Nojoto: Largest Storytelling Platform

Best ଓଡ଼ିଆସାହିତ୍ୟ Shayari, Status, Quotes, Stories

Find the Best ଓଡ଼ିଆସାହିତ୍ୟ Shayari, Status, Quotes from top creators only on Nojoto App. Also find trending photos & videos about

  • 6 Followers
  • 6 Stories

k. Mishra

#Yqbhaina #yqodia #yqodiapoetry #yqodiapoetry #ଓଡ଼ିଆସାହିତ୍ୟ

read more
Dairy Ra sayari..
    
ଏବଂ  ଠିକ୍ ସେଇପରି, 

ଶିଳ୍ପୀ ର ତୁଳିରେ ,

    ନୁହେଁ ,ଶାବଳ ରେ ଅଙ୍କା..

ହୁଏ, ଆଜିର  ଅଲେଖ୍ୟ

ଆଜି ପୁଣି ପାଞ୍ଚ ମିନିଟ ,ନିରବ ପ୍ରାର୍ଥାନା, ମୃତ 
    
ପ୍ରଣୟ ର ମୋକ୍ଷ ପାଇଁ ।।।

ଆଜି ତେଣୁ ଇଶ୍ଵର ଙ୍କୁ , ଅଳି

        ସେଇ ସ୍ବର୍ଗତ ସଞ୍ଜ ର ସଦ୍ ଗତି  ସକାଶେ।।
        #yqbhaina #yqodia #yqodiapoetry #yqodiapoetry #ଓଡ଼ିଆସାହିତ୍ୟ

Rk Rakesh Kumar

ସାହିତ୍ୟ ଏମିତି ଗୋଟେ ଶବ୍ଦ ଯାହା ସାଙ୍ଗରେ ପ୍ରତି ଓଡ଼ିଆ କୋଉଠି ନା କୋଉଠି ଜଡ଼ିତ। ସେ ସ୍କୁଲ ରେ ପ୍ରଥମ ଭାଷା ହଉ ଅବା କଲେଜ ରେ ଦ୍ୱିତୀୟ ଭାଷା ହଉ। ଆଉ ନ ହେଲେ ସାହିତ୍ୟ କୁ ନିଜର ପେଶା କରିକି ବି ହଉ। କିନ୍ତୁ ବେଳେବେଳେ ମୁଁ ଭାବେ ସାହିତ୍ୟ ଶବ୍ଦଟି ପୁଲିଙ୍ଗ ନା ସ୍ତ୍ରୀଲିଙ୍ଗ? କଣ ସତରେ ଏହି ଶବ୍ଦ କୁ ପ୍ରକୃତରେ କିଏ ବୁଝି ପାରିଛି? ପିଲା ଦିନେ ଶୁଣି ଥିଲି ସାହିତ୍ୟ ସ୍ତ୍ରୀଲିଙ୍ଗ ବୋଲି।ତା ଛଡ଼ା ସାହିତ୍ୟ ଆଣ୍ଟିଙ୍କ ଠାରୁ ପଢ଼ି ପଢ଼ି ମନରେ ସେମିତି ଗୋଟେ ଧାରଣା ବି ହେଇ ଯାଇଥିଲା। ସ୍କୁଲ ରେ ବହୁତ ଡରୁ ଥିଲି ସାହିତ୍ୟ କୁ। ଉପର ଶ୍ରେଣୀ ର ଭାଇ ଆଉ ଦିଦି ମାନେ କହୁଥିଲେ ସାହିତ୍ୟ କୁଆଡ଼େ ବହୁତ କଷ୍ #odiawritings #yqodia #ଓଡ଼ିଆସାହିତ୍ୟ #Yqbhaina #muodia

