Nojoto: Largest Storytelling Platform
swetasumanmishra4418
  • 85Stories
  • 13Followers
  • 689Love
    3.7KViews

swetasumanmishra

ନିୟତି ବନ୍ଧନ

  • Popular
  • Latest
  • Video
0da2e0189668f4218f5c9b859dfdfcf2

swetasumanmishra

ବେଳେବେଳେ ପ୍ରଶ୍ନରେ ହିଁ 
ଉତ୍ତର ଲୁଚି ରହିଥାଏ,
ତ ପୁଣି କେତେବେଳେ 
ଉତ୍ତରରୁ ପ୍ରଶ୍ନ ସଠିକ୍ ଖୋଜି ହୁଏନା ।

©swetasumanmishra
  #Baagh
0da2e0189668f4218f5c9b859dfdfcf2

swetasumanmishra

ସ୍ବଭାବଂ ନୈବ ମୁଞ୍ଚନ୍ତି ସନ୍ତଃ ସଂସର୍ଗତୋऽସତାମ୍ ।
ନ ତ୍ୟଜନ୍ତି ରୁତଂ ମଞ୍ଜୁ କାକ ସମ୍ପର୍କତଃ ପିକାଃ ।।

 କୁଆ ଦ୍ଵାରା ଲାଲିତପାଳିତ କୋଇଲି ତା'ର ମଧୁର ସ୍ୱରକୁ ନ ଛାଡ଼ିଲା ପରି ଦୁଷ୍ଟ ସଂସର୍ଗରେ ପଡ଼ିଲେ ମଧ୍ୟ ସଜ୍ଜନ ତା'ର ସ୍ଵଭାବକୁ ତ୍ୟାଗ କରେ ନାହିଁ।

©swetasumanmishra #Sun #shloka #Sanskrit #nitivani #write
0da2e0189668f4218f5c9b859dfdfcf2

swetasumanmishra

यस्यामतं तस्य मतं मतं यस्य न वेद सः ।
अविज्ञातं विजानतां विज्ञातमविजानताम् ॥ २.३ ॥(केनोपनिषद्)


ଯେ ଜାଣିଛି ସେ ଅଜ୍ଞେୟ ବୋଲି ଜାଣେ, ତେଣୁ କିଛି ଜାଣି ନାହିଁ ବୋଲି କହେ। ଯେ ଜାଣିଛି ବୋଲି କହେ ସେ କିଛି ଜାଣି ନାହିଁ। ଯେ ଆତ୍ମ ତତ୍ତ୍ଵ ସହ ସାକ୍ଷାତକାର କରନ୍ତି ତାଙ୍କ ପାଇଁ ଆତ୍ମା ଅଗୋଚର ଅଟେ। ଯେ ସାକ୍ଷାତକାର କରି ନାହାନ୍ତି ସେ ସବୁ ଜାଣିଛନ୍ତି ବୋଲି ଭାବନ୍ତି।

©swetasumanmishra #vedic #science #write #Veda
0da2e0189668f4218f5c9b859dfdfcf2

swetasumanmishra

ଶୁଣୁ ଶୁଣୁ କଥା ତୋର ସ୍ମୃତିକୁ ଶୁଣିଲି
ଗୁଣୁ ଗୁଣୁ ଗାଇ ଗାଇ ସ୍ମୃତିକୁ ବୁଝିଲି
ସ୍ମୃତି ମୋର ସ୍ମୃତି ମୋର
ଭଲ ପାଇଗଲି
ତତେ ଭଲ ପାଇଗଲି

