Nojoto: Largest Storytelling Platform

Best ଓଡ଼ିଆସୁବିଚାର Shayari, Status, Quotes, Stories

Find the Best ଓଡ଼ିଆସୁବିଚାର Shayari, Status, Quotes from top creators only on Nojoto App. Also find trending photos & videos about

  • 3 Followers
  • 3 Stories

Kulamani Nial

Tag Your Love ଭେଟ୍ ପଡବାର୍ ନାଇଥାଇ ବେଳେ ଲଭ କାଇଜେ କଲୁ ମୋର୍ ଯାନ #funnuy #ଓଡ଼ିଆସୁବିଚାର #odiashayari #ଶାୟାରି

read more

Katha Pustakara

ଯଦି ଲୋକମାନେ ତୁମକୁ ‌କେବଳ ସେମାନଙ୍କ ସ୍ବାର୍ଥ ପାଇଁ ମନେ ପକାଉଛନ୍ତି ତ କିଛି ଖରାପ ଭାବନି ବରଂ ଗର୍ବ କର, କାରଣ ଲୋକମାନେ ମହମବତୀକୁ ସେତେବେଳେ ମନେ ପକେଇ ଥାନ୍ତି , ଯେତେବେଳେ ଅନ୍ଧକାର ଆସି ଯାଇଥାଏ । #ଓଡ଼ିଆ #candle #ଚିନ୍ତାଧାରା #ଓଡ଼ିଆସୁବିଚାର #ଓଡ଼ିଆକବିତା #ଓଡ଼ିଆଲେଖା #ଓଡ଼ିଆସାହିତ୍ୟ #ଓଡ଼ିଆ_କବିତା

read more
ଯଦି ଲୋକମାନେ
ତୁମକୁ ‌କେବଳ ସେମାନଙ୍କ ସ୍ବାର୍ଥ ପାଇଁ
ମନେ ପକାଉଛନ୍ତି ତ କିଛି ଖରାପ ଭାବନି
ବରଂ ଗର୍ବ କର,
କାରଣ
ଲୋକମାନେ ମହମବତୀକୁ ସେତେବେଳେ ମନେ ପକେଇ ଥାନ୍ତି ,
ଯେତେବେଳେ ଅନ୍ଧକାର ଆସି ଯାଇଥାଏ ।

©Debabrata Mishra ଯଦି ଲୋକମାନେ
ତୁମକୁ ‌କେବଳ ସେମାନଙ୍କ ସ୍ବାର୍ଥ ପାଇଁ
ମନେ ପକାଉଛନ୍ତି ତ କିଛି ଖରାପ ଭାବନି
ବରଂ ଗର୍ବ କର,
କାରଣ
ଲୋକମାନେ ମହମବତୀକୁ ସେତେବେଳେ ମନେ ପକେଇ ଥାନ୍ତି ,
ଯେତେବେଳେ ଅନ୍ଧକାର ଆସି ଯାଇଥାଏ । 
#ଓଡ଼ିଆ

Nojoto ଓଡ଼ିଆ

Good Morning Quotes in Odia ... #Quotes #nojotoodia #ଓଡ଼ିଆସୁବିଚାର

read more
ସକାଳର ଗୋଟିଏ ସକାରାତ୍ମକ ଚିନ୍ତା 
ସମୁଦାୟ ଦିନକୁ ଖୁସି ରେ ଭରି ଦିଏ |

'ଶୁଭ ସକାଳ' Good Morning Quotes in Odia ...
#Nojoto #Quotes #Nojotoodia  #ଓଡ଼ିଆସୁବିଚାର


About Nojoto   |   Team Nojoto   |   Contact Us
Creator Monetization   |   Creator Academy   |  Get Famous & Awards   |   Leaderboard
Terms & Conditions  |  Privacy Policy   |  Purchase & Payment Policy   |  Guidelines   |  DMCA Policy   |  Directory   |  Bug Bounty Program
© NJT Network Private Limited

Follow us on social media:

For Best Experience, Download Nojoto

Home
Explore
Events
Notification
Profile