Nojoto: Largest Storytelling Platform

New odia quotes Quotes, Status, Photo, Video

Find the Latest Status about odia quotes from top creators only on Nojoto App. Also find trending photos & videos about, odia quotes.

Related Stories

    PopularLatestVideo

Debaraj Sahoo

odia quotes... #Quote

read more
 odia quotes...

Jharana Rout

odia Quotes #ଚିନ୍ତାଧାରା

read more
mute video

Prabhakar Mahanta

odia quotes stusts video #Quotes

read more
mute video

Nojoto ଓଡ଼ିଆ

Good night quotes in odia #Quotes #Nojoto #nojotoodia #GoodNight

read more
ଆ ଜହ୍ନ ମାମୁଁ ସରଗ ଶଶି
ମୋ କାହ୍ନୁ ହାତରେ ପଡରେ ଖସି।
                   ମଧୁ ବର୍ଣ୍ଣବୋଧ 
                 ମଧୁସୂଦନ ରାଓ 
 ଆସନ୍ତୁ ମା କୋଳ ର ନାନାବାୟା ଗୀତ ରେ ଆଉ ଥରେ ହଜି ଯିବା l
                   ଶୁଭରାତ୍ରୀ Good night quotes in odia 
#quotes #nojoto #nojotoodia #goodnight

Nojoto ଓଡ଼ିଆ

Good night quotes in odia #Quotes #Nojoto #nojotoodia #GoodNight #ଜୀବନ #ମୃତ୍ୟୁ

read more
"ଜୀବନର ଶେଷ ସୀମା ସମ୍ପର୍କରେ ମନକୁ କେବେ କୌଣସି ପ୍ରଶ୍ନ ଆସିନଥାଏ - ହଠାତ୍ ଦିନେ ମୃତ୍ୟୁ ସହିତ ପରିଚୟ ହେବ ପର୍ଯ୍ୟନ୍ତ l"
                    - ମନୋଜ ଦାସ - 
                ଶୁଭରାତ୍ରୀ ବନ୍ଧୁଗଣ Good night quotes in odia
#quotes #nojoto #nojotoodia #goodnight
#ଜୀବନ #ମୃତ୍ୟୁ

Adyasha Priyadarshini D

ଅଶେଷ ଧନ୍ୟବାଦ Surekha Dash ଙ୍କୁ ଉପରୋକ୍ତ ପଦଟି ପ୍ରସ୍ତାବିତ କରିଥିବା ପାଇଁ। ଆପଣମାନେ ମଧ୍ୟ word for the day କିମ୍ଵା collab ପଦ suggest କରନ୍ତୁ। at yq #Collab #YourQuoteAndMine #yqodia #Yqbhaina #yourquoteodia #munodia #yqbhainasuggestionspost1 #ଯଦମୁଁହଜିଯାଏ

read more
ଯଦି ମୁଁ ଦିନେ ହଜିଯାଏ 
ମୋ ସ୍ୱପ୍ନ ନଗରୀର ଅନ୍ଧାରି ମୁଲକେ,
ତୁମେ ସକାଳର ସୂର୍ଯ୍ୟ କିରଣ ସାଜି 
ଟାଣି ଆଣିବ ମୋତେ ।

ଯଦି ମୁଁ ଦିନେ ହଜିଯାଏ 
ମୋ ଆଖି ଲୁହର ଗଭୀରତାରେ,
ତୁମେ ସ୍ନେହ ଅନୁରାଗ ର କଜ୍ଜଳ ଟିକେ ଆଣି
ସଜାଇ ଦେବ ମୋତେ ।

ଯଦି ମୁଁ ଦିନେ ହଜିଯାଏ 
ମୋ ମନର ନୀରବତାରେ,
ତୁମେ ପ୍ରେମ ର ରାଗିଣୀ ଗାଇ
ଫେରାଇ ଆଣିବ ମୋତେ ।

ଯଦି ମୁଁ ଦିନେ ହଜିଯାଏ 
ମୋ ଅତୀତର ଅପନ୍ତରା ରାଇଜରେ,
ତୁମେ ଭବିଷ୍ୟତ ର ଉଜ୍ବଳ ତାରା ହୋଇ 
ହାତ ଧରି ବାଟ କଢାଇ ନେବ ମୋତେ । ଅଶେଷ ଧନ୍ୟବାଦ Surekha Dash ଙ୍କୁ ଉପରୋକ୍ତ ପଦଟି ପ୍ରସ୍ତାବିତ କରିଥିବା ପାଇଁ।

ଆପଣମାନେ ମଧ୍ୟ word for the day କିମ୍ଵା collab  ପଦ suggest କରନ୍ତୁ।
at #yq

Mrutyunjay patra

 #odia
#poetry
#quotes

Prabhakar Mahanta

odia motivational quotes video..

read more
mute video

Nojoto ଓଡ଼ିଆ

Good night quotes in odia #Nojoto #nojotoodia Good night quotes in odia #ମାତୃଭାଷା #ମାତୃଭୂମି

read more
"ମାତୃଭୂମି, ମାତୃଭାଷା ରେ ମମତା
ଯା ହୃଦେ ଜନମି ନାହିଁ,
ତାକୁ ଯଦି ଜ୍ଞାନୀଗଣ ରେ ଗଣିବା
ଅଜ୍ଞାନ ରହିବେ କାହିଁ?"
             ପ୍ରକୃତି କବି " ଗଙ୍ଗାଧର ମେହେର"
 
ଶୁଭରାତ୍ରୀ ବନ୍ଧୁଗଣ l Good night quotes in odia 
#nojoto #nojotoodia
Good night quotes in odia
#ମାତୃଭାଷା #ମାତୃଭୂମି

Nojoto ଓଡ଼ିଆ

Good Morning Quotes in Odia... #Quotes #nojotoodia

read more
ଅହଂକାରଶୂନ୍ୟ ଆଚରଣ 
ହିଁ ପ୍ରକୃତ ଆଧ୍ୟାତ୍ମିକତା   ।।
                      -ସ୍ଵାମୀ ଆନନ୍ଦ ସରସ୍ଵତୀ 
"ଶୁଭ ସକାଳ" Good Morning Quotes in Odia...
#Nojoto #Quotes #Nojotoodia
loader
Home
Explore
Events
Notification
Profile