Nojoto: Largest Storytelling Platform

Best ଶେଷରୁଆରମ୍ଭ Shayari, Status, Quotes, Stories

Find the Best ଶେଷରୁଆରମ୍ଭ Shayari, Status, Quotes from top creators only on Nojoto App. Also find trending photos & videos about

  • 2 Followers
  • 4 Stories

koushik lenka

ମାଟି ଡେଇଁ ଗଲେ ଆକାଶ କୁ ଛୁଇଁ ହୁଏନା ହେଲେ, ମାଟିରେ ଝୁଣ୍ଟିଲେ ଈଶ୍ୱର ହାତ ବଢ଼ାନ୍ତି! ସମ୍ଭବତଃ କୋଳେଇ ନିଅନ୍ତି। ଅବାକ୍, ହୋଇ ଦେଖୁଥିଲି ମୁଁ #odiawritings #yqodia #Yqbhaina #munodia #ପରଦାପଛରେଅନେକକଥା #ଶେଷରୁଆରମ୍ଭ

read more
✍🏼 କୌଶିକ ମାଟି ଡେଇଁ ଗଲେ
ଆକାଶ କୁ ଛୁଇଁ ହୁଏନା
ହେଲେ,
ମାଟିରେ ଝୁଣ୍ଟିଲେ ଈଶ୍ୱର
ହାତ ବଢ଼ାନ୍ତି!
ସମ୍ଭବତଃ କୋଳେଇ ନିଅନ୍ତି।

ଅବାକ୍, ହୋଇ ଦେଖୁଥିଲି ମୁଁ

koushik lenka

କୁହ କ‌ଉ ଜୀବନ ରେ ମୁଁ ତୁମକୁ ହରେଇ ନାହିଁ କୁହ କ‌ଉ ବାଜି ରେ ମୁଁ ତୁମ ପାଇଁ ହାରି ନାହିଁ କହି ପାରିବ ଶେଷଥର କେବେ ହାରିଥିଲି ବୁଝେଇ ପାରିବ ପ୍ରଥମଥର କାହିଁକି ପରାଜୟ ର ଦାଗ ସାଇତିଥିଲି #odiawritings #odiastory #yqodia #Yqbhaina #ଚିଠି #munodia #ଶେଷରୁଆରମ୍ଭ

read more
ଏଇ ଯେ ମୋର ଶେଷ ଚିଠି!




                   ପଢ଼ନ୍ତୁ ଅନୁଶୀର୍ଷକ ରେ......


     କୁହ କ‌ଉ ଜୀବନ ରେ ମୁଁ ତୁମକୁ
ହରେଇ ନାହିଁ
କୁହ କ‌ଉ ବାଜି ରେ ମୁଁ ତୁମ ପାଇଁ
ହାରି ନାହିଁ
କହି ପାରିବ ଶେଷଥର କେବେ
ହାରିଥିଲି
ବୁଝେଇ ପାରିବ ପ୍ରଥମଥର କାହିଁକି
ପରାଜୟ ର ଦାଗ ସାଇତିଥିଲି

Rk Rakesh Kumar

Mansi Das ଙ୍କ ଶେଷ ପଦ ରୁ ମୋର ଆରମ୍ଭ। #ଶେଷରୁଆରମ୍ଭ #ଓଡ଼ିଆrapidfire #odiarapidfire #yqodia #Yqbhaina #Challenge

read more
ଆତ୍ମା ର ଆହୁତି ଦେଇ ବିକିଦେଲା ଦେହ,
ନୀରବ ରେ ଚାପିଧରି ଛାତିର ସେ କୋହ Mansi Das  ଙ୍କ ଶେଷ ପଦ ରୁ ମୋର ଆରମ୍ଭ।
#ଶେଷରୁଆରମ୍ଭ 
#ଓଡ଼ିଆrapidfire 
#odiarapidfire 
#yqodia 
#yqbhaina 
#challenge

Rk Rakesh Kumar

YourQuote Bhaina ଙ୍କ ଚତୁର୍ଥ ଉଦାହରଣ ର ଶେଷ ରୁ ମୋର ଆରମ୍ଭ। #ଓଡ଼ିଆrapidfire #odiarapidfire #ଶେଷରୁଆରମ୍ଭ #Yqbhaina #yqodia #muodia #Challenge

read more

ସପନ ର ରାଣୀ ମୋର ସିଏ ମୋ ପ୍ରେମିକା,
ଭାଙ୍ଗିଦେଇ ମୋ ହୃଦୟ ହେଲା ମରୀଚିକା YourQuote Bhaina  ଙ୍କ ଚତୁର୍ଥ ଉଦାହରଣ ର ଶେଷ ରୁ ମୋର ଆରମ୍ଭ।
#ଓଡ଼ିଆrapidfire 
#odiarapidfire 
#ଶେଷରୁଆରମ୍ଭ 
#yqbhaina 
#yqodia 
#muodia 
#challenge


About Nojoto   |   Team Nojoto   |   Contact Us
Creator Monetization   |   Creator Academy   |  Get Famous & Awards   |   Leaderboard
Terms & Conditions  |  Privacy Policy   |  Purchase & Payment Policy   |  Guidelines   |  DMCA Policy   |  Directory   |  Bug Bounty Program
© NJT Network Private Limited

Follow us on social media:

For Best Experience, Download Nojoto

Home
Explore
Events
Notification
Profile