Nojoto: Largest Storytelling Platform

Best ସମୟେଅସମୟେ Shayari, Status, Quotes, Stories

Find the Best ସମୟେଅସମୟେ Shayari, Status, Quotes from top creators only on Nojoto App. Also find trending photos & videos about

  • 2 Followers
  • 6 Stories

koushik lenka

ପ୍ରିୟ Poonam Mahapatra ଦିଦି, ଆପଣ ଦେଇଥିବା ପଦ #ମୁଁସେଇପ୍ରେୟସୀ ପଦରେ ମୋର ଭାବନା କିଛି ଗାରେଇଛି। ବିଳମ୍ବ ର କାରଣ ତ ମୁଁ ଆପଣଙ୍କୁ ଜଣେଇଥିଲି। ତଥାପି ଅପେକ୍ଷା ଶବ୍ଦ ର ମହତ୍ତ୍ଵ ମୋ ପାଇଁ ଅଧିକ। କିଛି ସାଉଁଟା ଅନୁଭୂତି ମୋ ରଫ୍ ଖାତା ର ପଛ ପଟରୁ। ତୃଟି ଥିଲେ କ୍ଷମା କରିବେ। ତୁମ ମତାମତ ଅପେକ୍ଷା ରେ ରହିଲି Poonam Mahapatra ଦିଦି। #ତୁମଆମଗୁନ୍ଥାକବିତା #ସମୟେଅସମୟେ #ଓଡ଼ିଆgames #Yqbhaina #yqodia #munodia

read more
 ଚାରି କାନ୍ଥ 
ଭିତରେ ବନ୍ଦୀ ଥିବା ଆଞ୍ଜୁଳାଏ 
ଅନ୍ଧାର କ'ଣ ଅରଖ ର ବିଷାକ୍ତ 
ଜ୍ୱାଳା ରେ ଅନ୍ଧୁଆ ଆଖିର ଅୟୁତ 
ଅରୁଣିମା ର ଅର୍ଣ୍ଣବ ର ଚୂର୍ଣ୍ଣକୁନ୍ତଳ 
ରେ ଉଠୁଥିବା ଜ୍ୟୋତି ର ଝରକା 
କୁ ବନ୍ଦ କରି ପାରିବ। ହଁ ମୁଁ ପ୍ରେୟସୀ
 ହେଲେ କେଉଁ ଏକ ଅଳସୀ ନିଦର, 
କ‌ଇଁଫୁଟା ସରସୀ ର ଆଉ 
ଜହ୍ନ ଭରା ରାତିର। ହେଲେ ମାରୀଚି ରୁ 
ମାୟାବିନୀ ହରିଣୀ ସାଜିବାର 
ଇତିହାସ ଟା ମୋତେ ମୋର 
ଲଲାଟରେ ଲିପ୍ସା ର ଲୋତକ
 ବୁହାଇବାକୁ ବାଧ୍ୟ କରେ। ପ୍ରିୟ Poonam Mahapatra ଦିଦି, ଆପଣ ଦେଇଥିବା ପଦ #ମୁଁସେଇପ୍ରେୟସୀ
ପଦରେ ମୋର ଭାବନା କିଛି ଗାରେଇଛି। ବିଳମ୍ବ ର କାରଣ ତ ମୁଁ ଆପଣଙ୍କୁ ଜଣେଇଥିଲି। ତଥାପି ଅପେକ୍ଷା ଶବ୍ଦ ର ମହତ୍ତ୍ଵ ମୋ ପାଇଁ ଅଧିକ। କିଛି ସାଉଁଟା ଅନୁଭୂତି ମୋ ରଫ୍ ଖାତା ର ପଛ ପଟରୁ। ତୃଟି ଥିଲେ କ୍ଷମା କରିବେ। ତୁମ ମତାମତ ଅପେକ୍ଷା ରେ ରହିଲି Poonam Mahapatra ଦିଦି।
#ତୁମଆମଗୁନ୍ଥାକବିତା 
#ସମୟେଅସମୟେ
#ଓଡ଼ିଆgames  
#yqbhaina 
#yqodia 
#munodia

