Nojoto: Largest Storytelling Platform

Best ଅତ୍ମୀୟତା Shayari, Status, Quotes, Stories

Find the Best ଅତ୍ମୀୟତା Shayari, Status, Quotes from top creators only on Nojoto App. Also find trending photos & videos about

  • 1 Followers
  • 3 Stories

Subhasish Pradhan

#ସମ୍ପର୍କ #ଅତ୍ମୀୟତା #ମାନସିକହତ୍ୟା #yqodia #munodia #Yqbhaina #odiawritings #pinta_quote

read more
ସମ୍ପର୍କ ଓ ଭଲପାଇବାର ଏକ ନିର୍ଦ୍ଧିଷ୍ଟ ଜାଗା ଅଛି ଜୀବନରେ।
ଏ ଦୁଇଟିରେ ଟିକିଏ ଉଣା ହେଲେ ରାଗ ଅଭିମାନ ଜନ୍ମ ନେବା ସ୍ୱାଭାବିକ।
କିନ୍ତୁ, ମନେରଖ....
ତୁମେ ଯଦି ଆବଶ୍ୟକତା ଠାରୁ ଅଧିକ କାହାକୁ ଭଲ ପାଇବ,
ତାକୁ ବେଶି ଗୁରୁତ୍ୱ ଦେବ,
ତାହେଲେ ବୁଝିନିଅ ତୁମର ମାନସିକ ହତ୍ୟା ପାଇଁ
ତୁମେ ଏକ ତୀକ୍ଷ୍ଣ ଛୁରୀକୁ ଷାଣ ଦେଉଛ। #ସମ୍ପର୍କ #ଅତ୍ମୀୟତା #ମାନସିକହତ୍ୟା #yqodia #munodia #yqbhaina #odiawritings #pinta_quote

Subhasish Pradhan

#ନିବିଡ଼ତା #ଅତ୍ମୀୟତା #munodia #Yqbhaina #yqodia #pinta_quote

read more
ନିବିଡ଼ତାରେ ଆତ୍ମୀୟତା ନଥାଏ
ଆତ୍ମୀୟତାରେ ନିବିଡ଼ତା ଥାଏ। #ନିବିଡ଼ତା #ଅତ୍ମୀୟତା #munodia  #yqbhaina #yqodia #pinta_quote

Subhasish Pradhan

ପପୁରେ ଚା ଗ୍ଲାସଟେ ଦେଲୁ। ପପୁ,,,, ଆଜ୍ଞା ଭାଇ, ଦେବ ଆସିନି କିରେ ଆଜି। ଭାଇ ପାଣି ଟିକେ ମିଳିବ?, ହଁ ଦଉଛି। ପପୁଭାଇ ସିଗାରେଟ ଦିଇଟା ଦେଲ। ଏଇ ଶୁଣୁଛୁ ନା ନାଇଁ, କଷାଗୁଆ ଆଣିଛୁ, ପାନ ଟା ଭଲ ଲାଗିଲାନି। ଏଇଟା ନିତିଦିନିଆ ଘଟଣା ତାର ସେ ଦୋକାନ ରେ। ସକାଳଠୁ ସଞ୍ଜ ଯାଏଁ ତାକୁ ଫୁରସତ ନଥାଏ ତା ଦୋକାନରୁ। ତାର ହସ ହସ ମୁହଁ ଆଉ କଥାକୁହା ଭଙ୍ଗୀ ଯେକୌଣସି ଲୋକକୁ ତାର ଗରାଖ କରିଦେଇପାରେ। #yqbaba #yqodia #Yqbhaina #OdiaKahani #munodia #ଚାଦୋକାନ #ଖୁଦ୍ରଗଳ୍ପ #ଅତ୍ମୀୟତା

read more
ଗଳ୍ପରେ,
ପାନ ଦୋକାନ ♠ ପପୁରେ ଚା ଗ୍ଲାସଟେ ଦେଲୁ।
ପପୁ,,,, ଆଜ୍ଞା ଭାଇ, ଦେବ ଆସିନି କିରେ ଆଜି।
ଭାଇ ପାଣି ଟିକେ ମିଳିବ?, ହଁ ଦଉଛି।
ପପୁଭାଇ ସିଗାରେଟ ଦିଇଟା ଦେଲ।
ଏଇ ଶୁଣୁଛୁ ନା ନାଇଁ, କଷାଗୁଆ ଆଣିଛୁ, ପାନ ଟା ଭଲ ଲାଗିଲାନି।
ଏଇଟା ନିତିଦିନିଆ ଘଟଣା ତାର ସେ ଦୋକାନ ରେ। ସକାଳଠୁ ସଞ୍ଜ ଯାଏଁ ତାକୁ ଫୁରସତ ନଥାଏ ତା ଦୋକାନରୁ।
ତାର ହସ ହସ ମୁହଁ ଆଉ କଥାକୁହା ଭଙ୍ଗୀ ଯେକୌଣସି ଲୋକକୁ ତାର ଗରାଖ କରିଦେଇପାରେ।


About Nojoto   |   Team Nojoto   |   Contact Us
Creator Monetization   |   Creator Academy   |  Get Famous & Awards   |   Leaderboard
Terms & Conditions  |  Privacy Policy   |  Purchase & Payment Policy   |  Guidelines   |  DMCA Policy   |  Directory   |  Bug Bounty Program
© NJT Network Private Limited

Follow us on social media:

For Best Experience, Download Nojoto

Home
Explore
Events
Notification
Profile