©swetasumanmishra #Remember #thought #love #author #quotos #beyou #writting
0da2e0189668f4218f5c9b859dfdfcf2

swetasumanmishra

ସ୍ମୃତିରେ ରହିବାକୁ ଚାହୁଁଛି
ସ୍ମୃତି ସହିତ ରହିବାକୁ ଚାହୁଁଛି।

©swetasumanmishra #KhaamoshAwaaz
0da2e0189668f4218f5c9b859dfdfcf2

swetasumanmishra

ତମ ପାଇଁ କିଛି ଲେଖିବାକୁ ଚାହିଁଥିଲି
କିନ୍ତୁ ତମେ ମୋ ଭାବନାରେ ଏମିତି ଅଛ ଯେ
 ମୁଁ ମୋ ଭାବନାକୁ ଭୁଲି ଯାଉଛି।
ସତରେ କଣ 
ସ୍ମୃତି ଆସିଲା ପରେ ଭାବନାକୁ ଭୁଲିବାକୁ ପଡେ,
ନା ଭାବନା ବଢେ ସେ ସ୍ମୃତିର ବାହାନାରେ।

©swetasumanmishra #Betterhalf 
#poet #poatry #india #thoughts  #india
0da2e0189668f4218f5c9b859dfdfcf2

swetasumanmishra

#Encounter  ନିଜ ଯୁଦ୍ଧ ନିଜକୁ ଲଢ଼ିବାକୁ ହୁଏ,
ବହୁବାଟ ଏକାକୀ ଚାଲିବାକୁ ହୁଏ।
ନାରୀ ସର୍ଵଂସହା ସବୁ ସହିଯାଏ,
ସେଇଠି ପାଇଁ ବୋଧେ ନାରୀକୁ 
ସହଜରେ ଭସେଇ ଦେଇ ହୁଏ।

©swetasumanmishra #Encounter
0da2e0189668f4218f5c9b859dfdfcf2

swetasumanmishra

ଉଠ
ହଁ ତତେ ହିଁ କହୁଛି
ଉଠ ଉଠିକି ବାହାରକୁ ଆସେ 
ଆଉ ଦେଖ୍
ସୂର୍ଯ୍ୟ ଆଜି ପୁଣି ଥରେ
କିରଣ ନେଇ ଆସିଛି ତୋ ପାଇଁ ।

କେତେ ଆଉ ଲୁହ କୁ ଲୁଚେଇବୁ
ମୁଁ କୁହୁଡି ହାତରେ ପଠେଇଛି ମୋ କାହାଣୀ
ତୁ ଶୁଣିବୁ ବୋଲି 
କାହାଣୀ ଶୁଣି ମତେ ତୁ ପୁଣି ଖୋଜିବୁ ସୂର୍ଯ୍ୟ ଭଳି।

©swetasumanmishra #ଓଡ଼ିଆ #thoughts

#ଓଡ଼ିଆ thoughts #ଜୀବନ

0da2e0189668f4218f5c9b859dfdfcf2

swetasumanmishra

Suman ko suman mil gayi,
Woh Safed chahti thhi
Usse laal mil gayi .
Kher koi baat nahi,
Laal kabhi rehti nahi
Aur safed kabhi mitt ti nahi .

©swetasumanmishra
  #white #flower #rose3#quote #story #phool #Hindi #hindi_poetry #Hindi #india
0da2e0189668f4218f5c9b859dfdfcf2

swetasumanmishra

ମତେ ଲାଗିଥିଲା କି ମୁଁ 
ତତେ ଏଇ ଦୁଇ ବର୍ଷ ଭିତରେ  
ହରେଇ ଦେଇଛି ଯେମିତି,
କିନ୍ତୁ ନା,
ମୁଁ ଭୁଲ୍ ଥିଲି ମୁଁ ଅବୁଝା ଥିଲି ।
ତତେ ମୁଁ ହରେଇନି କୌଣସି ପରିସ୍ଥିତିରେ,
ପ୍ରକୃତରେ ସତ କୁ ବୁଝିଯାଇଛି।
ହରେଇବା ଓ ବୁଝିଯିବା ଭିତରେ 
ଅନେକ ଶୂନ୍ୟ ସ୍ଥାନ ରହିଥାଏ,
ସେ ଅପୂରଣୀୟ କ୍ଷତି କେବଳ
 ବୁଝିବା ଦ୍ବାରା ହିଁ ପୂର୍ଣ୍ଣ ହେଇଥାଏ।

©swetasumanmishra #chaand
loader
Home
Explore
Events
Notification
Profile