koushik lenka

ପ୍ରିୟ ର reshma mahapatra ଦିଦି 🙏🙏। ତୁମେ ଦେଇଥିବା ପଦ #ହସିବାକୁଲୋଡ଼ାଅନେକକାରଣ ରେ ମୁଁ କିଛି ଗାରେଇଛି। ଆଶା କରେ ପସନ୍ଦ ଆସିବ। ଯଦି କିଛି ତୃଟି ଥାଏ ତେବେ କାନଧରି ତୁମ ଶାସନ ର ଶିରୋନାମା ପଢ଼ିବାକୁ ମୁଁ ମଧ୍ୟ ପ୍ରସ୍ତୁତ ଅଛି। ମୋର ଏଥିରେ ଥିବା ଶେଷ ପଦ #ଖେଳିବାଆଗରୁହାରିଛିବାଜି କୁ ଆଗକୁ ବଢ଼ାଇବା ପାଇଁ ନିମନ୍ତ୍ରଣ କରୁଛି Binesh Samal , Rojalin Muduli ମହୋଦୟ ମହୋଦୟା ଙ୍କୁ। ଆଶା କରେ ସହଯୋଗ କରିବେ। #ତୁମଆମଗୁନ୍ଥାକବିତା #ସମୟେଅସମୟେ #ଓଡ଼ିଆgames #Yqbhaina #yqodia #odiawritings

read more
🌹🌹 ପ୍ରିୟ ର reshma mahapatra  ଦିଦି 🙏🙏। ତୁମେ ଦେଇଥିବା ପଦ #ହସିବାକୁଲୋଡ଼ାଅନେକକାରଣ ରେ ମୁଁ କିଛି ଗାରେଇଛି। ଆଶା କରେ ପସନ୍ଦ ଆସିବ। ଯଦି କିଛି ତୃଟି ଥାଏ ତେବେ କାନଧରି ତୁମ ଶାସନ ର ଶିରୋନାମା ପଢ଼ିବାକୁ ମୁଁ ମଧ୍ୟ ପ୍ରସ୍ତୁତ ଅଛି। ମୋର ଏଥିରେ ଥିବା ଶେଷ ପଦ #ଖେଳିବାଆଗରୁହାରିଛିବାଜି କୁ ଆଗକୁ ବଢ଼ାଇବା ପାଇଁ ନିମନ୍ତ୍ରଣ କରୁଛି Binesh Samal , Rojalin Muduli ମହୋଦୟ ମହୋଦୟା ଙ୍କୁ। ଆଶା କରେ ସହଯୋଗ କରିବେ। 
#ତୁମଆମଗୁନ୍ଥାକବିତା
#ସମୟେଅସମୟେ
#ଓଡ଼ିଆgames
#yqbhaina
#yqodia
#odiawritings

koushik lenka

#yourquotebhaina 💗💗💗 ପ୍ରିୟ ର, ଭାଇନା ମୋର ପ୍ରଣାମ ଗ୍ରହଣ କରିବେ। ଆପଣଙ୍କ ର ଏ ପ୍ରେରଣା ପ୍ରଦାୟୀ ଫାଲ୍ଗୁନି ଚ‌ଇତି ବାଆ ମୋ ଦେହରେ ବାଜିବା ପରଠୁ, ମୁଁ ନିଜକୁ ଅନେକ ଭିଜେଇ ସାରିଲିଣି,ଆଉ ଆପଣଙ୍କ ପାଇଁ ଏ ଦେହର ଭିଜା ବାସନା ଦୂରକୁ ଛିଟିକି ପଡ଼ିଛି। ମୁଁ ଆପଣଙ୍କ ପାଖରେ କୃତଜ୍ଞ ରହିଲି ଭାଇନା।। ଆପଣଙ୍କ ର ନିର୍ଦ୍ଦେଶ କ୍ରମେ ମୁଁ କିଛି କଳ୍ପନା ର କର୍ପୁର କୁ ଅର୍ଘ୍ୟ ରୂପେ ଜାଳିବସିଛି। ଏହି ଲେଖା କୁ ଆଗକୁ ନେବା ପାଇଁ ମୁଁ ଆମନ୍ତ୍ରିତ କରୁଛି ତୁହିନାଂଶୁ କର, binapani pradhan, Suraj Kumar Mishra, Arghyarupa Swain ମହୋଦୟ,ମହୋଦୟା ଙ୍କୁ। ଗତ ଦୁଇଦିନର ପ୍ରତିଯୋଗିତାର ପ୍ରଦର୍ଶନ ଦ #Challenge #Collab #yqodia #Yqbhaina #ବାସ୍ତବତାନାକଳ୍ପନା #ସମୟେଅସମୟେ

