Nojoto: Largest Storytelling Platform

Best yaodia Shayari, Status, Quotes, Stories

Find the Best yaodia Shayari, Status, Quotes from top creators only on Nojoto App. Also find trending photos & videos about di yao martial peak, sun cheng yao, yao ming height feet, yao ming height, yao ming laugh,

  • 1 Followers
  • 6 Stories

Jyotshna Rani Sahoo

ଜାଣେନି କିଏ କୁଆଡ଼େ ଧାଇଁ ଗଲେ ମୋ ଆଗରେ ଭିଡ଼ ଖାଲି ପଛରେ ଗୁମ ମାରି ବସିଛି ମୁଁ ମୋ ପଛରେ ମୋ ଭଳି କେହିକେହି ତଥାପି ପଛକୁ ମନ ଅନାଇ ନାହିଁ। ସମୟ ଗୋଟେ ଏକଜିଦିଆ ପରସ୍ତ ଯେତେ ଖୋଲେ #odiakabita #munodia #yaodia

read more
ମୁଁ ଏବେ ବି ସେଠି

(Read in caption)— % & ଜାଣେନି କିଏ କୁଆଡ଼େ ଧାଇଁ ଗଲେ
ମୋ ଆଗରେ ଭିଡ଼ ଖାଲି
ପଛରେ ଗୁମ ମାରି ବସିଛି ମୁଁ
ମୋ ପଛରେ ମୋ ଭଳି କେହିକେହି
ତଥାପି ପଛକୁ ମନ ଅନାଇ ନାହିଁ।

ସମୟ ଗୋଟେ ଏକଜିଦିଆ ପରସ୍ତ
ଯେତେ ଖୋଲେ

Jyotshna Rani Sahoo

ସମୟ ସାଙ୍ଗରେ ସବୁ ପରିବର୍ତ୍ତନ ହେଲା ହେଲେ ସମୟର ପରିବର୍ତ୍ତନ କେବଳ ଛଳନା ଡାଇରୀ ପୃଷ୍ଠା ଓଲଟାଇ ଦେଖିଲେ ଅତୀତ ହେଲେ ଅତୀତ ର ପୃଷ୍ଠା କେବଳ ହୃଦୟରେ କିଏ ଅତୀତ ର ଗାର ଟାଣି ଆରମ୍ଭ କରେ ବର୍ତ୍ତମାନ ଲେଖିବା ଆଉ କିଏ ଅତୀତ କୁ ସଜେଇ ଦିଏ ଶେଷ ପୃଷ୍ଠା। #yaodia

read more
ପରିବର୍ତ୍ତନ

ଅନୁଶୀର୍ଷକ ରେ ପଢନ୍ତୁ ସମୟ ସାଙ୍ଗରେ ସବୁ ପରିବର୍ତ୍ତନ ହେଲା
ହେଲେ ସମୟର ପରିବର୍ତ୍ତନ କେବଳ ଛଳନା
ଡାଇରୀ ପୃଷ୍ଠା ଓଲଟାଇ ଦେଖିଲେ ଅତୀତ
ହେଲେ ଅତୀତ ର ପୃଷ୍ଠା କେବଳ ହୃଦୟରେ
କିଏ ଅତୀତ ର ଗାର ଟାଣି 
ଆରମ୍ଭ କରେ ବର୍ତ୍ତମାନ ଲେଖିବା
ଆଉ କିଏ ଅତୀତ କୁ ସଜେଇ ଦିଏ ଶେଷ ପୃଷ୍ଠା।

Jyotshna Rani Sahoo

ଥରେ ଥରେ ସବୁକିଛି ସରିଗଲା ପରେ ବହୁତ୍ କିଛି ରହିଯାଇଛି ର ଏକ ଶୂନ୍ୟତାକୁ ପୂରଣ କରିବାର ଅହରହ ସଂଘର୍ଷର ନାମ ହେଉଛି ଜୀବନ। #yaodia#munodia

