Find the Latest Status about odia quotes from top creators only on Nojoto App. Also find trending photos & videos about, odia quotes.
Jharana Rout
"ଶୂନ୍ୟତା ରାସ୍ତାରେ ଏକା ଚାଲିବାକୁ ହେବ ଲୋଡ଼ା ନାହିଁ କାହା ସାହାରା ଭରଷା ଅଛି, ବିଶ୍ୱାସ ବି ଅଛି ହାରିବିନି ଆଉ ଏହି ଜୀବନେ " ©Jharana Rout odia Quotes
Nojoto ଓଡ଼ିଆ
ଆ ଜହ୍ନ ମାମୁଁ ସରଗ ଶଶି ମୋ କାହ୍ନୁ ହାତରେ ପଡରେ ଖସି। ମଧୁ ବର୍ଣ୍ଣବୋଧ ମଧୁସୂଦନ ରାଓ ଆସନ୍ତୁ ମା କୋଳ ର ନାନାବାୟା ଗୀତ ରେ ଆଉ ଥରେ ହଜି ଯିବା l ଶୁଭରାତ୍ରୀ Good night quotes in odia #quotes #nojoto #nojotoodia #goodnight
Nojoto ଓଡ଼ିଆ
"ଜୀବନର ଶେଷ ସୀମା ସମ୍ପର୍କରେ ମନକୁ କେବେ କୌଣସି ପ୍ରଶ୍ନ ଆସିନଥାଏ - ହଠାତ୍ ଦିନେ ମୃତ୍ୟୁ ସହିତ ପରିଚୟ ହେବ ପର୍ଯ୍ୟନ୍ତ l" - ମନୋଜ ଦାସ - ଶୁଭରାତ୍ରୀ ବନ୍ଧୁଗଣ Good night quotes in odia #quotes #nojoto #nojotoodia #goodnight #ଜୀବନ #ମୃତ୍ୟୁ
Adyasha Priyadarshini D
ଯଦି ମୁଁ ଦିନେ ହଜିଯାଏ ମୋ ସ୍ୱପ୍ନ ନଗରୀର ଅନ୍ଧାରି ମୁଲକେ, ତୁମେ ସକାଳର ସୂର୍ଯ୍ୟ କିରଣ ସାଜି ଟାଣି ଆଣିବ ମୋତେ । ଯଦି ମୁଁ ଦିନେ ହଜିଯାଏ ମୋ ଆଖି ଲୁହର ଗଭୀରତାରେ, ତୁମେ ସ୍ନେହ ଅନୁରାଗ ର କଜ୍ଜଳ ଟିକେ ଆଣି ସଜାଇ ଦେବ ମୋତେ । ଯଦି ମୁଁ ଦିନେ ହଜିଯାଏ ମୋ ମନର ନୀରବତାରେ, ତୁମେ ପ୍ରେମ ର ରାଗିଣୀ ଗାଇ ଫେରାଇ ଆଣିବ ମୋତେ । ଯଦି ମୁଁ ଦିନେ ହଜିଯାଏ ମୋ ଅତୀତର ଅପନ୍ତରା ରାଇଜରେ, ତୁମେ ଭବିଷ୍ୟତ ର ଉଜ୍ବଳ ତାରା ହୋଇ ହାତ ଧରି ବାଟ କଢାଇ ନେବ ମୋତେ । ଅଶେଷ ଧନ୍ୟବାଦ Surekha Dash ଙ୍କୁ ଉପରୋକ୍ତ ପଦଟି ପ୍ରସ୍ତାବିତ କରିଥିବା ପାଇଁ। ଆପଣମାନେ ମଧ୍ୟ word for the day କିମ୍ଵା collab ପଦ suggest କରନ୍ତୁ। at #yq
Nojoto ଓଡ଼ିଆ
"ମାତୃଭୂମି, ମାତୃଭାଷା ରେ ମମତା ଯା ହୃଦେ ଜନମି ନାହିଁ, ତାକୁ ଯଦି ଜ୍ଞାନୀଗଣ ରେ ଗଣିବା ଅଜ୍ଞାନ ରହିବେ କାହିଁ?" ପ୍ରକୃତି କବି " ଗଙ୍ଗାଧର ମେହେର" ଶୁଭରାତ୍ରୀ ବନ୍ଧୁଗଣ l Good night quotes in odia #nojoto #nojotoodia Good night quotes in odia #ମାତୃଭାଷା #ମାତୃଭୂମି
Nojoto ଓଡ଼ିଆ
ଯାହାର ନିଜ ଉପରେ ନିୟନ୍ତ୍ରଣ ନାହିଁ ସେ ସମନ୍ତଙ୍କ ଠାରୁ ଦୀନ-ଦୁର୍ବଳ । "ସୁପ୍ରଭାତ" Good Morning Quotes in Odia... #Nojoto #quotes #Nojotoodia