read more
ପ୍ରେମର ତର୍ପୋଲିନ ତରୁଡାଳେ,
 ତିମିର ର ନୁପୂର ହଳେ ଜୋଛନା
 ପାଦେ ବାନ୍ଧି ଦେଇ କେତେ
 ଅଭିମାନ ର ଫର୍ଦ୍ଦ କୁ କାଗଜ
 ଡଙ୍ଗା କରି ମୋ ମାଟି ଅଗଣା 
ର ଚାଳିଆ ଓଳାରୁ ଓହଳି 
ଆସୁଥିବା ନଡ଼ାର ନଳ ଦେଇ ଝରା 
ବାରିରେ ମୁଁ ଭସାଇ ଦିଏ, 
ଆଉ ଭାବନା ର ଧାରୁଆ ମଞ୍ଜା ରେ
 ହାତ କଟିଲେ ବି ମୁ "ଗୁଡ଼ି" କୁ 
ଉଡ଼ାଇବା କୁ ସଙ୍କୋଚ କରେନା। #yourquotebhaina 💗💗💗 ପ୍ରିୟ ର, ଭାଇନା ମୋର ପ୍ରଣାମ ଗ୍ରହଣ କରିବେ। ଆପଣଙ୍କ ର ଏ ପ୍ରେରଣା ପ୍ରଦାୟୀ ଫାଲ୍ଗୁନି ଚ‌ଇତି ବାଆ ମୋ ଦେହରେ ବାଜିବା ପରଠୁ, ମୁଁ ନିଜକୁ ଅନେକ ଭିଜେଇ ସାରିଲିଣି,ଆଉ ଆପଣଙ୍କ ପାଇଁ ଏ ଦେହର ଭିଜା ବାସନା ଦୂରକୁ ଛିଟିକି ପଡ଼ିଛି। ମୁଁ ଆପଣଙ୍କ ପାଖରେ କୃତଜ୍ଞ ରହିଲି ଭାଇନା।।
ଆପଣଙ୍କ ର ନିର୍ଦ୍ଦେଶ କ୍ରମେ ମୁଁ କିଛି କଳ୍ପନା ର କର୍ପୁର କୁ ଅର୍ଘ୍ୟ ରୂପେ ଜାଳିବସିଛି। 
ଏହି ଲେଖା କୁ ଆଗକୁ ନେବା ପାଇଁ ମୁଁ ଆମନ୍ତ୍ରିତ କରୁଛି  ତୁହିନାଂଶୁ କର, binapani pradhan, Suraj Kumar Mishra, Arghyarupa Swain ମହୋଦୟ,ମହୋଦୟା ଙ୍କୁ।



