Nojoto: Largest Storytelling Platform

Best ପରଦାପଛରେଅନେକକଥା Shayari, Status, Quotes, Stories

Find the Best ପରଦାପଛରେଅନେକକଥା Shayari, Status, Quotes from top creators only on Nojoto App. Also find trending photos & videos about

  • 4 Followers
  • 4 Stories

koushik lenka

ମାଟି ଡେଇଁ ଗଲେ ଆକାଶ କୁ ଛୁଇଁ ହୁଏନା ହେଲେ, ମାଟିରେ ଝୁଣ୍ଟିଲେ ଈଶ୍ୱର ହାତ ବଢ଼ାନ୍ତି! ସମ୍ଭବତଃ କୋଳେଇ ନିଅନ୍ତି। ଅବାକ୍, ହୋଇ ଦେଖୁଥିଲି ମୁଁ #odiawritings #yqodia #Yqbhaina #munodia #ପରଦାପଛରେଅନେକକଥା #ଶେଷରୁଆରମ୍ଭ

read more
✍🏼 କୌଶିକ ମାଟି ଡେଇଁ ଗଲେ
ଆକାଶ କୁ ଛୁଇଁ ହୁଏନା
ହେଲେ,
ମାଟିରେ ଝୁଣ୍ଟିଲେ ଈଶ୍ୱର
ହାତ ବଢ଼ାନ୍ତି!
ସମ୍ଭବତଃ କୋଳେଇ ନିଅନ୍ତି।

ଅବାକ୍, ହୋଇ ଦେଖୁଥିଲି ମୁଁ

JS Jyoti

ଆସନ୍ତୁ ଲେଖିବା କିଛି କବିତା, କାହାଣୀ, କିମ୍ବା ଏକପଦୀ ଏହି ସୁନ୍ଦର ଧାଡିରେ ଆମ ମନକଥା ଯୋଡି। #ପରଦାପଛରେଅନେକକଥା #Collab #Yqbhaina #yqodia #munodia #YourQuoteAndMine Collaborating with YourQuote Bhaina

read more

ଅନେକ ଉହୁ କୁ ଟିକିଏ କୁହୁ
ନଦୀଏ ଜହର ବିନ୍ଦୁଏ ମହୁ।

ମିଛ ସମ୍ପର୍କର ସତ ଛଳନା
କହିହୁଏନା କି ସହି ହୁଏନା।

ମୋ ନିରୀହତା ତୋ ପ୍ରତାରଣା
ପ୍ରଣୟ ଶେଜର କଣ୍ଟା ବିଛଣା।

ତୋ ବଦନାମୀ ଗଳି ସରଗ ହେଉ
ମୋ ସତ ନଅର କଳଙ୍କ ନାଉଁ।

ତୁ ମିଛରେ କାନ୍ଦୁ ମୁଁ ହସେ ମିଛେ
ସବୁ କଥା ଥାଉ ପରଦା ପଛେ। ଆସନ୍ତୁ ଲେଖିବା କିଛି କବିତା, କାହାଣୀ, କିମ୍ବା ଏକପଦୀ ଏହି ସୁନ୍ଦର ଧାଡିରେ ଆମ ମନକଥା ଯୋଡି।

#ପରଦାପଛରେଅନେକକଥା #collab #yqbhaina #yqodia #munodia  #YourQuoteAndMine
Collaborating with YourQuote Bhaina

