Nojoto: Largest Storytelling Platform

Best ସମ୍ବଲପୁରୀ Shayari, Status, Quotes, Stories

Find the Best ସମ୍ବଲପୁରୀ Shayari, Status, Quotes from top creators only on Nojoto App. Also find trending photos & videos about

  • 5 Followers
  • 11 Stories

Tafizul Sambalpuri

#ସମ୍ବଲପୁରୀ #କବିତା

read more

Tafizul Sambalpuri

#ସମ୍ବଲପୁରୀ #ଚିନ୍ତାଧାରା

read more

Tafizul Sambalpuri

#ସମ୍ବଲପୁରୀ #ଶାୟାରି

read more

Tafizul Sambalpuri

#ସମ୍ବଲପୁରୀ #କବିତା

read more

Harihar Bag

#ସମ୍ବଲପୁରୀ #Quotes

read more

Tafizul Sambalpuri

#ସମ୍ବଲପୁରୀ #କବିତା

read more

Jyotshna Rani Sahoo

ତୁ କହି ଚାଲୁ ଥିଲୁ ମୁଁ ସବୁ ଖାଲି ଶୁଣୁ ଥିଲି ତୋ ହଁ ରେ ହଁ ମିଶାଉଥିଲି ତୋ ନା ରେ ହଁ ଖୋଜୁଥିଲି ଆଉ ତୁ ଯେବେ ତୋ ନାହିଁ ର ମାନେ କେବଳ ନାହିଁ କହୁଛୁ ଆଉ ଯଦି ମୁଁ ଋଷୁଛି #yqodia #ସମ୍ବଲପୁରୀ #munodia #କୋଶଳୀ

read more
ତୁଇ କହେତେଲ୍ ଗଲୁ
ମୁଇଁ ଶୁନ୍ -ତେଲ୍ ଗଲି
ତୋର ହଁ ଥି ହଁ ବଏଲି
ତୋର ନାଇଁ ଥି ହଁ ଖୁଜ୍ -ଲି
ଆଉ ଏଖେନ୍ ତୋର୍ ନାଇ  ମାନେ
ତୁଇ ନାଇ କହେସୁ
ମୁଇଁ ଅଗର୍ ରିସ୍ -ମି ହେସି
ତୁଇ ମତେ ମୋର ଭୁଲ୍ ଥିଲା 
କହିକେ ସୋର୍ କରାସୁ ତୁ କହି ଚାଲୁ ଥିଲୁ
ମୁଁ ସବୁ ଖାଲି ଶୁଣୁ ଥିଲି
ତୋ ହଁ ରେ ହଁ ମିଶାଉଥିଲି
ତୋ ନା ରେ ହଁ ଖୋଜୁଥିଲି
ଆଉ ତୁ ଯେବେ 
ତୋ ନାହିଁ ର ମାନେ କେବଳ
ନାହିଁ କହୁଛୁ
ଆଉ ଯଦି ମୁଁ ଋଷୁଛି