ଗତ ଦୁଇଦିନର ପ୍ରତିଯୋଗିତାର ପ୍ରଦର୍ଶନ ଦ

koushik lenka

ଧନ୍ୟବାଦ CHARUBALA PADHI ଦିଦି ଆପଣଙ୍କ ସହ ମୋତେ କିଛି ବାଟ ଚାଲିବାକୁ ସୁଯୋଗ ଦେଇଥିବାରୁ। ଆପଣଙ୍କ ପ୍ରଦତ୍ତ #କେଉଁଏକଅନ୍ଧାରୀମୁଲକରେ କିଛି ଗାରେଇଛି, ଭାବୁଛି ସେ ଗାର ଭିତରୁ ଆପଣ ଛବି ଟିଏ ପାଇବେ। ମୋର ଶେଷ ପଦ #ଜହ୍ନ‌ଉଇଁଛିଉଆଁସରାତିରେ ଆଗକୁ ନେବା ପାଇଁ ସହଯୋଗ କାମନା କରିବି Namrata Barpanda , Santosini Ojha ଙ୍କୁ। #ତୁମଆମଗୁନ୍ଥାକବିତା #ସମୟେଅସମୟେ #ଓଡ଼ିଆgames #Yqbhaina #yqodia

read more
ସେ ଜହ୍ନ ଦେହେ କଳଙ୍କ ଦେଖି ମୁଁ ବି
ଜାଣି ଯାଇଥିଲି, ପ୍ରେମର ସ୍ମାରକ
 ବନ‌ଉଥିବା ପ୍ରତ୍ୟେକଟି ପ୍ରେମୀ ଯୁଗଳ 
"ପ୍ରେମ" ଯେତେବେଳେ ଇଙ୍ଗୁଦୀ ର
ଶିଖା ପରି ଜଳିଜଳି ପାଉଁଶ ହେଇଯାଏ
 ସେତେବେଳେ ମୁଣ୍ଡ କୁ ଦୋଷ
 କେବଳ ଜହ୍ନ ନିଏ। କାରଣ ସେ ଥିଲା ସାକ୍ଷୀ।
ଦୁଇଟା ଅଜଣା ହୃଦୟ ର କଥାକୁ ସେ
ଲୁଚିଲୁଚି ଶୁଣିଥିଲା।
 ଆଉ ଆଜି ସେ କାଠଗଡ଼ାର ଦୋଷୀ।
ତା' ସପକ୍ଷରେ ଯୁକ୍ତି ବାଢ଼ିବାକୁ 
ସମସ୍ତେ ଅରାଜି। 
ସେଇଥି ପାଇଁ ତ ଜହ୍ନ ଲେଖିଲା 
ଗଜ୍ଜଲ କବିତା। ଆଉ ନାଁଦେଇଦେଲା
 "ଜହ୍ନ ଉଇଁଛି ଉଆଁସ ରାତିରେ"। ଧନ୍ୟବାଦ CHARUBALA PADHI ଦିଦି ଆପଣଙ୍କ ସହ ମୋତେ କିଛି ବାଟ ଚାଲିବାକୁ ସୁଯୋଗ ଦେଇଥିବାରୁ। ଆପଣଙ୍କ ପ୍ରଦତ୍ତ #କେଉଁଏକଅନ୍ଧାରୀମୁଲକରେ  କିଛି ଗାରେଇଛି, ଭାବୁଛି ସେ ଗାର ଭିତରୁ ଆପଣ ଛବି ଟିଏ ପାଇବେ। ମୋର ଶେଷ ପଦ #ଜହ୍ନ‌ଉଇଁଛିଉଆଁସରାତିରେ ଆଗକୁ ନେବା ପାଇଁ ସହଯୋଗ କାମନା କରିବି Namrata Barpanda , Santosini Ojha  ଙ୍କୁ।
#ତୁମଆମଗୁନ୍ଥାକବିତା 
#ସମୟେଅସମୟେ 
#ଓଡ଼ିଆgames 
#yqbhaina 
#yqodia

