Find the Best ମୁଁ_ହଜି_ଯିବିନି_ତ Shayari, Status, Quotes from top creators only on Nojoto App. Also find trending photos & videos about
koushik lenka
{ ଅନୁଶୀର୍ଷକ ରେ ଆପଣଙ୍କ ଅପେକ୍ଷାରେ } ପଛକୁ ଫେରିଦେଖ ହେ! ଶାନ୍ତିର ସାଥି ଦେଖ ତୁମ ମଲା ଇତିହାସ ର ଉଇଖିଆ କଣା, ଚିରା, ଫଟା ରିକ୍ତ ରଣ ଭୂଇଁ ଟଳି ପଡ଼ିଛନ୍ତି ସବୁ ମହାରଥୀ।। ଆସ ଗାନ୍ଧୀ! ଆସ, ଆଉଥରେ ଆସ
ପଛକୁ ଫେରିଦେଖ ହେ! ଶାନ୍ତିର ସାଥି ଦେଖ ତୁମ ମଲା ଇତିହାସ ର ଉଇଖିଆ କଣା, ଚିରା, ଫଟା ରିକ୍ତ ରଣ ଭୂଇଁ ଟଳି ପଡ଼ିଛନ୍ତି ସବୁ ମହାରଥୀ।। ଆସ ଗାନ୍ଧୀ! ଆସ, ଆଉଥରେ ଆସ #yqodia #Yqbhaina #munodia #ଗାନ୍ଧୀଜୟନ୍ତୀ #ମୁଁ_ହଜି_ଯିବିନି_ତ #ଫେରିଆସ
read morekoushik lenka
ମୁଁ ସେଇ ହୃଦୟ କାନନେ ଅମିୟ ଭରା ପରଜାପତି, ତମେ ଝରିଯିବା ଆଗରୁ ସାଉଁଟିବି ତୁମଠୁ ମଧୁପୀରତି।। ତୁମ ସୁରଭି ମୋତେ କରେ ତନ୍ଦ୍ରାୟିତ, ଆଉ କିଏ ଦେଖିବା ଆଗୁ ମୁଁ ହୁଏ ତୁମ ପାଖୁଡ଼ାରେ ଲୁକ୍କାୟିତ।। ତମେ କେତକୀ ହୁଅ କି ଗଙ୍ଗଶିଉଳି, ମୁଁ ଆଜି ଉନ୍ମନା ଯାଅନା ତୁମେ ଝରି ଏଇ ମୋର ଅଳି।। ନୀରବି ଯାଏ ମୋ ନୀରବତା, ଫୁଲ ରୁ ଫଗୁଣ ଯାଏଁ ଯେତିକି ଦୂରତା।। ପ୍ରୀତି ମନ୍ଦାକିନୀ ସଲିଳେ ଶିହରାଇ ମୋ ତନୁ ମନ, ତମେ ମୋ କବି କୀର୍ତ୍ତି ର ଅଛିଡ଼ା ଭଗ୍ନାଂଶ ର ପୂର୍ଣ୍ଣ ଚିନ୍ତନ।। #କାହାଣୀ_ସେଦିନର #ମୁଁ_ହଜି_ଯିବିନି_ତ #ବିବାହବାର୍ଷିକୀ
#କାହାଣୀ_ସେଦିନର #ମୁଁ_ହଜି_ଯିବିନି_ତ #ବିବାହବାର୍ଷିକୀ
read more
About Nojoto | Team Nojoto | Contact Us
Creator Monetization | Creator Academy | Get Famous & Awards | Leaderboard
Terms & Conditions | Privacy Policy | Purchase & Payment Policy Guidelines | DMCA Policy | Directory | Bug Bounty Program
© NJT Network Private Limited