Jyotshna Rani Sahoo

#ଶ୍ରମିକ #Yqbhaina #ସମ୍ବଲପୁରୀ #munodia #କୋଶଳୀ#yqodia

read more
ମୋର୍ ଦେହେ ମାଟି 
ନେଶୀ ହେଇଛେ
କାଞ୍ଜେ କି,
ମୋର୍ ମାଟି ମା
ମତେ ବେଶୀ ଭଲ୍ ପାଏସି
ଦିନ୍ ଭର୍ ମତେ
ସୁଆଁଲୁ ଥିସି।
ମୁଇ ତାର୍ କୁଲେ ସୁଇସି
କେଭେ ସେ ମତେ
ତା'ର ମାଟି ସର୍ ସର୍ 
ପନତ୍ ଥି ଢାକି ଦେସି।
ମତେ ମୂଲିଆ କହିକେ
ଛି ଛି ଭାକ୍ ହେଦି
ସବକର୍ ମୁହୁ ନୁ
ଜେନ୍ ବାହାରୁ ଥିସୀ
ପଚ୍ ରା ବୁ ତ ଘାଏ
ମୋର୍ ମା କେ
ମତେ ଦେଖି ଭାଏଲ୍
କେଭେ ସେ ନାକ୍ ଟେକ୍ ସି?
ତୁଇ ମତେ ଆହା ବିଚରା 
କହି କେ ଦୟା ଦେଖାସୁ
ଆଉ ମୁଇଁ ଯେ
ମୋର୍ ଇ ଜନମ୍ ଲାଗି
ଗରବ୍ କର୍ ସି। #ଶ୍ରମିକ #yqbhaina #ସମ୍ବଲପୁରୀ #munodia #କୋଶଳୀ#yqodia

Jyotshna Rani Sahoo

#ସମ୍ବଲପୁରୀ #Yqbhaina #ମୁଁଓଡ଼ିଆ #ସପନ୍#odiawriting#ସ୍ବପ୍ନ

read more
ମୋର୍ ସପନ୍ ସବ୍ କେ ଉଢ୍ଅଉ ଥାଏ ଗୁଟେ ଗୁଟେ 
ଆସୁଥାନ୍ ଆଉ ଫିର୍ ଫିସ୍ ଲି ଯାଉ ଥାନ୍ ହାତୁ ବାଟେ ବାଟେ
ସେ ସମିଆ ତୁଇ ଆଏଲୁ ପିରତିର୍ ଭେଟ୍ ଆନି
ଆଉ ସବୁ ସପନ୍ କେ ଫିକି ତୋର୍ ହାତ୍ ଧର୍ ଲି ତାନି
ଏଖେନ୍ ତୋର ସାଙ୍ଗେ ରହ୍ ବାର ସପନ୍ ଜେନ୍ ଦେଖ୍ ଲି
ମୋର୍ ପହ୍ ଲା ସପନ୍ ସବୁ ମତେ ଦେଖ୍ ସନ୍ ବୁଲି ବୁଲି
ରିଶ୍ମି ହେଇ ମୁହୁ ଫୁଲାସନ୍ ମୋର ଆଗେ ଘାଏ ଘାଏ 
ତୋର ପୀରତିର୍ ଆଗେ ଆମର ମୁଲ୍ କେନ୍ତା କିଛି ନୁହେ
ମୁଇ ବି ମନାଲି ତାଙ୍କେ ହାତ ଯୁଡ଼ି
ଭୁଲ୍ କର୍ ଲି ଭାଏଲ୍ ତମ୍ କେ ସବୁ ଛାଡ଼ି
ତମେ ତ ମୋର ପହ୍ ଲା ଜୀବନ୍ ସାଥୀ ଥିଲ
ଆଗ ତମ୍ କେ ନିଜର୍ ବନାମି ଚାଲ #ସମ୍ବଲପୁରୀ #yqbhaina #ମୁଁଓଡ଼ିଆ #ସପନ୍#odiawriting#ସ୍ବପ୍ନ

Tafizul Sambalpuri

#ସମ୍ବଲପୁରୀ #କବିତା

read more
କହେଲେ କହେବ କହେଲା
ମୋର୍ ମୋର୍ ବୋଲି କେତେ କହୁଛୁ ତୁଇ
ଜୀବନ ଦୀପ ଲିଭିଲା ପରେ ସବୁ ସଏଲା
ତୋର କରମ୍ ଫଲ୍ ଖାଲି ତୋର୍ ସାଙ୍ଗେ ଯିବା
ସବୁ ଧନ୍ ସମ୍ପତ୍ତି ଇନ ରହେଲା ।

ତଫିଜୁଲ ହୋସେନ
ଚିପିଲିମା, ସମ୍ବଲପୁର

©Tafizul Sambalpuri #ସମ୍ବଲପୁରୀ
loader
Home
Explore
Events
Notification
Profile