Nojoto: Largest Storytelling Platform

Best ମଣିଷ Shayari, Status, Quotes, Stories

Find the Best ମଣିଷ Shayari, Status, Quotes from top creators only on Nojoto App. Also find trending photos & videos aboutମଣିଷ, ମଣିଷ ଶରୀର, ମଣିଷର ମନ, ମାଟିର ମଣିଷ,

  • 6 Followers
  • 14 Stories

Adyasha Priyadarshini D

#boostthyself #yqbaba #yqdidi #yourquote #Yqbhaina #yqodia #munodia #yopowrimo #poem poetry #tpmd #ମଣିଷ ମଣିଷ... ନୀଳ ଆକାଶ ତଳର ନୀଳ ସାଗର ବୁକୁରେ ତରୀ ଟିଏ ପରି

read more
...ମଣିଷ...

ନୀଳ ଆକାଶ ତଳର ନୀଳ ସାଗର ବୁକୁରେ
ତରୀ ଟିଏ ପରି 
ଭାସି ଚାଲିଛି ଏ ମଣିଷ ଜୀବନ ଯମୁନା ରେ
ଖୋଜି ବୁଲୁଛି  ଜୀବନର ଅସ୍ଥିତ୍ଵ |
ପ୍ରଶ୍ନବାଚୀ ହୋଇ ଯାଇଛି ତା'ର ମନ,
ଖୋଜୁଛି ଜବାବ୍ ଅନେକ ଅସରନ୍ତି ପ୍ରଶ୍ନର |
ଅନ୍ତରାତ୍ମା ତାର କାନ୍ଦି କହୁଛି
ସତେକି ଏ ଦୁନିଆ ରେ ରହି ଯାଇଛି ଖାଲି 
ଛନ୍ଦ, କପଟ, ଛଳନା ଈତ୍ୟାଦି |
ଏ ସମାଜ ପାଲଟିଛି ଆଜି ମାୟା ନଗରୀ,
ଆଉ ମଣିଷ ,
ମାୟାପୁରୀ ର ମେଣ୍ଢା ସାଜିଛି |
ଜଣେ ଏଠି ସଜାଉଛି ଆଉ ଜଣଙ୍କୁ ଉତ୍ତରଦାୟୀ,
ଚାରିଆଡେ ଜଳୁଛି ପ୍ରଳୟ ର ବହ୍ନି,
ଘୋଟି ଆସୁଛି ଘୋର୍ ଅନ୍ଧକାର |
ସତେ କ'ଣ ଏ ଅନ୍ଧାର ପାଇଁ ଆଲୋକ ନାହିଁ ?
ହେ କର୍ତା, ହେ ସ୍ରଷ୍ଟା,
ତୁମେ ହିଁ ସୃଷ୍ଟି କରିଛ ରୂପ ଏ ଦୁନିଆ ର,
ତୁମେ ହିଁ ଏବେ  ଦେଖାଅ ଆଲୋକର ପଥ ,
ବାନ୍ଧିଦିଅ ସଭିଙ୍କୁ ତୁମରି ଡୋର ରେ,
ଏତିକି ହିଁ ମାଗୁଣି,
ଅନୁଭବ କରାଅ ତୁମ ସ୍ପର୍ଶ,
ଆତୁର ଏ ମଣିଷ କୁ ||
                                                               
                                                           #BoostThyself #yqbaba #YQdidi #yourquote #YQBhaina #YQOdia #MunOdia #YoPoWriMo #Poem #poetry #tpmd #ମଣିଷ 



ମଣିଷ...

ନୀଳ ଆକାଶ ତଳର ନୀଳ ସାଗର ବୁକୁରେ
ତରୀ ଟିଏ ପରି

Diptimayee Nayak

#ପ୍ରେମ #ପ୍ରେମବିରହ #ସ୍ୱାର୍ଥପର #ମଣିଷ #odiawritings #odianojoto #odiakavita

read more

Diptimayee Nayak

#କଷ୍ଟ #ମଣିଷ #ଦୁଃଖ #odiawritings #odianojoto #odiakavita

read more

Tafizul Sambalpuri

#ମଣିଷ

read more
ଶବ କାନ୍ଧରେ ଜୀଅନ୍ତା ମଣିଷ

ଶୀର୍ଷକ ଟା ଅଡ଼ୁଆ ଲାଗିପାରେ
ୟେ ତ ସମ୍ପର୍କ କେଉଁ କାଳର
ଦେଖୁନା ମୃତ୍ୟୁ ଯେଉଁଠି
ମଣିଷଙ୍କ ଭିଡ଼ ଲାଗିଛି ସେଇଠି
ବିଶ୍ୱାସ ହେଉନି, ଥରେ
ତୀକ୍ଷ୍ଣ ଦୃଷ୍ଟି ନିକ୍ଷେପ କର ମଣିଷ ଉପରେ
ଆପେ ବୁଝି ପାରିବ ସବୁ ସତ୍ୟତା କୁ
ଚାଲ ବୁଲି ଯିବା ଶ୍ମଶାନ କୁ
ମଣିଷ ମୃତ୍ୟୁ ର କାରଣ ଅନୁସନ୍ଧାନ କରିବା
କୌଣସି ରୋଗ ଯୋଗୁଁ ହିଁ ମୃତ୍ୟୁ ହୋଇଛି
କଣ ଏହା ହିଁ ପ୍ରକୃତ ସତ 
ଏଥର ଆଉ ଶବର ନୁହେଁ
ଘଟଣାର ବ୍ୟବଚ୍ଛେଦ କରିବା ଚାଲନ୍ତୁ
ଭେଜାଲ ଖାଦ୍ୟ, ମାଦକ ଦ୍ରବ୍ୟ
ଲୁଚି ରହିଛି ମୃତ୍ୟୁ କାରଣ ପଛରେ
ଏବେ ଏବ ଆଉ ଏକ ସତ୍ୟତା
ଆତ୍ମପ୍ରକାଶ କରିଛି ଅତ୍ୟଧିକ ଲୋଭର
ବିକୃତ ମାନସିକତା ର 
ନିଖୋଜ ଥିବା ମାନବିକତା ର
ତଥାପି ବୁଝି ପାରୁନ ହେଉ
ଫେରିଚାଲ ଜୀଅନ୍ତା ମଣିଷ ଙ୍କ ଭିଡ଼ କୁ
ଏଠି ଲାଗଛି ଭେଜାଲ ସମ୍ପର୍କ ର ଭିଡ଼
ଅସରନ୍ତି ଦୁଃଖ କୋହ ଯାତନା ନିର୍ଯାତନା
ସବୁ ଅଛି ଏଠି ମଣିଷ ନିକଟରେ
ଓଠରେ ଚେନାଏ ହସ ପାଇଁ
ସତେ ଅବା ମହାସଂଗ୍ରାମ ଢଚାଲିଛି
ଅନୁଭବ ହେଉଛି ସତେ ଯେମିତି
ଶବ କାନ୍ଧରେ ଜୀଅନ୍ତା ମଣିଷ
ଏଣେ ତେଣେ ସବୁଆଡେ ଘୁରି ବୁଲୁଛି ।द

©Tafizul Sambalpuri #ମଣିଷ

Follow us on social media:

For Best Experience, Download Nojoto

Home
Explore
Events
Notification
Profile