Snigdharani Panda

Parda k piche hota hai kai batein, Kai gathae, or kai byathae, Parda k piche koi chup k rehta hai, Ankho ka anshu chupake rota hai, Parda k piche se koi awaj aaye to, Lagta hai koi aane wala hai... ଆସନ୍ତୁ ଲେଖିବା କିଛି କବିତା, କାହାଣୀ, କିମ୍ବା #Collab #YourQuoteAndMine #yqodia #Yqbhaina #munodia #ପରଦାପଛରେଅନେକକଥା

read more
ପରଦା ପଛରେ ଥାଏ ଅନେକ କଥା, 
ଅନେକ ଗାଥା, ପୁଣି ଅନେକ ବ୍ଯଥା। 
ପରଦା ପଛରେ କେହି ଲୁଚି ରହିଥାଏ, 
ଆଖିର ଲୁହ ଲୁଚାଇ ବସି କାନ୍ଦୁଥାଏ। 
ପରଦା ପଛରୁ କିଛି ଶବ୍ଦ ଶୁଣାଗଲେ, 
ମନରେ ଭାବନା ଆସେ କେହି ଆସିପାରେ।  Parda k piche hota hai kai batein, 
Kai gathae, or kai byathae, 
Parda k piche koi chup k rehta hai, 
Ankho ka anshu chupake rota hai, 
Parda k piche se koi awaj aaye to, 
Lagta hai koi aane wala hai... 

ଆସନ୍ତୁ ଲେଖିବା କିଛି କବିତା, କାହାଣୀ, କିମ୍ବା

Jyotshna Rani Sahoo

ଆସନ୍ତୁ ଲେଖିବା କିଛି କବିତା, କାହାଣୀ, କିମ୍ବା ଏକପଦୀ ଏହି ସୁନ୍ଦର ଧାଡିରେ ଆମ ମନକଥା ଯୋଡି। #ପରଦାପଛରେଅନେକକଥା #Collab #Yqbhaina #yqodia #munodia #YourQuoteAndMine Collaborating with YourQuote Bhaina

read more
ସାମ୍ନାରେ ରଙ୍ଗୀନ୍ ଚିତ୍ରପଟ
ଆଉ ପରଦା ପଛେ
କଳା କୁ ଧଳା କରିବାର କାରିଗରୀ
ମିଥ୍ୟା ସ୍ପର୍ଦ୍ଧା ର ସୂକ୍ଷ୍ମ ପରଦା
ହେଲେ କୁହୁଡ଼ି ସେପଟ
ରହସ୍ୟ ସହର
ଭେଦ କରିହେଲେ ବି
ଭେଦ କରିବାର ସାହାସ କାହାର?
ସେ ସହର ହେଇପାରେ ସୌନ୍ଦର୍ଯ୍ୟର ସମ୍ଭାର
ହେଇପାରେ ଦୂର୍ଭେଦ୍ୟ ମାୟାଜାଲ
କିମ୍ବା ହେଇପାରେ କଳାପାଣି ର କାରାଗାର
କଳାକାର ର ପ୍ରତିଛବି ପରଦାରେ
ଆଉ ନିର୍ଦ୍ଦେଶକ ନାଁ ରେ ଭଣ୍ଡ କାରିଗର
ଆକର୍ଷଣୀୟ କାହାଣୀ ର ପ୍ରଦର୍ଶନ
ଆଉ କରତାଳି ବଜେଇଲା ଦର୍ଶକ
ବନିଯାଏ ସେ ମରୁବାଲି ର ଶିକାର ଆସନ୍ତୁ ଲେଖିବା କିଛି କବିତା, କାହାଣୀ, କିମ୍ବା ଏକପଦୀ ଏହି ସୁନ୍ଦର ଧାଡିରେ ଆମ ମନକଥା ଯୋଡି।

#ପରଦାପଛରେଅନେକକଥା #collab #yqbhaina #yqodia #munodia  #YourQuoteAndMine
Collaborating with YourQuote Bhaina


About Nojoto   |   Team Nojoto   |   Contact Us
Creator Monetization   |   Creator Academy   |  Get Famous & Awards   |   Leaderboard
Terms & Conditions  |  Privacy Policy   |  Purchase & Payment Policy   |  Guidelines   |  DMCA Policy   |  Directory   |  Bug Bounty Program
© NJT Network Private Limited

Follow us on social media:

For Best Experience, Download Nojoto

Home
Explore
Events
Notification
Profile