Nojoto: Largest Storytelling Platform

New utkal Quotes, Status, Photo, Video

Find the Latest Status about utkal from top creators only on Nojoto App. Also find trending photos & videos about, utkal.

    LatestPopularVideo

Shiv Anand

With belongingness even your universe is mine  #yqbaba  #yqnewwritersclub #yqtales #yqquotes #utkalikasharma #moonquotes #yqthoughts  #YourQuoteAndMine
Collaborating with utkalika sharma

Dibyashreeta Singh

ChittaranjanSahoo

उत्कल दिवस के अवसर पर

           उत्कल माता

वह तू ही है उत्कल माता
जिसकी गोद में मैं पला-बढ़ा हूँ, 
जिसकी गोद में मैं घर बसाया हूँ
हे उत्कल जननी !
ओड़िआ का प्राण, तुझे कोटि नमस्कार !

तेरे ही कोख से
कई महावीरों ने जन्म लिये हैं देश के लिये
सहीद हुए हैं
दुश्मनों को मार मिटाये हैं 
हमारे प्यारी धरती के लिये।

ओड़िआ जाती की
तू जीवन है माँ, तू ही है प्राण बिंदु
तेरे चरण को
प्रक्षालित करती है सदैब महासिंधु।

पूरब से पश्चिम
उत्तर से दक्षिण, सर्वत्र तेरी ही शोभा होती है
चाहे व गरीव 
और हो धनवान, 
ओड़िआ मेरा जाती कहता है।

आज उत्कल दिवस पर
तेरे नाम को करते हुए स्मरण 
यह प्रतिज्ञा करता हूँ कि
काम अच्छा कर, रखूंगा तेरा नाम।

चिर वंदनीया
चिर पूजनीया, चिर शोभनीय तू ही
प्रातः, दिवस, सायं
रात सदैब निर्मल है तू महामायी।

तेरे गान का वंदना
तेरे चरणों का पूजन सदैब मेरा मन करता है
हे माता उत्कल !
ओड़िआ का प्राण, तू धन्य है माता धन्य है !!

चित्तरंजन #utkal_divas #hindi

jyoshna Rani padhi

ChittaranjanSahoo

ବନ୍ଦେ ଉତ୍କଳ ଜନନୀ

ଇତିହାସ ଭାଷେ ଯା'ର ଯଶକୀର୍ତ୍ତି 
ସାଗର ପଖାଳେ ଯା'ର ପାଦ ନିତି
ଯାହାରି ବୁକୁରେ ପ୍ରଭୁ ଜଗନ୍ନାଥ
ଭାଇ ଭଉଣୀଙ୍କ ସଙ୍ଗେ ବିରାଜିତ
ଆମେ ସେ ଉତ୍କଳ ପୁଅ
ଗୋଟିଏ ସ୍ୱରରେ କୋଟିଏ କହିବା
ଜୟ ଉତ୍କଳର ଜୟ 
ଜୟ ଉତ୍କଳର ଜୟ 

ଚିତ୍ତରଞ୍ଜନ #utkal_divas #odia

ChittaranjanSahoo

ଉତ୍କଳ ଦିବସ ଅବସରରେ

                  ଉତ୍କଳ ମାତା

ତୁ ସେହି ଉତ୍କଳ !
ଯା' କୋଳେ ବଢ଼ିଛି, ଗଢ଼ିଛି ଯା' କୋଳେ ଘର
ଉତ୍କଳ ଜନନୀ,
ଓଡ଼ିଆର ପ୍ରାଣ ତତେ କୋଟି ନମସ୍କାର !

ତୋହରି ଗରଭୁ 
କେତେ ମହାବୀର ଜନମିଛି ଦେଶ ପାଇଁ          
ଜୀବନ ଦେଇଛି,
ଜୀବନ ନେଇଛି ଆମ ମାଟି ମା ପାଇଁ।

ଓଡ଼ିଆ ଜାତିର 
ଜୀବନ ମାଆ ତୁ, ତୁହି ଅଟୁ ପ୍ରାଣ ବିନ୍ଦୁ
ତୋହରି ଚରଣ
ଯୁଗଳକୁ ଧୋଉଛି ସଦା ଏହି ମହାସିନ୍ଧୁ।

ପୂର୍ବରୁ ପଶ୍ଚିମ,
ଉତ୍ତରୁ ଦକ୍ଷୀଣ ସର୍ବତ୍ର ତୋ ଶୋଭା ଥାଏ
ଧନୀ ହେଉ ଅବା 
ହେଉ ସେ ଗରିବ ଓଡ଼ିଆ ମୋ ଜାତି କୁହେ।

ଆଜିର ଦିନଟି 
ଉତ୍କଳ ଦିବସ ତୋର ନାମ ସୁମରିଣ
କରୁଛି ଶପଥ 
ଭଲ କାମ କରି ରଖିବି ମା' ତୋର ନାମ।

ଚିର ବନ୍ଦନୀୟା,
ଚିର ପୂଜନୀୟା, ଚିର ଶୋଭନୀୟା ତୁହି।
ପ୍ରାତଃ-ଦିବା-ସନ୍ଧ୍ୟା
ନିଶି ସର୍ବତ୍ରରେ ନିର୍ମଳ ତୁ ମହାମାୟୀ ।

ତୋ ଗାନ ବନ୍ଦନା,
ତୋ ପାଦ ପୂଜନ ସଦା କରେ ମୋର ମନ
ହେ ମାତା ଉତ୍କଳ ! 
ଓଡ଼ିଆର ପ୍ରାଣ, ଧନ୍ୟ ମାତା ତୁହି ଧନ୍ୟ !!