Jyotshna Rani Sahoo

ମୁଁ ହଜିଗଲେ ବି ମତେ ଭୁଲିବ ନାହିଁ ମୁଁ ଲିଭିଗଲେ ବି ଲିଭିବି ନାହିଁ ମତେ ଟିକେ ଖୋଜିବ ନିଶ୍ଚୟ ମୋ ଲୁଚିବା ହୁଏତ ଅଭିମାନ ଥିବ ନ ହେଲେ ମୁଁ ଥିବି କେଉଁ କୋଣରେ ଅଲୋଡ଼ା ଅଦରକାରୀ ହେଇ କେହି ଜଣେ ଆସି ମତେ ତା ଜୀବନରେ ମୋ ମୂଲ୍ୟ ବତେଇବ #Yqbhaina #yaodia

read more
ମୁଁ ଥିବି ହଜିଗଲା ପରେ ବି

॥ in caption॥ ମୁଁ ହଜିଗଲେ ବି ମତେ ଭୁଲିବ ନାହିଁ
ମୁଁ ଲିଭିଗଲେ ବି ଲିଭିବି ନାହିଁ
ମତେ ଟିକେ ଖୋଜିବ ନିଶ୍ଚୟ
ମୋ ଲୁଚିବା ହୁଏତ ଅଭିମାନ ଥିବ
ନ ହେଲେ ମୁଁ ଥିବି କେଉଁ କୋଣରେ
ଅଲୋଡ଼ା ଅଦରକାରୀ ହେଇ
କେହି ଜଣେ ଆସି ମତେ
ତା ଜୀବନରେ ମୋ ମୂଲ୍ୟ ବତେଇବ

Jyotshna Rani Sahoo

ବିଦ୍ୱାନ ର ସଂଜ୍ଞା କଣ? ଜ୍ଞାନ ଆହରଣ ପାଇଁ ଧାବମାନ ଅଶ୍ୱ ବାଞ୍ଛନୀୟ ନୁହଁ ହାତ ମୁଠାରେ ସମଗ୍ର ବିଶ୍ବ ଜ୍ଞାନର ସମୁଦ୍ର କରି ଲଂଘନ ନୌକା କୁ ମାନେ ସର୍ବସ୍ୱ। ତାରା ମେଳେ ଶୁନଶାନ୍ ଜହ୍ନ #Yqbhaina #yaodia

read more
ବିଦ୍ୱାନ ର ସଂଜ୍ଞା

(ଯେହେତୁ ଜ୍ଞାନ ଅସୀମ,ଜ୍ଞାନୀ ର ସଂଜ୍ଞା ନିରୂପଣ ଏକ ଧୃଷ୍ଟତା ମାତ୍ର)

ଅନୁଶୀର୍ଷକ ରେ ..... ବିଦ୍ୱାନ ର ସଂଜ୍ଞା କଣ?

ଜ୍ଞାନ ଆହରଣ ପାଇଁ ଧାବମାନ ଅଶ୍ୱ 
ବାଞ୍ଛନୀୟ ନୁହଁ ହାତ ମୁଠାରେ ସମଗ୍ର ବିଶ୍ବ
ଜ୍ଞାନର ସମୁଦ୍ର କରି ଲଂଘନ
ନୌକା କୁ ମାନେ ସର୍ବସ୍ୱ।

ତାରା ମେଳେ ଶୁନଶାନ୍ ଜହ୍ନ

Jyotshna Rani Sahoo

ଦେଖିଥିଲା ବହ୍ନି ପ୍ରଥମ କରି ସେ ଏନ୍ତୁଡ଼ି ଶାଳରେ ନଅ ମାସ ଆଲୋକଠୁ ଦୂରେ ରହିବା ପରେ ସେ ଉଷ୍ମତା ଠୁ ବେଶୀ ଥିଲା ମାଆର ଦେହେ ହେଲେ ଟିକି ଟିକି ଆଖି ମିଞ୍ଜି ମିଞ୍ଜି କରି ଠିକ୍ ସେ ଅଗ୍ନିଶିଖା କୁ ଚାହୁଁଥାଏ। ପୁଣି ଆସିଥିଲା ବାହା ବେଦୀ ମୂଳେ ବାନ୍ଧି ଥିଲା ସାତ ଜନ୍ମର ବନ୍ଧନ ଭାବିଥିଲା ବହ୍ନି ମୁକ ସାକ୍ଷୀ ଜୀବନର #odiawritings #ଓଡ଼ିଆସାହିତ୍ୟ #Yqbhaina #ଓଡ଼ିଆ_କବିତା #ମୁଁଓଡ଼ିଆ #ନିଆଁ #yaodia #yqodiapoetry

