Find the Best ଖୁଦ୍ରଗଳ୍ପ Shayari, Status, Quotes from top creators only on Nojoto App. Also find trending photos & videos about
Subhasish Pradhan
ଗଳ୍ପରେ, ପାନ ଦୋକାନ ♠ ପପୁରେ ଚା ଗ୍ଲାସଟେ ଦେଲୁ। ପପୁ,,,, ଆଜ୍ଞା ଭାଇ, ଦେବ ଆସିନି କିରେ ଆଜି। ଭାଇ ପାଣି ଟିକେ ମିଳିବ?, ହଁ ଦଉଛି। ପପୁଭାଇ ସିଗାରେଟ ଦିଇଟା ଦେଲ। ଏଇ ଶୁଣୁଛୁ ନା ନାଇଁ, କଷାଗୁଆ ଆଣିଛୁ, ପାନ ଟା ଭଲ ଲାଗିଲାନି। ଏଇଟା ନିତିଦିନିଆ ଘଟଣା ତାର ସେ ଦୋକାନ ରେ। ସକାଳଠୁ ସଞ୍ଜ ଯାଏଁ ତାକୁ ଫୁରସତ ନଥାଏ ତା ଦୋକାନରୁ। ତାର ହସ ହସ ମୁହଁ ଆଉ କଥାକୁହା ଭଙ୍ଗୀ ଯେକୌଣସି ଲୋକକୁ ତାର ଗରାଖ କରିଦେଇପାରେ।
ପପୁରେ ଚା ଗ୍ଲାସଟେ ଦେଲୁ। ପପୁ,,,, ଆଜ୍ଞା ଭାଇ, ଦେବ ଆସିନି କିରେ ଆଜି। ଭାଇ ପାଣି ଟିକେ ମିଳିବ?, ହଁ ଦଉଛି। ପପୁଭାଇ ସିଗାରେଟ ଦିଇଟା ଦେଲ। ଏଇ ଶୁଣୁଛୁ ନା ନାଇଁ, କଷାଗୁଆ ଆଣିଛୁ, ପାନ ଟା ଭଲ ଲାଗିଲାନି। ଏଇଟା ନିତିଦିନିଆ ଘଟଣା ତାର ସେ ଦୋକାନ ରେ। ସକାଳଠୁ ସଞ୍ଜ ଯାଏଁ ତାକୁ ଫୁରସତ ନଥାଏ ତା ଦୋକାନରୁ। ତାର ହସ ହସ ମୁହଁ ଆଉ କଥାକୁହା ଭଙ୍ଗୀ ଯେକୌଣସି ଲୋକକୁ ତାର ଗରାଖ କରିଦେଇପାରେ। #yqbaba #yqodia #Yqbhaina #OdiaKahani #munodia #ଚାଦୋକାନ #ଖୁଦ୍ରଗଳ୍ପ #ଅତ୍ମୀୟତା
read more
About Nojoto | Team Nojoto | Contact Us
Creator Monetization | Creator Academy | Get Famous & Awards | Leaderboard
Terms & Conditions | Privacy Policy | Purchase & Payment Policy Guidelines | DMCA Policy | Directory | Bug Bounty Program
© NJT Network Private Limited