Nojoto: Largest Storytelling Platform

Best ଅତୀତ Shayari, Status, Quotes, Stories

Find the Best ଅତୀତ Shayari, Status, Quotes from top creators only on Nojoto App. Also find trending photos & videos about

  • 11 Followers
  • 23 Stories

JS Jyoti


ଭବିଷ୍ୟତ
ଖୋଜୁ ଖୋଜୁ,
ମୁଁ ବି କେବେ
ହଜିଥିଲି,

ସେ ଅତୀତ
ରାସ୍ତାରେ !! #ଅତୀତ #yqbhaina #odiawritings #odiaquotes #muodia #yqodia #yqquotes

JS Jyoti

#ଅତୀତ ରୁ ବର୍ତ୍ତମାନ ଯାଏ #Yqbhaina #yqodia #Odiaquotes #odiawritings #muodia

read more

ବେଳେ ବେଳେ ଅତୀତ କୁ ଚାହିଁ
ବର୍ତ୍ତମାନର ଦୂରତା କୁ ମାପେ,
ଟୁଆଁ ଟୁଇଁ ଠାରୁ ଟାକ୍ସୋନୋମି ଯାଏ
ଛବି ବହି ଠାରୁ ସାଇଟୋଲୋଜି ଯାଏ
ଜଣା ଅଜଣା ଠାରୁ ଜେନେଟିକ୍ସ ଯାଏ
ଫାଜିଲାମୀ ଠାରୁ ଫିଜିଓଲୋଜି ଯାଏ
ଖଡ଼ିଗୁଣ୍ଡ ଠାରୁ ମାର୍କର ଯାଏ
ଆଉ ଚପଳତା ଠାରୁ ଶିକ୍ଷକତା ଯାଏ,
ଏ ଦୂରତା କୁ ମାପି ହୁଏନା,
ଚାହିଁଲେ ବି ପଛକୁ ଫେରି ହୁଏନା । #ଅତୀତ ରୁ ବର୍ତ୍ତମାନ ଯାଏ #yqbhaina #yqodia #odiaquotes #odiawritings #muodia

jagamohan Pradhan

#ଅତୀତ #ସମୟ Life #odiakavita

read more

Adyasha Priyadarshini D

#ଅତୀତ #Yqbhaina #yqodia

read more
ମୁଁ ଯଦି ଆଜି ମନେ ପକାଏ
ସେଇ ବିତି ଯାଇଥିବା ମୂହୁର୍ତ୍ତ ସବୁକୁ,
ତୁମେ କ'ଣ
ମୋ କଥାରେ ପାଳି ଧରିବ?

ଯଦି ମୁଁ ଆଜି
ଅତୀତକୁ ଫେରିବାକୁ ଚାହେଁ
ତେବେ ତୁମେ କ'ଣ
ହାତ ବଢାଇ ଆଦରି ନେବ ମୋତେ? #ଅତୀତ 
#yqbhaina 
#yqodia

Subhasish Pradhan

#ଅତୀତ #yqodia #Yqbhaina #pinta_quote

read more
ଅଲୋଡ଼ା ଅତୀତକୁ କାହିଁକି ବା ଲେଖିବି!
ନାଁ ପ୍ରିୟା ଅଛି ନାଁ ପ୍ରେମ ଅଛି। #ଅତୀତ #yqodia #yqbhaina #pinta_quote

Subhasish Pradhan

#ଅତୀତ #ପୁରୁଣାକବିତା #Yqbhaina #yqodia #pinta_quote #munodia #odiapoetry #YourQuoteAndMine Collaborating with YourQuote Bhaina

read more
ମୁଁ କେମିତି କହିବି ସେ ଅକୁହାକଥାକୁ?
ଯଦି କହିଦେବି ହେବନି କି ଅପମାନ ସେ ସାଇତା ରହସ୍ୟର!
ଯାହା କେବଳ ତୁମର....
                           ମୋର........
                                   ଆମର......... #ଅତୀତ 
#ପୁରୁଣାକବିତା #yqbhaina #yqodia #pinta_quote #munodia #odiapoetry
       #YourQuoteAndMine
Collaborating with YourQuote Bhaina

Subhasish Pradhan

କିଛି ବିଷୟର ବର୍ଣ୍ଣନା କରିବା ମଣିଷ ପକ୍ଷେ ଅସମ୍ଭବ। କିଛି ର ବର୍ଣ୍ଣନା ସମୟ ପାଇଁ ଅସମ୍ଭବ। #ସମୟ #ଅତୀତ #ଭବିଷ୍ୟତ #yqodia #Yqbhaina #pinta_quote

read more
ସମୟ ବଦଳେ, ମଣିଷ ବଦଳେ, ବଦଳେ ପୁଣି ପ୍ରତିଟି ମୁହୂର୍ତ୍ତ।
ଏଇ ବଦଳିବା ଭିତରେ ଦୁଇଜଣ କିନ୍ତୁ ବଦଳି ନଥାନ୍ତି ଜଣେ ଅତୀତ ଆଉ ଜଣେ ଭବିଷ୍ୟତ। କିଛି ବିଷୟର ବର୍ଣ୍ଣନା କରିବା ମଣିଷ ପକ୍ଷେ ଅସମ୍ଭବ। କିଛି ର ବର୍ଣ୍ଣନା ସମୟ ପାଇଁ ଅସମ୍ଭବ।

