Nojoto: Largest Storytelling Platform

Best ହାୟମୋରରାତି Shayari, Status, Quotes, Stories

Find the Best ହାୟମୋରରାତି Shayari, Status, Quotes from top creators only on Nojoto App. Also find trending photos & videos about

  • 1 Followers
  • 6 Stories

JS Jyoti

ହାୟ ମୋର ରାତି *************** ଶାନ୍ତ କେଉଁ ଏକ ନିଦ୍ରିତ ସହରେ ଅଶାନ୍ତ ତୋଫାନ ଆସେ ଥରେ ଥରେ, ଅବିରତ ଅଶ୍ରୁ ବିରତି ଦିଏନା ଲୁହ ଢ଼ୋକି ହସୁଥାଏ କାହାର ଭାବନା, #odiapoetry #odiawritings #yqodia #Yqbhaina #muodia #ହାୟମୋରରାତି

read more

-:ହାୟ ମୋର ରାତି:-
                           ସମ୍ପୂର୍ଣ୍ଣ କବିତା...... ହାୟ ମୋର ରାତି
***************

ଶାନ୍ତ କେଉଁ ଏକ ନିଦ୍ରିତ ସହରେ
ଅଶାନ୍ତ ତୋଫାନ ଆସେ ଥରେ ଥରେ,
ଅବିରତ ଅଶ୍ରୁ ବିରତି ଦିଏନା
ଲୁହ ଢ଼ୋକି ହସୁଥାଏ କାହାର ଭାବନା,

JS Jyoti

#ହାୟମୋରରାତି #Yqbhaina #yqodia #odiawritings #odiapoetry #jsjyoti

read more

ଅତୀତ ଇତିହାସର ସେ ପୁରୁଣା ଦଲିଲ
ଖୋଲି ସେ ପୁରୁଣା ଚିଠି ଏବେ ପଢ଼ୁଥିଲି,
ପ୍ରାରମ୍ଭରେ ଲେଖା ଥିଲା "ପ୍ରିୟତମ ମୋର"
ଚିଠି ଶେଷେ ଲେଖିଥିଲା ଇତି "ମୁଁ ତୁମର"

ଦେଇଥିଲା କେହିଜଣେ ମିଛ ପ୍ରତିଶ୍ରୁତି
ହାୟ ମୋର ରାତି!!!
 #ହାୟମୋରରାତି #yqbhaina 
#yqodia 
#odiawritings 
#odiapoetry 
#jsjyoti

JS Jyoti

#ହାୟମୋରରାତି #Yqbhaina #yqodia #odiawritings #Odiaquotes #jsjyoti

read more

ପୂର୍ଣ୍ଣିମୀ ତିଥିର ମୁଁ ଅମାବାସ୍ୟା ଜହ୍ନ
କ୍ଷତାକ୍ତ ତନୁରେ ମୋର କଳଙ୍କର ଚିହ୍ନ,
ଅଧୁରା ଲଗ୍ନର ମୁଁ ଏମିତି ଆକାଶ
ଛାତିରେ ଛାତିଏ ମୋର ଖାଲି ଅବଶୋଶ,

ତାରା ମାନେ ରୁଷିଯାନ୍ତି ଏମିତି କେମିତି
ହାୟ ମୋର ରାତି!!!
 #ହାୟମୋରରାତି 
#yqbhaina 
#yqodia 
#odiawritings 
#odiaquotes 
#jsjyoti

JS Jyoti

#ହାୟମୋରରାତି #Yqbhaina #yqodia #jsjyoti

read more

ଗବାକ୍ଷର ବକ୍ଷ ଚିରି ନକ୍ଷତ୍ରଙ୍କୁ ଦେଖେ
ଡାଏରୀର ଫର୍ଦ୍ଦ ଖୋଲି ମନକଥା ଲେଖେ,
କିସ୍ତି ପରେ କିସ୍ତି କରି ସ୍ମୃତି ଶାସ୍ତି ଦିଏ 
ନିର୍ଦୋଷ ମୁଁ,ଅପରାଧୀ ସାଜି ଫାଶୀ ପାଏ,

ଦଲକାଏ ପବନରେ ଲିଭିଯାଏ ବତୀ
ହାୟ ମୋର ରାତି!!! #ହାୟମୋରରାତି 
#yqbhaina 
#yqodia 
#jsjyoti

JS Jyoti

#ହାୟମୋରରାତି #Yqbhaina #yqodia #odiawritings #Odiaquotes #muodia #jsjyoti

read more

ଆକାଂକ୍ଷିତ ସପନର ଦୁର୍ବାର ଆଶାରେ
ଅପେକ୍ଷାରେ ମ୍ରିୟମାଣ ନେତ୍ର ପଲକରେ,
ପ୍ରତିଜ୍ଞାବଧ ନିଦଗୁଡ଼ା ଦୂରେ ଯାନ୍ତି ଚାଲି
ତଥାପି ମୁଁ ପ୍ରତୀକ୍ଷିତ ଆସିବେ ସେ ବୋଲି,

ଚାହିଁ ଚାହିଁ ଖାଲି କୋହେ ଭରେ ଏଇ ଛାତି
ହାୟ ମୋର ରାତି !!! #ହାୟମୋରରାତି #yqbhaina #yqodia #odiawritings #odiaquotes #muodia #jsjyoti

JS Jyoti

#Yqbhaina #yqodia #Odiaquotes #munodia #odiawritings #jsjyoti #ହାୟମୋରରାତି

read more

ଶାନ୍ତ କେଉଁ ଏକ ନିଦ୍ରିତ ସହରେ
ଅଶାନ୍ତ ତୋଫାନ ଆସେ ଥରେ ଥରେ,
ଅବିରତ ଅଶ୍ରୁ ବିରତି ଦିଏନା
ଲୁହ ଢ଼ୋକି ହସୁଥାଏ କାହାର ଭାବନା,

ଯାଉ ଯାଉ ଦେଇଯାଏ ଜ୍ଵଳନର ତାତି
ହାୟ ମୋର ରାତି!!! #yqbhaina #yqodia #odiaquotes #munodia #odiawritings #jsjyoti #ହାୟମୋରରାତି


About Nojoto   |   Team Nojoto   |   Contact Us
Creator Monetization   |   Creator Academy   |  Get Famous & Awards   |   Leaderboard
Terms & Conditions  |  Privacy Policy   |  Purchase & Payment Policy   |  Guidelines   |  DMCA Policy   |  Directory   |  Bug Bounty Program
© NJT Network Private Limited

Follow us on social media:

For Best Experience, Download Nojoto

Home
Explore
Events
Notification
Profile