koushik lenka

#yourquotebhaina ଜୁହାର। ରାତି ପାହିଗଲା। କାଲି ରାତିରେ ଆପଣଙ୍କ ସହ କଥା ବାର୍ତ୍ତା ମୋତେ ଖୁବ୍ ସୁନ୍ଦର ଲାଗିଲା। ତତ୍ସହିତ ମୋର କେତେ ଜଣ ବରିଷ୍ଠ ଲେଖକ,ଲେଖିକା ମହୋଦୟା ଙ୍କ ସହ ମଧ୍ୟ ଭେଟ ହେଲା। ଆଉ ଆପଣ ଙ୍କ ପ୍ରଦତ୍ତ #କନକ‌ଉପତ୍ୟକାରସେଇସୁବର୍ଣ୍ଣପ୍ରତିମା ବିଷୟରେ ମୁଁ କିଛି ଗାରେଇଛି, ଆଶା କରେ ଆପଣ ଙ୍କୁ ପସନ୍ଦ ଆସିବ। ଆଗକୁ ଆଗେଇବା ପାଇଁ ଆପଣଙ୍କ ନିର୍ଦ୍ଦେଶ; ମୁଁ ଏଥିନିମନ୍ତେ ଆମନ୍ତ୍ରଣ କରୁଛି Abhilipsa Sahoo , Mr Pairabi Suna, reshma mahapatra , Bela Bhumi ଙ୍କୁ। ମୋର ଶେଷ ପଦ: #ମୁଁଅଭିଶପ୍ତବସନ୍ତର‌ଉଆଁସୀଖରା । ଶୁଭ ସକାଳ #ତୁମଆମଗୁନ୍ଥାକବିତା #ସମୟେଅସମୟେ #ଓଡ଼ିଆgames #Yqbhaina #yqodia

read more
ମୋ ପାନଖିଆ ଓଠ ର ଲାଲ୍ ରଙ୍ଗ 
ଟା ପରା ତମ ସେ ଘିଅଖିଆ ଓଠ ର 
ଓଢ଼ଣୀ କୁ ସବୁଦିନ ପାଇଁ,
 ଇମାରତ କରିବାକୁ ଚାହୁଁଛି। 
ମୋ ରିକ୍ତ ମନ ର ମହମ ଭରା ମନ୍ଦିରେ
 ନିଇତି ବାଜୁଛି ଘଣ୍ଟା। 
ଅପେକ୍ଷା ର ଅସଜଡ଼ା ଫର୍ଦ୍ଦ କୁ ସଜାଡ଼ୁ,
 ସଜାଡ଼ୁ ଭାଙ୍ଗିଗଲାଣି ମୋ ଅଣ୍ଟା।
 ତମ ସେ ସୁବର୍ଣ୍ଣ ପ୍ରତିମା କୁ 
ପୂଜିବା ପାଇଁ କି ସାଜିଯିବି, 
ମୁଁ ବିନା ପ‌ଇତାର ପୂଜକ। 
ଆଉ ସେଠି ମୋ ବେଦ ମନ୍ତ୍ର ତମେ ଶୁଣିବ,
 ଆଉ ତମ ଆଶିଷ ଖାଲି ମୁଁ ପାଇବି। 
ସଞ୍ଜ ନ‌ଉଁ ଥିବ, ଜହ୍ନ ଉଉଁ ଥିବ, 
କ‌ଇଁ ଫୁଟୁଥିବ, ଆଉ ମୁଁ ତମ ମୋହିନୀ
 ଆଖିରେ ମୋହିତ ହେଇ ଚାଲିଥିବି। ତମ ପାଇଁ,
ମୁଁ ଅଭିଶପ୍ତ ବସନ୍ତ ର ଉଆଁସୀ ଖରା। #yourquotebhaina ଜୁହାର। ରାତି ପାହିଗଲା। କାଲି ରାତିରେ ଆପଣଙ୍କ ସହ କଥା ବାର୍ତ୍ତା ମୋତେ ଖୁବ୍ ସୁନ୍ଦର ଲାଗିଲା। ତତ୍ସହିତ ମୋର କେତେ ଜଣ ବରିଷ୍ଠ ଲେଖକ,ଲେଖିକା ମହୋଦୟା ଙ୍କ ସହ ମଧ୍ୟ ଭେଟ ହେଲା। ଆଉ ଆପଣ ଙ୍କ ପ୍ରଦତ୍ତ #କନକ‌ଉପତ୍ୟକାରସେଇସୁବର୍ଣ୍ଣପ୍ରତିମା ବିଷୟରେ ମୁଁ କିଛି ଗାରେଇଛି, ଆଶା କରେ ଆପଣ ଙ୍କୁ ପସନ୍ଦ ଆସିବ। 
ଆଗକୁ ଆଗେଇବା ପାଇଁ ଆପଣଙ୍କ ନିର୍ଦ୍ଦେଶ;
ମୁଁ ଏଥିନିମନ୍ତେ ଆମନ୍ତ୍ରଣ କରୁଛି Abhilipsa Sahoo , Mr Pairabi Suna, reshma mahapatra , Bela Bhumi   ଙ୍କୁ। 
ମୋର ଶେଷ ପଦ: #ମୁଁଅଭିଶପ୍ତବସନ୍ତର‌ଉଆଁସୀଖରା ।
ଶୁଭ ସକାଳ
#ତୁମଆମଗୁନ୍ଥାକବିତା
#ସମୟେଅସମୟେ #ଓଡ଼ିଆgames  
#yqbhaina

