Find the Latest Status about sambalpuri rangabati 260 from top creators only on Nojoto App. Also find trending photos & videos about, sambalpuri rangabati 260.
Sujit Joshi
rangabati rangabati #odianojoto #Original #No_1trending viral♥️♥️♥️ #viral_video #ସମାଜ
read moreVijay Rajvanshi
छोटी सी जिन्दगी है सौक नही गुरुर पालेगे 2 अगर बेटा हम अपने पर आ गये न तुझे तेरे घर से उडा लेंगे।। ☆single boy Vijay☆ #InspireThroughWriting 260
Naresh Reddy Aleti
కాంతి వత్సరాలు ఇక మన మధ్యన దూరాలు.! వేల కోట్ల టన్నులింక మన గుండెలో భారాలు.! కలలే ఇటు మిగిలినవీ వీడిపోతె ఇద్దరము అందలేని తారకలే మన కన్నుల స్వప్నాలు.! మన మనసులు ఒకటి కాదు జత కలిసీ నడవనపుడు చెరో దిక్కు ఇకమీదట మన అడుగుల గమ్యాలు.! రోజులెన్నొ గడిచిపోయె ఎదురు పడక, కలవకుండ కర్ఫ్యూలే కొనసాగే మన ముందర వారాలు.! వన్నెల్లో గోదారికి అతడు ఆమె చెరోపక్క ఎందుకనో సరిత కిపుడు శాంతి లేని తీరాలు.! #వన్నెలయ్య_గజల్ 260 #వన్నెలయ్య_విఫల_ప్రేమ_గజల్ #గజల్
#వన్నెలయ్య_గజల్ 260 #వన్నెలయ్య_విఫల_ప్రేమ_గజల్ #గజల్
read moreTafizul Sambalpuri
ଜୁହାର୍ ସବୁ ଅଏନ୍ ଅଛେ ବଏଲେ ତ କଥା ସରଲା ଆର୍ ଇ ପ୍ରିତିର୍ ଭାବ୍ କେନୁ ରହେଲା ତୁମେ ଏନ୍ତେହି ପଚାରୁ ଥ ମୁଇଁ କହି ଚାଲିଥିମି କହୁଥ ତୁମେ ଇ ମାଟି ମାଁ ଇ ପାହାଡ଼ ପର୍ବତ ଇ ନଏଦ୍ ନଲିଆ ଆମର୍ ଚାର୍ହିକୁତି କଥା ମୁଇଁ ହୁଁକାର୍ ଭରୁଥିମି ମଝି ମଝି ତୁମେ ସମ୍ବଲପୁରୀ ଗୀତ ଗାଏବ ମୁଇଁ ଶୋର ଧରୁଥିମି ଭୁଦୋ ଯାଇ ଶରାବନ୍ ଆସିଛେ ମନେ ପଡୁଛେ ସେ ଝଙ୍କେର୍ କଥା ତସଲା ଥି ମୁର୍ହି ମୁଗଫଲି ଧରି ଝରକାର୍ ମୁହେଁ ବସିକରି କେତେ କଥାନୀ ଶୁନି ଶୁନି ହେଉଥିଲୁ ଆମେ ଅଥା ସେ ବେଲ ଆଉ କାଇଁଛେ ଭାଇ ମୋବାଇଲ ଗୁଟେଥି ସାରା ସଂସାର ହୋଇଛେ ବାଇ ଚଷାର ଗୀତ ସୁନମା ଆସ ରଙ୍ଗବତୀ ତାଲେ ନାଚମା ଆସ ସୁଖ କହେମା ଦୁଃଖ ସୁନମା ଏନ୍ତେହି ଭାବ ପିରତି ବାଁଟୁଥିମା ତେଭେ କାଏନ ଲେତା ଥିବା ରହି ।। ©Tafizul Sambalpuri #Sambalpuri