Find the Best Koshli Shayari, Status, Quotes from top creators only on Nojoto App. Also find trending photos & videos about hindi kavita kosh on love, kos i thartuar, kosh meaning in english, shayari kavita kosh, kosali cattle breed found in,
Soumya Ranjan Mishra
ଭାଗ୍ ଭାଗ୍ ରେ ଗରମ୍... ତତେ କାଏଁ ନାଇଁ ଲାଗୁଛେ ସରମ୍! ଗୁଲ୍ ଗୁଲେଇ ଦେଉଛୁ ଢାଲି ଦିହେ ଯେତେ ଗହଦ୍ କଲ୍ ବଲେଇ ଯାଉଛେ ଜୀବନ୍ ନଂଗଲା ମାଏଝୀ-ମରଦ୍ ଛଟ୍ ପଟେଇ ଖରାର୍ ଖନେ ପିଠ୍ କେ ରଗଡ଼ି ହେଇ ଭନ୍ ଭନେଇ ଯାଉଛେ ଦିହି ଘୂମୁରୀର୍ ଶିକାର୍ ହେଇ ଘାଏକେ ଛନ୍ କେ ପବନର୍ ଫାନ୍ଦେ ଝାଉ ଆଉଛେ ଧାଇଁ ଡବ୍କୀ ଯାଉଛେ ରକତ୍ ସତେ ବର୍ଷାର୍ ଦେଖା ନାଇଁ ବଡ଼ା ଦିନୁ ଆଏଲା ଆଏଜ୍ ପାଏନ୍ ମୋହିନୀର୍ କରମ୍ ଶୀତଲ୍ ପବନ୍ ପାଏଲା ଦିହି ନେଲା ବର୍ଷା ଜନମ୍ ଭାଗ୍ ଭାଗ୍ ରେ ଗରମ୍... ତତେ କାଏଁ ନାଇଁ ଲାଗୁଛେ ସରମ୍! #summer #rain #goodbyesummer #welcomerain #yqsambalpuri #koshli #love #life
Soumya Ranjan Mishra
ସଭେ କହେସନ୍ ଦୁନିଆଁ ଗୋଲ୍ ମୁଇଁ କହେସିଁ ଚେପ୍ଟା ସଭେ ଆନ୍ ପଏସାର୍ ଭୋଲ୍ ମୁଇଁ ଆଏଁ ପ୍ରେମ୍-ଲପ୍ଟା...💕 #thoughts #odiawritings #sambalpuriquotes #koshli #yqodia #world #life #love
Soumya Ranjan Mishra
ଆସୁଛେ ନୂଆଁଖାଇ ଧାନ୍ ମାନ୍ ସମ୍ମାନ୍ ନେଇ ସୁଖ୍ ଦୁଃଖ୍ ର ଜୀବନ୍ ବହି ପଢ଼ମା ସଭେ ସାଂଗେ ରହି ଜୀବନର୍ କାଏଁ ଆଏତ୍ ରେ ଭାଇ ଆଏଜ୍ ଅଛେ ସେ କାଏଲ୍ କେ ନାଇ ହଁସି ହଁସି ସବୁ ଦୁଃଖ୍ ସହି ସୁଖ୍ ପାଏମା ଜୁହାର୍ କହି #ନୂଆଁଖାଇ #nuakhai #sambalpuriquotes #koshli #life #festival #odiawritings #love
Soumya Ranjan Mishra
"ଜୀଁଵାର୍ ନୁହେ ମନା" ଜାଡ଼୍ ଛଡ଼ା ସମିୟା କେ ବସନ୍ତର୍ ହେଲା ସାମ୍ନା ଛୁଆ ନୁ ବୁଢ଼ା ଯାଏ ସଭେ ରୋଗର୍ ଦହନା କେନୁ ଆଏଲା ଚଏତେ ବର୍ଷା କାହାକେ ନାଇନ ଜନା ଏନ୍ତା ବେଲେ ଚାଇନା ଦେଲା କଟା ଘା' ନେ ଚୁନା ଗୁଟେ ଦେଶୁ ୨ ଟା ଆର୍ ୨ ଟା ନୁ ୪ ଟା ଖାଁସି ଛିଁକୀ ଜରର୍ ମାଡ଼େ କମ୍ପି ଗଲା ସଂସାର୍ ଟା ସ୍କୁଲ୍ କଲେଜ ମନା ହେଲା ଶେଷ୍ କେ ମଦ୍ ଦୁକାନ୍ ପରିବେଶ ଟା ଚୁପ୍ ପଡ଼ିଛେ ଚାଷ୍ ବାସ୍ ନେ ନୁକ୍ସାନ୍ ସଵ୍ଜୀ ବଜାର୍ ଛିନା ଆଏ ବାହାରେ ବୁଲବାର୍ ମନା ବୁଲୁଛେ ପୁଲିସ୍ ସବୁ ଗାଁ ଯେଭୁ ଆଏଲା 'କରୋନା' ହାତ୍ ଜୁଡ଼ିଛେ ସର୍କାର୍ ତାର୍ ସାଂଗେ ଡ଼ାକ୍ତରଖାନା କଥା ମାନି ଘରେ ଥିମା ନିଜର୍ ଜୀଁଵାର୍ ନୁହେ ମନା #coronavirus✍️ let's make it possible to kill 'Corona' forever! 🙏🇮🇳 🗣️🌬️❄️🌦️🌡️ #corona #yqsambalpuri #koshli #sambalpuri #yqodia #jantacurfew 🛑🚧🏥🚑🚫
Soumya Ranjan Mishra
Era_Continues #yqsambalpuri #yqsambalpur #yqquotes #era #koshli #koshal #yqthoughts #life To be continued ....
Soumya Ranjan Mishra
Era_Continues... #yqsambalpuri #yqsambalpur #yqquotes #era #koshli #koshal #yqthoughts #life To be continued ....
Soumya Ranjan Mishra
The Western Odia #nuakhai #nuakhaijuhar #thewesternodia #sambalpuri #yqsambalpur #yqsambalpuri #koshli#koshal
chhanda Charan bhoi
ଦୁଇଟା ଜିବନ୍ ତା ଲାଗିଜାଏ ଏକସି ବାଏସି ଠିଆ, ଚାଏର୍ ଟା ଆଁଖି ଗୁଟେ ସପନ୍ ନାଁ ଆଏ ତାର୍ ବିହା। ©chhanda Charan bhoi #chhanda, #Koshli #yqbaba #kapil
About Nojoto | Team Nojoto | Contact Us
Creator Monetization | Creator Academy | Get Famous & Awards | Leaderboard
Terms & Conditions | Privacy Policy | Purchase & Payment Policy Guidelines | DMCA Policy | Directory | Bug Bounty Program
© NJT Network Private Limited
Follow us on social media:
For Best Experience, Download Nojoto