ଚିତ୍ତରଞ୍ଜନ ସାହୁ 
ସିଙ୍ଗିରି, ଆଳି, କେନ୍ଦ୍ରାପଡା #utkal_divas #odia

Sujata Behera

#bande utkala Janani# #nojotovideo

read more

R.R Sahoo

#utkaldivas #🙏🙏

read more
ଭାରତ ନାମରେ ଅଛି ଦେଶଟିଏ
ତା ' ମଧ୍ୟେ ରାଜ୍ୟ ଉତ୍କଳ।
ଧନ ଜନ ସବୁ ପୁରି ରହିଥିଲା
ଥିଲା ଶତ ସିଂହଙ୍କର ବଳ।
ସ୍ଵତନ୍ତ୍ର ହୋଇଲା ଅପ୍ରେଲ ୧ରେ
ନାମ ତା' ସ୍ଵତନ୍ତ୍ର ଉତ୍କଳ।
ତା' କୋଳରେ କେତେ ବୀର ଯେ ଜନମ
କଳନା ତାଙ୍କ ଅସୀମ। #utkaldivas #🙏🙏

R.R Sahoo

#Happy #Utkal Divas

read more
ଆଜି ବି କାନ୍ଦୁଛି ଉତ୍କଳ ଜନନୀ
ସେହି ସନ୍ତାନଙ୍କ ସ୍ମୃତିରେ,
ଅର୍ପଣୁଛୁ ଆଜି ଶୁଭ ଶ୍ରଦ୍ଧାଞ୍ଜଳି
ଏ ପୁଣ୍ୟ ପବିତ୍ର ତିଥିରେ 🙏। #Happy #Utkal Divas

NIRANJAN

UTKALA DIVAS (ଉତ୍କଳ ଜନନୀ)

read more
☸️ଉତ୍କଳ ଦିବସ ☸
ଉତ୍କଳ ଜନନୀର ସନ୍ତାନ ଆମରେ
ଗାଇବା ତାହାରି ବାରତା
ବୀର ପ୍ରଶବିନୀ,ଚାରୁକଳା ମହୀନି ସେ
ଗାଏ ସମସ୍ତକଂ ବାର୍ତା ।
କେତେ ନଦୀ, ତୀର,ବିଲ, ବନ, ଗୀରି
ପଲ୍ଲବ, ବିହଗ, ବିଭୂ ର କରିଥାଏ ଯଶ ଗାନ
ସଂସ୍କୃତି, ପରମ୍ପରା  ଭରା ଏ ଉତ୍କଳ ଭୂମି
ପାଶାଣେ ଯା ଅଂକିତ ଏ ଧରା।
ଖୋର୍ଧା ର ଏଠି ପାଇକ ପୁଏ
ବୀର ହୋଇ ଯିଏ ଦେଖାଇ ଦିଏ ଶରୀର
ଜଯରାଜ ଗୁରୁ, ବୀର ସୁରେନ୍ଦ୍ର ସାଏ
ଉତ୍କଳମଣି ଗୋପବନ୍ଧୁ, ଆଶ୍ଚର୍ଯ୍ୟ ହରିହର 
କେତେ କେତେ ବୀର କରିଥିଲେ ସମର 
ଭୁଲିଯିବା ନାହିଁ ତାଙ୍କରି ଗୀର। 
କୋଣାର୍କ ର  ସେହି ମହନୀୟ ଦୃଶ୍ୟ 
ପୁରୀର ଜଗନ୍ନାଥ ସେହି ପୁଣ୍ୟ ଧାମ।
ବାଜିରାଉତ କଲା କରେ ଚକିତ 
ଦେଖାଇଦେଲେ ସେ  ଆତ୍ମାର ସାବ୍ୟସ୍ତ। 
କେତେ କାବ୍ୟ ଓ କବିତା ଲେଖିଲେ କବିତା 
ଉତ୍କଳ ବିଜୟର ଲେଖିଲେ ବାରତା 
ଧନ୍ୟ ଉତ୍କଳ ତୁମେ ଧନ୍ୟ 
ଧନ୍ୟ ଉତ୍କଳ ତୁମେ ଧନ୍ୟ। 
🙏🙏🙏🙏ବନ୍ଦେ ଉତ୍କଳ ଜନନୀ 🙏🙏🙏🙏 UTKALA DIVAS (ଉତ୍କଳ ଜନନୀ)
loader
Home
Explore
Events
Notification
Profile