Nojoto: Largest Storytelling Platform

New khyama Quotes, Status, Photo, Video

Find the Latest Status about khyama from top creators only on Nojoto App. Also find trending photos & videos about, khyama.

    LatestPopularVideo

Jyotshna Rani Sahoo

Hau bhauni jebe jebe bhabe kichhi emotional au bhala lekhibi Hele Bhai na asile kana kana lekhi hei jae kuhani Khyama chahinba e dd😅😅❣️❣️🙏🙏 #YourQuoteAndMine #yqodia #Yqbhaina #ମୋଭାଇ #ଶ୍ରୀୟା_ଅନାବନା_ଭାବନା #ଭାଇଭଉଣୀର_ଦୁନିଆ

read more
"ଭାଇ" ଏମିତିକା ଶବ୍ଦ ଯିଏ ନିଃଶ୍ୱାସ ହେଲେ କରିଦିଏ ଅଣ ନିଃଶ୍ୱାସ
"ଭାଇ" ଯିଏ ସଂଜ୍ଞା ବିଶ୍ଵାସର କିଛି ଲୁଚେଇବାର ନ ଥାଏ ସାହସ।
"ଭାଇ" ଗୋଟେ ପାଦ ତା ବିନା ଆଗକୁ ଚାଲି ହୁଏ ନାହିଁ
କିନ୍ତୁ କହିବି ଯଦି ବହୁତ୍ ବାହାଦୂରୀ ମାରି ହବ ଦେଖେଇ।
"ଭାଇ" ସବୁଠୁ ବଡ଼ ହିତାକାଂକ୍ଷି ମୋର ଦୁନିଆରେ
ତଥାପି ମାମା ମତେ ବେଶୀ ଗେଲ କଲେ ସେ ଆଗ ସହି ନ ପାରେ।
"ଭାଇ" ମୋର ଶୁଭଚିନ୍ତକ ହେଇ ବିଗାଡି ଦିଏ କାମ କେତେ
ଆଉ ରାଗ ହେଲେ କହିବ ଜାଣିନୁ କି ଭଲ ପାଏ କେତେ ତତେ।
"ଭାଇ"ତାଙ୍କ ମାନଙ୍କ ବିଷୟରେ ଯେତେ ଲେଖିଲେ ହବ କମ୍
ଏଠି ଲେଖି ଦଉଛି ହେଲେ ସାମ୍ନାରେ ୟାଠୁ ବେଶୀ କହିବାର ଅଛି ଦମ୍। Hau bhauni jebe jebe bhabe kichhi emotional au bhala lekhibi Hele Bhai na asile kana kana lekhi hei jae kuhani
Khyama chahinba e dd😅😅❣️❣️🙏🙏

Jyotshna Rani Sahoo

YourQuote Bhaina ମତେ କ୍ଷମା କରିବେ ଭାଇନା🙏🙏🙏🙏🙏🙏।କାଲି ଯାହା ଘଟଣା ହେଲା ଗୋଟେ ଲେଖକ ରବୀନ୍ଦ୍ର କୁମାର ସାହୁଙ୍କ ଲେଖା କୁ ନେଇ ମତେ ନିଜକୁ ଦୋଷୀ ଲାଗୁଛି।ସେ ଚାରି #yqodia #Yqbhaina #munodia

read more
ସମସ୍ତ ସାହିତ୍ୟ ସାଧକ ଙ୍କୁ ହୃଦୟରୁ ପ୍ରଣାମ ଆଉ ସମ୍ମାନ।ଏହି ମଞ୍ଚ ମୋ ଭଳି ଲେଖିକା ର ଜନ୍ମ ସ୍ଥାନ।ମୁଁ ଏଠି ଜନ୍ମ ଗ୍ରହଣ କରିଛି ଆଉ ଆଜି ହୁଏତ ଲେଖିକା ହିସାବ ରେ ମୋର ମୃତ୍ୟୁ ବି ଏଠି ହେବ।କେବଳ ଏଇ ମଞ୍ଚ ରୁ ନୁହଁ ହୁଏତ ଆଜି ଗୋଟେ ଲେଖିକା ସମ୍ପୂର୍ଣ୍ଣ ମୃତ ହେବ।ଏହା ମୋ ପରିବାର,ମୁଁ ଏହାକୁ ଦ୍ଵିତୀୟ ପରିବାର ନୁହଁ ବରଂ ମୋ ପରିବାର ର ଅଂଶ ଭାବି ଆସିଛି।ବହୁତ୍ ଭଲ ପାଏ ସଭିଙ୍କୁ।ଏ ମଞ୍ଚ ଛାଡ଼ିବା ମୋ ପାଇଁ ମରଣ ତୁଲ୍ୟ କଷ୍ଟ ହେବ।ଯିଏ ଲେଖା କଣ ଜାଣି ନ ଥିଲା ଆଜି ଲେଖି ଶିଖିଲା କେବଳ ଏଇ ମଞ୍ଚ ଆଉ ସବୁ ଉତ୍ସାହିତ କରୁଥିବା ଲେଖକ ଲେଖିକା ଙ୍କ ପାଇଁ।ମୁଁ ଭାଇନା ଙ୍କୁ ପୂଜନୀୟ ଭାବେ ଆଉ ଜୀବନ ସାରା ଭାବିବି।ଗୋଟେ ମୂରବୀ ହିସାବରେ ସେ ସମ୍ମାନନୀୟ।ହେଲେ କିଛି ସମାଧାନ ହେବା ପରିବର୍ତ୍ତେ ଏଠି ଆକ୍ଷେପ ଉପେକ୍ଷା ଚାଲେ।ମୁଁ ବହୁତ୍ କମ୍ ପଶେ ଏ ଭିତରେ କିନ୍ତୁ କିଛି ଘଟଣା କାଲି ର ମତେ ସମ୍ପୂର୍ଣ୍ଣ ଭାଙ୍ଗି ଦେଇଛି।

ଆଜି ପରେ ମୁଁ ମୋ ସବୁ ସମ୍ମାନ ଆଉ ଭଲ ପାଇବା ହରେଇ ଦେଇ ପାରେ।କିନ୍ତୁ ମତେ ଏ ପଦକ୍ଷେପ ନେବାର ଥିଲା।ସମସ୍ତଙ୍କୁ କ୍ଷମା ଆଉ ସେଇ ଭଲ ପାଇବା ଜୀବନ ସାରା।
👇👇👇👇👇👇👇👇👇👇👇👇👇👇 YourQuote Bhaina ମତେ କ୍ଷମା କରିବେ ଭାଇନା🙏🙏🙏🙏🙏🙏।କାଲି ଯାହା ଘଟଣା ହେଲା ଗୋଟେ ଲେଖକ ରବୀନ୍ଦ୍ର କୁମାର ସାହୁଙ୍କ ଲେଖା କୁ ନେଇ ମତେ ନିଜକୁ ଦୋଷୀ ଲାଗୁଛି।ସେ ଚାରି
loader
Home
Explore
Events
Notification
Profile