Nojoto: Largest Storytelling Platform

Best ଓଡ଼ିଆକବିତା Shayari, Status, Quotes, Stories

Find the Best ଓଡ଼ିଆକବିତା Shayari, Status, Quotes from top creators only on Nojoto App. Also find trending photos & videos about

  • 27 Followers
  • 60 Stories

smrity s k

#Tulips #କବିତା #sayari #ଓଡ଼ିଆକବିତା

read more
ଏ ମୋ ହୃଦୟ ତୋତେ ମୁଁ ପଚାରେ,
କହ ମୋତେ ଆଜି ତୁ ଭାବି ଥରେ,,
କଣ ମୁଁ ଚାହେଁ ଏଇ ଜୀବନରେ,
ଯାହା ଭାବି ଭାବି ମୁଁ ନିତି ମରେ,,,
ଭାବୁଛି ନିତି ମୁଁ କଥା ଯେ ହଜାରେ,
ପାଉନି ଉତ୍ତର ଯେତେ ବି ପଚାରେ,,
ଏ ମୋ ହୃଦୟ ତୋତେ ମୁଁ ପଚାରେ,
କହ ମୋତେ ଆଜି ତୁ ଭାବି ଥରେ,,।

©smrity s k #Tulips #କବିତା #sayari #ଓଡ଼ିଆକବିତା

KAIBALYA NAYAK

Udiba Shikhiba Kebe ଉଡ଼ିବା ଶିଖିବ କେବେ #ଓଡ଼ିଆକବିତା #motavitonal #odiapoetry

read more

KAIBALYA NAYAK

ମୁଁ ସୁପ୍ତ ଓଡ଼ିଆ କହୁଛି Mun Supta Odia Kahuchhi #କବିତା #ଓଡ଼ିଆକବିତା #ସୁପ୍ତଓଡ଼ିଆକହୁଛି #ରାଜାରାଣୀମନ୍ଦିର

read more

Tafizul Sambalpuri

#ଓଡ଼ିଆକବିତା

read more

Tafizul Sambalpuri

#ଓଡ଼ିଆକବିତା

read more

Diptiranjan Sahoo

#romance #ଓଡ଼ିଆକବିତା #odiasayari #odia #Diptiranjan #priyaratulana #bhanarepriya

read more

Tafizul Sambalpuri

#ଓଡ଼ିଆକବିତା

read more

Sonu Dixit

#Collab କରନ୍ତୁ ଏହି ସୁନ୍ଦର ଶୀର୍ଷକରେ ଲେଖନ୍ତୁ କିଛି ମନଛୁଆଁ କବିତା ଆଜି ସକାଳରେ। #ଓଡ଼ିଆକବିତା #ଓଡ଼ିଆ #ତାଣ୍ଡବ #Yqbhaina #yqodia #ପ୍ରାଚୀତଳଆଜିଗାଢ଼ #YourQuoteAndMine Collaborating with YourQuote Bhaina

read more
ତୁମ ଅନ୍ଧାର ଛାୟା ଅଗମନେ 
ଶଙ୍କର ଆଜି ମଜ୍ଜିତ ସତେ
ମୃତ୍ୟୁ-ତାଣ୍ଡବେ ତ୍ରିଭୁବନେ

🔱
 #collab କରନ୍ତୁ ଏହି ସୁନ୍ଦର ଶୀର୍ଷକରେ ଲେଖନ୍ତୁ କିଛି ମନଛୁଆଁ କବିତା ଆଜି ସକାଳରେ।

 #ଓଡ଼ିଆକବିତା #ଓଡ଼ିଆ #ତାଣ୍ଡବ #yqbhaina #yqodia #ପ୍ରାଚୀତଳଆଜିଗାଢ଼  #YourQuoteAndMine
Collaborating with YourQuote Bhaina

Sonu Dixit

___________________________________________________ ପାଖେ ତୁମେ ଜାଣିନି ଆଜି କାହିଁକି ନାହଁ ହେଲେ ଆଜି ତୁମେ ନାହଁ ଏହାହିଁ ସତ, ଯେଉଁ ଦିଗେ ଆଜି ମୁଁ ଯାଏ ଯେଉଁ ଦିଗ ଦେଖିବାକୁ ଚାହେଁ

read more
___________
||   ଶେଷଦେଖା   ||
-------------------



👇👇👇



 ___________________________________________________

ପାଖେ ତୁମେ ଜାଣିନି ଆଜି କାହିଁକି ନାହଁ
ହେଲେ ଆଜି ତୁମେ ନାହଁ
ଏହାହିଁ ସତ,

ଯେଉଁ ଦିଗେ ଆଜି ମୁଁ ଯାଏ
ଯେଉଁ ଦିଗ ଦେଖିବାକୁ ଚାହେଁ

Sonu Dixit

ଦୂରତା... #ଓଡ଼ିଆrapidfire #odiawritings #odiakavita #odiapoetry #Yqbhaina #yqodia #Odisha #ଓଡ଼ିଆକବିତା

read more
ଦୂରତା
~~~~~

କେବେ ରଚିତ ତ କେବେ ସ୍ୱତଃଜନ୍ମିତ,
କେବେ ଭୌତିକ ତ ଆଉ କେବେ ଶାବ୍ଦିକ...

କେବେ ଖୁବ ପାଖରେ ଥାଇବି 
ଲଙ୍ଘି ହୁଏନି ସେ କେଇ ପାହୁଣ୍ଡର ଦୂରତା...
ଟିକେ ଦୂରରେ ରହିବ, ବଡ଼-ବଇରୀ ସେ ଦୂରତା,
ମନ ଭିତରେ ସୃଷ୍ଟିକରେ ପ୍ରଶ୍ନବାଚୀ ଓ ଅନିଶ୍ଚିତତା...
 ଦୂରତା...
#ଓଡ଼ିଆrapidfire #odiawritings #odiakavita #odiapoetry #yqbhaina #yqodia #odisha #ଓଡ଼ିଆକବିତା
loader
Home
Explore
Events
Notification
Profile