Nojoto: Largest Storytelling Platform

Best ମୋଶ୍ରେଷ୍ଠଗଳ୍ପ Shayari, Status, Quotes, Stories

Find the Best ମୋଶ୍ରେଷ୍ଠଗଳ୍ପ Shayari, Status, Quotes from top creators only on Nojoto App. Also find trending photos & videos about

  • 2 Followers
  • 4 Stories

Rk Rakesh Kumar

ଆମେ ଭାଇ ଭଉଣୀ ମିଶି ୪ ଜଣ। ବାପା ସରକାରୀ ଚାକିରୀ ଘରେ କମ ବାହାରେ ବେଶୀ ରହୁଥିଲେ। ସେଥିପାଇଁ ବୋଧେ ବୋଉ କୁ ମୁଁ ଟିକେ ବେଶୀ ଭଲପାଉଥିଲି। ଏବେ ମୁଁ ନିଜ ପଢା ପାଇଁ ବାହାରେ ରହୁଛି। ବାପାଙ୍କର ଭାରି ଇଚ୍ଛା ମୁଁ ବି ତାଙ୍କ ପରି ସରକାରୀ ଚାକିରୀ ଖଣ୍ଡେ କରେ। ଆଉ ମୋର ବି ବାପାଙ୍କୁ ଦେଖି ଦେଖି ତାଙ୍କ ପରି ହବାକୁ ଭାରି ଇଚ୍ଛା। ମୁଁ ଭୁବନେଶ୍ୱର ରେ ଗୋଟେ ଛୋଟ ଭଡ଼ାଘର ନେଇକି ଏକା ରହେ। ଦିନ କୁ ୨ ଥର ନିଜେ ରୋଷେଇ କରିକି ଖାଏ। ଆଉ ସକାଳେ ବାହାରେ ଟିଫିନ୍ କରି ନିଏ। ସେଦିନ ଗୁରୁବାର ଥାଏ। ବୋଉ କଥା ମାନି ମୁଁ ଗୁରୁବାର ଆମିଷ ଖାଏନି। ସେଦିନ ଖରାବେଳେ କଣ ଇଚ୍ଛା ହେଲା ଆଉ ଭାତ ନ ରାନ୍ଧି ରୁଟି ଆଉ ଡାଲମା #maa #Rinku #yqodia #Yqbhaina #muodia #ମୋଶ୍ରେଷ୍ଠଗଳ୍ପ #rinkuodia

read more
[Mother's Day Repost] ଆମେ ଭାଇ ଭଉଣୀ ମିଶି ୪ ଜଣ। ବାପା ସରକାରୀ ଚାକିରୀ ଘରେ କମ ବାହାରେ ବେଶୀ ରହୁଥିଲେ। ସେଥିପାଇଁ ବୋଧେ ବୋଉ କୁ ମୁଁ ଟିକେ ବେଶୀ ଭଲପାଉଥିଲି। ଏବେ ମୁଁ ନିଜ ପଢା ପାଇଁ ବାହାରେ ରହୁଛି। ବାପାଙ୍କର ଭାରି ଇଚ୍ଛା ମୁଁ ବି ତାଙ୍କ ପରି ସରକାରୀ ଚାକିରୀ ଖଣ୍ଡେ କରେ। ଆଉ ମୋର ବି ବାପାଙ୍କୁ ଦେଖି ଦେଖି ତାଙ୍କ ପରି ହବାକୁ ଭାରି ଇଚ୍ଛା। 

ମୁଁ ଭୁବନେଶ୍ୱର ରେ ଗୋଟେ ଛୋଟ ଭଡ଼ାଘର ନେଇକି ଏକା ରହେ। ଦିନ କୁ ୨ ଥର ନିଜେ ରୋଷେଇ କରିକି ଖାଏ। ଆଉ ସକାଳେ ବାହାରେ ଟିଫିନ୍ କରି ନିଏ। ସେଦିନ ଗୁରୁବାର ଥାଏ। ବୋଉ କଥା ମାନି ମୁଁ ଗୁରୁବାର ଆମିଷ ଖାଏନି। ସେଦିନ ଖରାବେଳେ କଣ ଇଚ୍ଛା ହେଲା ଆଉ ଭାତ ନ ରାନ୍ଧି ରୁଟି ଆଉ ଡାଲମା