Jyotshna Rani Sahoo

"ବାସ୍ତବତା" କ୍ଷିତି, ଆପ, ତେଜ, ବ୍ୟୋମ ଓ ମରୁତ ପଞ୍ଚ ମହାଭୂତରୁ ସୃଷ୍ଟି, ରକ୍ତ, ମାଂସ, ଅସ୍ତି, ମଜ୍ଜା ଦ୍ୱାରା ନିର୍ମିତ ଜୀବନ୍ତ ପିତୁଳା "ସୃଷ୍ଟିର ବାସ୍ତବତା" ! ଆବର୍ତ୍ତନ ପରିକ୍ରମଣ, #Challenge #Collab #YourQuoteAndMine #yqodia #Yqbhaina #ବାସ୍ତବତାନାକଳ୍ପନା #ସମୟେଅସମୟେ

read more
ମୃତ୍ୟୁର ସମୁଦ୍ରରେ ବୁଡ଼ି ଯାଉଥିବା ବେଳେ
ସତେ ଯେମିତି ଏଇନେ କିଏ ହାତ ଧରିକି
ଭିଡ଼ି ଆଣିବ ମୁଁ ପୁଣି ନିଃଶ୍ୱାସ କୁ 
ସିଧା କରି ଗଣିବି ହେଉଛି କଳ୍ପନା।

ପାପ ଆଉ ପୁଣ୍ୟ ର ଗଣନା ହେଲାବେଳେ
ମୋ ଜୀବନର ପୁଣ୍ୟ ବେଶି ମତଦାନ
ପାଇ ବିଜୟୀ ଘୋଷିତ ହବ
ହେଉଛି ସ୍ଵତଃ ପ୍ରବୃତ୍ତ କଳ୍ପନା। "ବାସ୍ତବତା"

କ୍ଷିତି, ଆପ, ତେଜ, ବ୍ୟୋମ ଓ ମରୁତ 
ପଞ୍ଚ ମହାଭୂତରୁ ସୃଷ୍ଟି, 
ରକ୍ତ,  ମାଂସ, ଅସ୍ତି, ମଜ୍ଜା ଦ୍ୱାରା ନିର୍ମିତ ଜୀବନ୍ତ  ପିତୁଳା 
 "ସୃଷ୍ଟିର ବାସ୍ତବତା" !

ଆବର୍ତ୍ତନ ପରିକ୍ରମଣ,


About Nojoto   |   Team Nojoto   |   Contact Us
Creator Monetization   |   Creator Academy   |  Get Famous & Awards   |   Leaderboard
Terms & Conditions  |  Privacy Policy   |  Purchase & Payment Policy   |  Guidelines   |  DMCA Policy   |  Directory   |  Bug Bounty Program
© NJT Network Private Limited

Follow us on social media:

For Best Experience, Download Nojoto

Home
Explore
Events
Notification
Profile