read more
ସାହିତ୍ୟ
ପୁଲିଙ୍ଗ ନା ସ୍ତ୍ରୀଲିଙ୍ଗ
(ଅନୁଶୀର୍ଷକ ରେ ପଢ଼ନ୍ତୁ) ସାହିତ୍ୟ
ଏମିତି ଗୋଟେ ଶବ୍ଦ ଯାହା ସାଙ୍ଗରେ ପ୍ରତି ଓଡ଼ିଆ କୋଉଠି ନା କୋଉଠି ଜଡ଼ିତ। ସେ ସ୍କୁଲ ରେ ପ୍ରଥମ ଭାଷା ହଉ ଅବା କଲେଜ ରେ ଦ୍ୱିତୀୟ ଭାଷା ହଉ। ଆଉ ନ ହେଲେ ସାହିତ୍ୟ କୁ ନିଜର ପେଶା କରିକି ବି ହଉ। କିନ୍ତୁ ବେଳେବେଳେ ମୁଁ ଭାବେ ସାହିତ୍ୟ ଶବ୍ଦଟି ପୁଲିଙ୍ଗ ନା ସ୍ତ୍ରୀଲିଙ୍ଗ? କଣ ସତରେ ଏହି ଶବ୍ଦ କୁ ପ୍ରକୃତରେ କିଏ ବୁଝି ପାରିଛି?
ପିଲା ଦିନେ ଶୁଣି ଥିଲି ସାହିତ୍ୟ ସ୍ତ୍ରୀଲିଙ୍ଗ ବୋଲି।ତା ଛଡ଼ା ସାହିତ୍ୟ ଆଣ୍ଟିଙ୍କ ଠାରୁ ପଢ଼ି ପଢ଼ି ମନରେ ସେମିତି ଗୋଟେ ଧାରଣା ବି ହେଇ ଯାଇଥିଲା।
ସ୍କୁଲ ରେ ବହୁତ ଡରୁ ଥିଲି ସାହିତ୍ୟ କୁ। ଉପର ଶ୍ରେଣୀ ର ଭାଇ ଆଉ ଦିଦି ମାନେ କହୁଥିଲେ ସାହିତ୍ୟ କୁଆଡ଼େ ବହୁତ କଷ୍

Subhasish Pradhan

ବିନାୟକ ମିଶ୍ରଙ୍କ ପୁଣ୍ୟ ଜନ୍ମତିଥିରେ 🙏 ( ୨ ସେପ୍ଟେମ୍ବର ୧୮୯୪ - ୨୬ ଜୁଲାଇ, ୧୯୭୧ ) ଶରଣକୁଳ ନିକଟସ୍ଥ ନରସିଂହପୁର ଠାରେ ପଣ୍ଡିତ ବିନାୟକ ମିଶ୍ରଙ୍କ ଜନ୍ମ। ତାଙ୍କ ପିତା ହେଉଛନ୍ତି କୃଷ୍ଣଚନ୍ଦ୍ର ମିଶ୍ର । ପନ୍ଦର ବର୍ଷ ବୟସରେ ମାଇନର୍ ପାସ୍ କରି କଟକର ସେ କାଳର ଶିକ୍ଷକ ଟ୍ରେନିଂ ( ପ୍ରଶିକ୍ଷଣ ) ନେଉଥିବା ବେଳେ ନିକଟସ୍ଥ ଲଣ୍ଡା ଦେଉଳଠାରେ ରହଣି କରନ୍ତି। କଟକ କଲେଜରେ ପଢୁଥିବା ରତ୍ନାକର ପତିଙ୍କ ସହ ପରିଚୟ ହୁଏ ( ରତ୍ନାକର ପତି ଜଣେ ଉଚ୍ଚକୋଟୀର ଶିକ୍ଷାବିତ୍ ତଥା ରେଭେନ୍ସାର ଦର୍ଶନ ବିଭାଗରେ ପ୍ରଫେସର ଥିଲେ। ତାଙ୍କ ସଂସ୍କାରଧର୍ମିତା ପାଇଁ ତାଙ୍କର ଲେଖାଗୁଡିକ ଆଦରଣୀୟ ଥିଲା। ) । ମନୋବିଜ୍ଞାନ ବି #yqodia #ଓଡ଼ିଆସାହିତ୍ୟ #Yqbhaina #munodia #ପଣ୍ଡିତବିନାୟକମିଶ୍ର #ଜନ୍ମବାର୍ଷିକ

read more
                   ବିନାୟକ ମିଶ୍ରଙ୍କ ପୁଣ୍ୟ ଜନ୍ମତିଥିରେ 🙏
( ୨ ସେପ୍ଟେମ୍ବର ୧୮୯୪ - ୨୬ ଜୁଲାଇ, ୧୯୭୧ )

