Nojoto: Largest Storytelling Platform

Best ଓଡ଼ିଆଲେଖା Shayari, Status, Quotes, Stories

Find the Best ଓଡ଼ିଆଲେଖା Shayari, Status, Quotes from top creators only on Nojoto App. Also find trending photos & videos about

  • 10 Followers
  • 12 Stories

Debasmita

#ଓଡ଼ିଆଲେଖା #ମୁଁଓଡ଼ିଆ #Quotes

read more
ମୁଁ ଲେଖିବି ତ କଣ ଲେଖିବି,
କେବେ ହସ ଲେଖିବି କେବେ ଲୁହ ..
କେବେ ଅକୁହା କଥାକୁ କାଗଜ ଫର୍ଦ୍ଦରେ ସାଇତିଵି , 
ତ କେବେ ମନ ଆକାଶରେ ତରଙ୍ଗାୟିତ ମେଞ୍ଚା ମେଞ୍ଚା ଶବ୍ଦ କୁ ସଜେଇବି ।
କେବେ ଭଗ୍ନ ହୃଦୟର ଭାଷା ଲେଖିବି ତ କେବେ କୋମଳ ହୃଦୟର ଆକାଂକ୍ଷା..
ମୁଁ ଲେଖିବି ତ କଣ ଲେଖିବି..

©Debasmita #ଓଡ଼ିଆଲେଖା #ମୁଁଓଡ଼ିଆ

Baisakhi Mohanty

Hath mera tham lo... ତୁମ ସହ!! #you_and_me #TogetherUs #ଓଡ଼ିଆଲେଖା #କବିତା

read more
ହାତ ମୋର ଧରିନିଅ ଶେଷ ଶ୍ୱାସ ଯାଏଁ।
ସାଥେ ମୋର ଚାଲୁଥାଅ ପଥଅନ୍ତ ଯାଏଁ।। 
ସବୁକିଛି ତୁମ ବିନା ଲାଗେ ଯେ ଶ୍ରୀହୀନ।
ତୁମ ଠାରେ ବସେ ଛୋଟ ମୋ ଜୀବନ।।
ପାଦ ଆଜି ଖୋଜି ବୁଲେ ପାଦକୁ ତୁମର।
ହାତ ଧରି ପାରିଯିବି ସାତ ସମୁଦର।।
ଢେ଼ଉ ପରି ଛୁଇଁଯାଇ ପୁଣି ଚାଲିଯାଅ।
ପାଖରେ ଥାଇ ବି ଦୂରେ ଦୂରେ ରୁହ।।
ଛାଡ଼ିବନି ହାତ ମୋର ସାଥେ ଚାଲୁଥିବ।
ଛାଇ ପରି ନୁହେଁ!!
ଆତ୍ମା ପରି ଅନ୍ଧାରେ ବି, ସଙ୍ଗ ନ ଛାଡ଼ିବ।।

©Baisakhi Mohanty Hath mera tham lo...
ତୁମ ସହ!!
#you_and_me #TogetherUs 
#ଓଡ଼ିଆଲେଖା

Puspanjali Rout

ଘଟଣା #ଓଡ଼ିଆଲେଖା #ମନରଭାବନା #nojota #puspanjali #Journey

read more

Katha Pustakara

ଯଦି ଲୋକମାନେ ତୁମକୁ ‌କେବଳ ସେମାନଙ୍କ ସ୍ବାର୍ଥ ପାଇଁ ମନେ ପକାଉଛନ୍ତି ତ କିଛି ଖରାପ ଭାବନି ବରଂ ଗର୍ବ କର, କାରଣ ଲୋକମାନେ ମହମବତୀକୁ ସେତେବେଳେ ମନେ ପକେଇ ଥାନ୍ତି , ଯେତେବେଳେ ଅନ୍ଧକାର ଆସି ଯାଇଥାଏ । #ଓଡ଼ିଆ #candle #ଚିନ୍ତାଧାରା #ଓଡ଼ିଆସୁବିଚାର #ଓଡ଼ିଆକବିତା #ଓଡ଼ିଆଲେଖା #ଓଡ଼ିଆସାହିତ୍ୟ #ଓଡ଼ିଆ_କବିତା

read more
ଯଦି ଲୋକମାନେ
ତୁମକୁ ‌କେବଳ ସେମାନଙ୍କ ସ୍ବାର୍ଥ ପାଇଁ
ମନେ ପକାଉଛନ୍ତି ତ କିଛି ଖରାପ ଭାବନି
ବରଂ ଗର୍ବ କର,
କାରଣ
ଲୋକମାନେ ମହମବତୀକୁ ସେତେବେଳେ ମନେ ପକେଇ ଥାନ୍ତି ,
ଯେତେବେଳେ ଅନ୍ଧକାର ଆସି ଯାଇଥାଏ ।

