #Yqbhaina #yqodia #munodia #pinta_quote

read more
ଜୀବନର ଖାଲ ଢ଼ିପ ରାସ୍ତାରେ ଚାଲିଚାଲି,
ପଡିଯିବାର ଭୟ ଆଉ ନାହିଁ।
ଯିଏ ଦୁଃଖକୁ ସରାଜୀବନ ଭଲପାଇଛି,
ସୁଖଠୁ ଦୁରେଇଯିବାର ଭୟ ତାର ଆଉ ନାହିଁ। #ସୁଖ #ଦୁଃଖ #ଜୀବନ #ରାସ୍ତା #yqbhaina #yqodia #munodia #pinta_quote

Tafizul Sambalpuri

#ରାସ୍ତା #କବିତା

read more
ରାସ୍ତା


ରାସ୍ତା ଲମ୍ବିଛି ବହୁଦୂର ପର୍ଯ୍ୟନ୍ତ
ଲମ୍ବିଛି ସ୍ଵପ୍ନ ଆକାଶ ପର୍ଯ୍ୟନ୍ତ
ଭାବନା ସୀମାହୀନ ସେ
ଲମ୍ବିଛି ସେ କେଜାଣି କେଉଁ ପର୍ଯ୍ୟନ୍ତ
ଚାଲୁଥିବି ମୁଁ ଏଠି ଥିବା ପର୍ଯ୍ୟନ୍ତ

ଅନ୍ତ ନୁହେଁ ଯାତ୍ରାର
ଅନ୍ତହୁଏ ଜୀବନ ଏଠି
ସ୍ଵପ୍ନ ମରିଚିକା ମଧ୍ୟ ଦେଖେ
ଶୋଷ ମେଣ୍ଟାଇବା ପାଇଁ
ଆଶା ଅଭିପ୍ସାର ଯାତ୍ରା ଯେ ବହୁ ଦୂର
ଏମିତି କେତେ କାହାଣୀ
ରଚନା ହେଉଥିବ ଏଠି ଥିବା ପର୍ଯ୍ୟନ୍ତ

ବୋଝକୁ ଏଠି କିଏ ବୁଝିଛି
ବାପା କାନ୍ଧରେ ପୁଆର ଶବ
ମା କୋଳରେ ନିସ୍ତେଜ ଶିଶୁ
ସଦା ଜୀବନ୍ତ ଥିବ ଏଠି
ଅଶ୍ରୁର ଧାର ବୋହିବା ପର୍ଯ୍ୟନ୍ତ

ଚାଲିଛି ସୀମାହୀନ ସୀମାନ୍ତର ସନ୍ଧାନ
ସମ୍ପର୍କରେ ଛିଟା ପଡିଛି ମାନ ଅଭିମାନ
ଅନନ୍ତର ସନ୍ଧାନ ଏତେ ସହଜ ନୁହେଁ
ହୃଦୟରେ ମୋହ ଥିବା ପର୍ଯ୍ୟନ୍ତ ।

©Tafizul Sambalpuri #ରାସ୍ତା

💞Tapaswini 💞

#Love #Like #Comment #followme #Mylanguage #odia #story #ରାସ୍ତା#ଠିକଣା #Life_experience

read more


About Nojoto   |   Team Nojoto   |   Contact Us
Creator Monetization   |   Creator Academy   |  Get Famous & Awards   |   Leaderboard
Terms & Conditions  |  Privacy Policy   |  Purchase & Payment Policy   |  Guidelines   |  DMCA Policy   |  Directory   |  Bug Bounty Program
© NJT Network Private Limited

Follow us on social media:

For Best Experience, Download Nojoto

Home
Explore
Events
Notification
Profile