ଶରଣକୁଳ ନିକଟସ୍ଥ ନରସିଂହପୁର ଠାରେ ପଣ୍ଡିତ ବିନାୟକ ମିଶ୍ରଙ୍କ ଜନ୍ମ। ତାଙ୍କ ପିତା ହେଉଛନ୍ତି କୃଷ୍ଣଚନ୍ଦ୍ର ମିଶ୍ର ।  ପନ୍ଦର ବର୍ଷ ବୟସରେ ମାଇନର୍ ପାସ୍ କରି କଟକର ସେ କାଳର ଶିକ୍ଷକ ଟ୍ରେନିଂ ( ପ୍ରଶିକ୍ଷଣ ) ନେଉଥିବା ବେଳେ ନିକଟସ୍ଥ ଲଣ୍ଡା ଦେଉଳଠାରେ ରହଣି କରନ୍ତି। କଟକ କଲେଜରେ ପଢୁଥିବା ରତ୍ନାକର ପତିଙ୍କ ସହ ପରିଚୟ ହୁଏ ( ରତ୍ନାକର ପତି ଜଣେ ଉଚ୍ଚକୋଟୀର ଶିକ୍ଷାବିତ୍ ତଥା ରେଭେନ୍ସାର ଦର୍ଶନ ବିଭାଗରେ ପ୍ରଫେସର ଥିଲେ। ତାଙ୍କ ସଂସ୍କାରଧର୍ମିତା ପାଇଁ ତାଙ୍କର ଲେଖାଗୁଡିକ ଆଦରଣୀୟ ଥିଲା। ) । ମନୋବିଜ୍ଞାନ ବି

Jyotshna Rani Sahoo

ଦେଖିଥିଲା ବହ୍ନି ପ୍ରଥମ କରି ସେ ଏନ୍ତୁଡ଼ି ଶାଳରେ ନଅ ମାସ ଆଲୋକଠୁ ଦୂରେ ରହିବା ପରେ ସେ ଉଷ୍ମତା ଠୁ ବେଶୀ ଥିଲା ମାଆର ଦେହେ ହେଲେ ଟିକି ଟିକି ଆଖି ମିଞ୍ଜି ମିଞ୍ଜି କରି ଠିକ୍ ସେ ଅଗ୍ନିଶିଖା କୁ ଚାହୁଁଥାଏ। ପୁଣି ଆସିଥିଲା ବାହା ବେଦୀ ମୂଳେ ବାନ୍ଧି ଥିଲା ସାତ ଜନ୍ମର ବନ୍ଧନ ଭାବିଥିଲା ବହ୍ନି ମୁକ ସାକ୍ଷୀ ଜୀବନର #odiawritings #ଓଡ଼ିଆସାହିତ୍ୟ #Yqbhaina #ଓଡ଼ିଆ_କବିତା #ମୁଁଓଡ଼ିଆ #ନିଆଁ #yaodia #yqodiapoetry

read more
ଦେଖିଥିଲା ବହ୍ନି ପ୍ରଥମ କରି ସେ ଏନ୍ତୁଡ଼ି ଶାଳରେ
ନଅ ମାସ ଆଲୋକଠୁ ଦୂରେ ରହିବା ପରେ
ସେ ଉଷ୍ମତା ଠୁ ବେଶୀ ଥିଲା ମାଆର ଦେହେ
ହେଲେ ଟିକି ଟିକି ଆଖି ମିଞ୍ଜି ମିଞ୍ଜି କରି
ଠିକ୍ ସେ ଅଗ୍ନିଶିଖା କୁ ଚାହୁଁଥାଏ।
ପୁଣି ଆସିଥିଲା ବାହା ବେଦୀ ମୂଳେ
ବାନ୍ଧି ଥିଲା ସାତ ଜନ୍ମର ବନ୍ଧନ
ଭାବିଥିଲା ବହ୍ନି ମୁକ ସାକ୍ଷୀ ଜୀବନର
ଆସିଥିଲା ଦିନ ଯେବେ ହେଇଥିଲା ହନ୍ତସନ୍ତ
ଜୀବନରେ ସେ ପାଇଥିଲା ଆଘାତ
ଭୁଲି ଯାଇଥିଲା ମାଆ ର ମମତା
ପଶିଥିଲା ସେ ଅଗ୍ନିର ଶରଣ
ଆଉ କୋଳେଇ ଦେଇଥିଲା ସେ ବି ଦେଇ ତା ଉଷ୍ମତା
ସେ ଥିଲା ତାର ଶେଷ ସମ୍ପର୍କ ଦୁନିଆ ସାଙ୍ଗେ
ହେଇଥିଲା ବିଚ୍ଛିନ୍ନ ଆତ୍ମା ଶରୀର ସାଙ୍ଗେ
ଗଢ଼ା ପରା ପଞ୍ଚଭୂତ ରେ ମଣିଷ
ଆଉ ପଞ୍ଚଭୂତରେ ମିଶି ତା ଜୀବନ ହେଇଛି ଶେଷ
 ଦେଖିଥିଲା ବହ୍ନି ପ୍ରଥମ କରି ସେ ଏନ୍ତୁଡ଼ି ଶାଳରେ
ନଅ ମାସ ଆଲୋକଠୁ ଦୂରେ ରହିବା ପରେ
ସେ ଉଷ୍ମତା ଠୁ ବେଶୀ ଥିଲା ମାଆର ଦେହେ
ହେଲେ ଟିକି ଟିକି ଆଖି ମିଞ୍ଜି ମିଞ୍ଜି କରି
ଠିକ୍ ସେ ଅଗ୍ନିଶିଖା କୁ ଚାହୁଁଥାଏ।
ପୁଣି ଆସିଥିଲା ବାହା ବେଦୀ ମୂଳେ
ବାନ୍ଧି ଥିଲା ସାତ ଜନ୍ମର ବନ୍ଧନ
ଭାବିଥିଲା ବହ୍ନି ମୁକ ସାକ୍ଷୀ ଜୀବନର