read more
ଦେଖିଥିଲା ବହ୍ନି ପ୍ରଥମ କରି ସେ ଏନ୍ତୁଡ଼ି ଶାଳରେ
ନଅ ମାସ ଆଲୋକଠୁ ଦୂରେ ରହିବା ପରେ
ସେ ଉଷ୍ମତା ଠୁ ବେଶୀ ଥିଲା ମାଆର ଦେହେ
ହେଲେ ଟିକି ଟିକି ଆଖି ମିଞ୍ଜି ମିଞ୍ଜି କରି
ଠିକ୍ ସେ ଅଗ୍ନିଶିଖା କୁ ଚାହୁଁଥାଏ।
ପୁଣି ଆସିଥିଲା ବାହା ବେଦୀ ମୂଳେ
ବାନ୍ଧି ଥିଲା ସାତ ଜନ୍ମର ବନ୍ଧନ
ଭାବିଥିଲା ବହ୍ନି ମୁକ ସାକ୍ଷୀ ଜୀବନର
ଆସିଥିଲା ଦିନ ଯେବେ ହେଇଥିଲା ହନ୍ତସନ୍ତ
ଜୀବନରେ ସେ ପାଇଥିଲା ଆଘାତ
ଭୁଲି ଯାଇଥିଲା ମାଆ ର ମମତା
ପଶିଥିଲା ସେ ଅଗ୍ନିର ଶରଣ
ଆଉ କୋଳେଇ ଦେଇଥିଲା ସେ ବି ଦେଇ ତା ଉଷ୍ମତା
ସେ ଥିଲା ତାର ଶେଷ ସମ୍ପର୍କ ଦୁନିଆ ସାଙ୍ଗେ
ହେଇଥିଲା ବିଚ୍ଛିନ୍ନ ଆତ୍ମା ଶରୀର ସାଙ୍ଗେ
ଗଢ଼ା ପରା ପଞ୍ଚଭୂତ ରେ ମଣିଷ
ଆଉ ପଞ୍ଚଭୂତରେ ମିଶି ତା ଜୀବନ ହେଇଛି ଶେଷ
 ଦେଖିଥିଲା ବହ୍ନି ପ୍ରଥମ କରି ସେ ଏନ୍ତୁଡ଼ି ଶାଳରେ
ନଅ ମାସ ଆଲୋକଠୁ ଦୂରେ ରହିବା ପରେ
ସେ ଉଷ୍ମତା ଠୁ ବେଶୀ ଥିଲା ମାଆର ଦେହେ
ହେଲେ ଟିକି ଟିକି ଆଖି ମିଞ୍ଜି ମିଞ୍ଜି କରି
ଠିକ୍ ସେ ଅଗ୍ନିଶିଖା କୁ ଚାହୁଁଥାଏ।
ପୁଣି ଆସିଥିଲା ବାହା ବେଦୀ ମୂଳେ
ବାନ୍ଧି ଥିଲା ସାତ ଜନ୍ମର ବନ୍ଧନ
ଭାବିଥିଲା ବହ୍ନି ମୁକ ସାକ୍ଷୀ ଜୀବନର


About Nojoto   |   Team Nojoto   |   Contact Us
Creator Monetization   |   Creator Academy   |  Get Famous & Awards   |   Leaderboard
Terms & Conditions  |  Privacy Policy   |  Purchase & Payment Policy   |  Guidelines   |  DMCA Policy   |  Directory   |  Bug Bounty Program
© NJT Network Private Limited

Follow us on social media:

For Best Experience, Download Nojoto

Home
Explore
Events
Notification
Profile