©Debabrata Mishra ଯଦି ଲୋକମାନେ
ତୁମକୁ ‌କେବଳ ସେମାନଙ୍କ ସ୍ବାର୍ଥ ପାଇଁ
ମନେ ପକାଉଛନ୍ତି ତ କିଛି ଖରାପ ଭାବନି
ବରଂ ଗର୍ବ କର,
କାରଣ
ଲୋକମାନେ ମହମବତୀକୁ ସେତେବେଳେ ମନେ ପକେଇ ଥାନ୍ତି ,
ଯେତେବେଳେ ଅନ୍ଧକାର ଆସି ଯାଇଥାଏ । 
#ଓଡ଼ିଆ

Katha Pustakara

ଯଦି କୌଣସି ପରିସ୍ଥିତି ପାଇଁ ତୁମ ପାଖେ ସଠିକ୍ ଶବ୍ଦ ନାହିଁ, ତେବେ ସେ ପରିସ୍ଥିତିରେ ଏକ ସ୍ମିତହାସ୍ୟ ହିଁ ଯଥେଷ୍ଟ । ଭୂଲ୍ ଶବ୍ଦ ପରିସ୍ଥିତି କୁ ଖରାପ କରିପାରେ, କିନ୍ତୁ ହସ ସବୁବେଳେ କାମ କରେ । #ଓଡ଼ିଆ #ଓଡ଼ିଆକବିତା #ଚିନ୍ତାଧାରା #ଜୀବନ #ଓଡ଼ିଆଲେଖା #ଓଡ଼ିଆNojoto

read more
ଯଦି କୌଣସି ପରିସ୍ଥିତି ପାଇଁ
ତୁମ ପାଖେ ସଠିକ୍ ଶବ୍ଦ ନାହିଁ,
ତେବେ ସେ ପରିସ୍ଥିତିରେ
ଏକ ସ୍ମିତହାସ୍ୟ ହିଁ ଯଥେଷ୍ଟ ।
ଭୂଲ୍ ଶବ୍ଦ ପରିସ୍ଥିତି କୁ ଖରାପ କରିପାରେ,
କିନ୍ତୁ ହସ ସବୁବେଳେ କାମ କରେ ।

©Debabrata Mishra ଯଦି କୌଣସି ପରିସ୍ଥିତି ପାଇଁ
ତୁମ ପାଖେ ସଠିକ୍ ଶବ୍ଦ ନାହିଁ,
ତେବେ ସେ ପରିସ୍ଥିତିରେ
ଏକ ସ୍ମିତହାସ୍ୟ ହିଁ ଯଥେଷ୍ଟ ।
ଭୂଲ୍ ଶବ୍ଦ ପରିସ୍ଥିତି କୁ ଖରାପ କରିପାରେ,
କିନ୍ତୁ ହସ ସବୁବେଳେ କାମ କରେ ।
#ଓଡ଼ିଆ 
#ଓଡ଼ିଆକବିତା

प्रमोद कुमार आर्य

#ଓଡ଼ିଆଲେଖା

read more
ପ୍ରେମ ହେଉଛି ସତ୍ୟ,ସୁନ୍ଦର ,ଶାଶ୍ୱତ ,ପବିତ୍ର ଏବଂ ଚିରନ୍ତନ ।
ପ୍ରେମ ବା ଭଲପାଇବା କେବେ ବଦଳେ ନାହିଁ।କେବଳ ବଦଳିଯାଏ ପରିସ୍ଥିତି ,ପରିବେଶ ଆଉ ସମୟ ।
ପରିସ୍ଥିତି ଆଉ ପରିବେଶ କୁ ଖାପଖୁଆଇ ଚାଲିବାକୁ ଯାଇ ସମୟ ସ୍ରୋତ ରେ
ମଣିଷ ବି ବଦଳିଯାଏ ।
କିନ୍ତୁ
ତାର ଭଲପାଇବା ସେମିତିଥାଏ ..
ପବିତ୍ର ,ସତ୍ୟ,ସୁନ୍ଦର ,ଶାଶ୍ୱତ ଏବଂ ଚିରନ୍ତନ ।

©प्रमोद कुमार आर्य #ଓଡ଼ିଆଲେଖା

Avijit Panda

#ଓଡ଼ିଆ #ଓଡ଼ିଆଲେଖା #WorldAsteroidDay

read more
ଏତେ ବି କାହିଁ କି ତୁ
ମନେ ପଡୁ

©Avijit  Panda #ଓଡ଼ିଆ #ଓଡ଼ିଆଲେଖା 
#WorldAsteroidDay

SaRaN

#ଲୋକବାଣୀ #ଓଡ଼ିଆ #ଓଡ଼ିଆକବିତା #ଓଡ଼ିଆଲେଖା #ଓଡ଼ିଆNojoto #Comedy

read more

💞Tapaswini 💞

#Love #Like #Comment #follow #odia #ଓଡ଼ିଆଲେଖା #ଚାହାଣି#କାହାଣୀ #MainAgarKahu #Talk

read more

💞Tapaswini 💞

#Love#Like#Comment #follow #ଓଡ଼ିଆଲେଖା #ଚାହାଣି #କାହାଣୀ#❤️❤️❤️ #Dreams

read more
loader
Home
Explore
Events
Notification
Profile