Katha Pustakara

ଯଦି ଲୋକମାନେ ତୁମକୁ ‌କେବଳ ସେମାନଙ୍କ ସ୍ବାର୍ଥ ପାଇଁ ମନେ ପକାଉଛନ୍ତି ତ କିଛି ଖରାପ ଭାବନି ବରଂ ଗର୍ବ କର, କାରଣ ଲୋକମାନେ ମହମବତୀକୁ ସେତେବେଳେ ମନେ ପକେଇ ଥାନ୍ତି , ଯେତେବେଳେ ଅନ୍ଧକାର ଆସି ଯାଇଥାଏ । #ଓଡ଼ିଆ #candle #ଚିନ୍ତାଧାରା #ଓଡ଼ିଆସୁବିଚାର #ଓଡ଼ିଆକବିତା #ଓଡ଼ିଆଲେଖା #ଓଡ଼ିଆସାହିତ୍ୟ #ଓଡ଼ିଆ_କବିତା

read more
ଯଦି ଲୋକମାନେ
ତୁମକୁ ‌କେବଳ ସେମାନଙ୍କ ସ୍ବାର୍ଥ ପାଇଁ
ମନେ ପକାଉଛନ୍ତି ତ କିଛି ଖରାପ ଭାବନି
ବରଂ ଗର୍ବ କର,
କାରଣ
ଲୋକମାନେ ମହମବତୀକୁ ସେତେବେଳେ ମନେ ପକେଇ ଥାନ୍ତି ,
ଯେତେବେଳେ ଅନ୍ଧକାର ଆସି ଯାଇଥାଏ ।

©Debabrata Mishra ଯଦି ଲୋକମାନେ
ତୁମକୁ ‌କେବଳ ସେମାନଙ୍କ ସ୍ବାର୍ଥ ପାଇଁ
ମନେ ପକାଉଛନ୍ତି ତ କିଛି ଖରାପ ଭାବନି
ବରଂ ଗର୍ବ କର,
କାରଣ
ଲୋକମାନେ ମହମବତୀକୁ ସେତେବେଳେ ମନେ ପକେଇ ଥାନ୍ତି ,
ଯେତେବେଳେ ଅନ୍ଧକାର ଆସି ଯାଇଥାଏ । 
#ଓଡ଼ିଆ

Hemanta kumar das

#ମୋପ୍ରିୟାରଗାଁ#ଓଡ଼ିଆକବିତା#ଗାଁଅନୁଭୂତି#ପ୍ରଥମପ୍ରେମ#ଓଡ଼ିଆସାହିତ୍ୟ#ଗାଁବିଶେଷ #poem

read more


About Nojoto   |   Team Nojoto   |   Contact Us
Creator Monetization   |   Creator Academy   |  Get Famous & Awards   |   Leaderboard
Terms & Conditions  |  Privacy Policy   |  Purchase & Payment Policy   |  Guidelines   |  DMCA Policy   |  Directory   |  Bug Bounty Program
© NJT Network Private Limited

Follow us on social media:

For Best Experience, Download Nojoto

Home
Explore
Events
Notification
Profile