#ସମୟ #ଅତୀତ #ଭବିଷ୍ୟତ #yqodia #yqbhaina #pinta_quote

Subhasish Pradhan

#ଅତୀତ #yqbaba #Yqbhaina #munodia #pinta_quote

read more
ମୋ ହୃଦୟର ପ୍ରତିଟି କୋଣରେ ସାଇତା ଅଲୋଡ଼ା ଅତୀତ
ଯାହାର ରହସ୍ୟ ଜାଣେନାହିଁ କେହି ତୋ ମୋ ବ୍ୟତୀତ।। #ଅତୀତ  #yqbaba #yqbhaina #munodia #pinta_quote

Subhasish Pradhan

କେବେ କେମିତି କେଜାଣି ତୁମେ ମନେ ପଡ଼ିଯାଅ,
ଏଇ କେବେ, କେମିତି, କେଜାଣି, ମୋ ପ୍ରତିଟି ମୁହୂର୍ତ୍ତ।। #ଅତୀତ #yqodia #yqbaba #yqbhaina #munodia #pinta_quote

Subhasish Pradhan

!! ମାନସପଟ୍ଟ !! ମୁଁ ପିଣ୍ଟୁ...। ସାଙ୍ଗମାନଙ୍କ ପାଖେ "ସୁବା" ଆଉ ସାମାଜିକ ପରିଚୟରେ "ଶୁଭାଶିଷ ପ୍ରଧାନ"। କିନ୍ତୁ ମୋତେ ସିଏ ତା ମାତୃତ୍ବର ହକ୍ ରେ କଂହେଇ ବୋଲି ଡାକେ। କଂହେଇରେ ପେଟପୁରା ଖାଇଦେ। ସଞ୍ଜବୁଡ଼ ହେଲେ ଫେରେ ଯାଇ ତୁ ଆସିବୁ। ଗଲାବେଳେ ଚଣ୍ଡୀବୁଢ଼ୀକୁ ମୁଣ୍ଡିଆ ମାରିକି ଯିବୁ। ମାଆ ତୋତେ ଘଣ୍ଟ ଘୋଡେଇକି ରଖିବ। କାହା ସହ ଝଗଡ଼ା କରିବୁନି। ଏମିତି କେତେ କଥା କହିଯାଉଥିଲା ମୋ ବୋଉ.... ମୋତେ ଖୁଆଉ ଖୁଆଉ। ତିନୋଟି ଝିଅ ଭିତରେ ଗୋଟିଏ ବୋଲି ଗେଲ୍ହାପୁଅ ମୁଁ ତାର। ତା' ଜୀବନ ତା' ଏକୋଈର ବଳା ବିଶିକେସନ। ମନଭିତରେ ଅପୂର୍ବ ଖୁସି ତାର ବି, ଆଉ ମୋର ବି। ତେଣୁ ଅଜ୍ଞାଧୀନ ପରି ମୁଁ ଖାଲି ତା କଥାରେ #odiastory #ଅତୀତ #yqodia #Yqbhaina #pinta_quote #ମୋକାହାଣୀ #ମୋଶ୍ରେଷ୍ଠଗଳ୍ପ

read more
ମାନସପଟ୍ଟ !! !! ମାନସପଟ୍ଟ !!

ମୁଁ ପିଣ୍ଟୁ...। ସାଙ୍ଗମାନଙ୍କ ପାଖେ "ସୁବା" ଆଉ ସାମାଜିକ ପରିଚୟରେ "ଶୁଭାଶିଷ ପ୍ରଧାନ"। କିନ୍ତୁ ମୋତେ ସିଏ ତା ମାତୃତ୍ବର ହକ୍ ରେ କଂହେଇ ବୋଲି ଡାକେ।
କଂହେଇରେ ପେଟପୁରା ଖାଇଦେ। ସଞ୍ଜବୁଡ଼ ହେଲେ ଫେରେ ଯାଇ ତୁ ଆସିବୁ। ଗଲାବେଳେ ଚଣ୍ଡୀବୁଢ଼ୀକୁ ମୁଣ୍ଡିଆ ମାରିକି ଯିବୁ। ମାଆ ତୋତେ ଘଣ୍ଟ ଘୋଡେଇକି ରଖିବ। କାହା ସହ ଝଗଡ଼ା କରିବୁନି। ଏମିତି କେତେ କଥା କହିଯାଉଥିଲା ମୋ ବୋଉ....  ମୋତେ ଖୁଆଉ ଖୁଆଉ। ତିନୋଟି ଝିଅ ଭିତରେ ଗୋଟିଏ ବୋଲି ଗେଲ୍ହାପୁଅ ମୁଁ ତାର। ତା' ଜୀବନ ତା' ଏକୋଈର ବଳା ବିଶିକେସନ। ମନଭିତରେ ଅପୂର୍ବ ଖୁସି ତାର ବି, ଆଉ ମୋର ବି। ତେଣୁ ଅଜ୍ଞାଧୀନ ପରି ମୁଁ ଖାଲି ତା କଥାରେ
loader
Home
Explore
Events
Notification
Profile