Rk Rakesh Kumar

ଆମେ ଭାଇ ଭଉଣୀ ମିଶି ୪ ଜଣ। ବାପା ସରକାରୀ ଚାକିରୀ ଘରେ କମ ବାହାରେ ବେଶୀ ରହୁଥିଲେ। ସେଥିପାଇଁ ବୋଧେ ବୋଉ କୁ ମୁଁ ଟିକେ ବେଶୀ ଭଲପାଉଥିଲି। ଏବେ ମୁଁ ନିଜ ପଢା ପାଇଁ ବାହାରେ ରହୁଛି। ବାପାଙ୍କର ଭାରି ଇଚ୍ଛା ମୁଁ ବି ତାଙ୍କ ପରି ସରକାରୀ ଚାକିରୀ ଖଣ୍ଡେ କରେ। ଆଉ ମୋର ବି ବାପାଙ୍କୁ ଦେଖି ଦେଖି ତାଙ୍କ ପରି ହବାକୁ ଭାରି ଇଚ୍ଛା। ମୁଁ ଭୁବନେଶ୍ୱର ରେ ଗୋଟେ ଛୋଟ ଭଡ଼ାଘର ନେଇକି ଏକା ରହେ। ଦିନ କୁ ୨ ଥର ନିଜେ ରୋଷେଇ କରିକି ଖାଏ। ଆଉ ସକାଳେ ବାହାରେ ଟିଫିନ୍ କରି ନିଏ। ସେଦିନ ଗୁରୁବାର ଥାଏ। ବୋଉ କଥା ମାନି ମୁଁ ଗୁରୁବାର ଆମିଷ ଖାଏନି। ସେଦିନ ଖରାବେଳେ କଣ ଇଚ୍ଛା ହେଲା ଆଉ ଭାତ ନ ରାନ୍ଧି ରୁଟି ଆଉ ଡାଲମା #maa #Rinku #yqodia #Yqbhaina #muodia #ମୋଶ୍ରେଷ୍ଠଗଳ୍ପ #rinkuodia

read more
ସେଦିନ ରାତିରେ ବୋଉ କଥା ଭାବିକି
ବହୁତ କାନ୍ଦିଛି
(ଅନୁଶୀର୍ଷକ ରେ ପଢନ୍ତୁ ସମ୍ପୂର୍ଣ୍ଣ କାହାଣୀ) ଆମେ ଭାଇ ଭଉଣୀ ମିଶି ୪ ଜଣ। ବାପା ସରକାରୀ ଚାକିରୀ ଘରେ କମ ବାହାରେ ବେଶୀ ରହୁଥିଲେ। ସେଥିପାଇଁ ବୋଧେ ବୋଉ କୁ ମୁଁ ଟିକେ ବେଶୀ ଭଲପାଉଥିଲି। ଏବେ ମୁଁ ନିଜ ପଢା ପାଇଁ ବାହାରେ ରହୁଛି। ବାପାଙ୍କର ଭାରି ଇଚ୍ଛା ମୁଁ ବି ତାଙ୍କ ପରି ସରକାରୀ ଚାକିରୀ ଖଣ୍ଡେ କରେ। ଆଉ ମୋର ବି ବାପାଙ୍କୁ ଦେଖି ଦେଖି ତାଙ୍କ ପରି ହବାକୁ ଭାରି ଇଚ୍ଛା। 

ମୁଁ ଭୁବନେଶ୍ୱର ରେ ଗୋଟେ ଛୋଟ ଭଡ଼ାଘର ନେଇକି ଏକା ରହେ। ଦିନ କୁ ୨ ଥର ନିଜେ ରୋଷେଇ କରିକି ଖାଏ। ଆଉ ସକାଳେ ବାହାରେ ଟିଫିନ୍ କରି ନିଏ। ସେଦିନ ଗୁରୁବାର ଥାଏ। ବୋଉ କଥା ମାନି ମୁଁ ଗୁରୁବାର ଆମିଷ ଖାଏନି। ସେଦିନ ଖରାବେଳେ କଣ ଇଚ୍ଛା ହେଲା ଆଉ ଭାତ ନ ରାନ୍ଧି ରୁଟି ଆଉ ଡାଲମା

Subhasish Pradhan

!! ମାନସପଟ୍ଟ !! ମୁଁ ପିଣ୍ଟୁ...। ସାଙ୍ଗମାନଙ୍କ ପାଖେ "ସୁବା" ଆଉ ସାମାଜିକ ପରିଚୟରେ "ଶୁଭାଶିଷ ପ୍ରଧାନ"। କିନ୍ତୁ ମୋତେ ସିଏ ତା ମାତୃତ୍ବର ହକ୍ ରେ କଂହେଇ ବୋଲି ଡାକେ। କଂହେଇରେ ପେଟପୁରା ଖାଇଦେ। ସଞ୍ଜବୁଡ଼ ହେଲେ ଫେରେ ଯାଇ ତୁ ଆସିବୁ। ଗଲାବେଳେ ଚଣ୍ଡୀବୁଢ଼ୀକୁ ମୁଣ୍ଡିଆ ମାରିକି ଯିବୁ। ମାଆ ତୋତେ ଘଣ୍ଟ ଘୋଡେଇକି ରଖିବ। କାହା ସହ ଝଗଡ଼ା କରିବୁନି। ଏମିତି କେତେ କଥା କହିଯାଉଥିଲା ମୋ ବୋଉ.... ମୋତେ ଖୁଆଉ ଖୁଆଉ। ତିନୋଟି ଝିଅ ଭିତରେ ଗୋଟିଏ ବୋଲି ଗେଲ୍ହାପୁଅ ମୁଁ ତାର। ତା' ଜୀବନ ତା' ଏକୋଈର ବଳା ବିଶିକେସନ। ମନଭିତରେ ଅପୂର୍ବ ଖୁସି ତାର ବି, ଆଉ ମୋର ବି। ତେଣୁ ଅଜ୍ଞାଧୀନ ପରି ମୁଁ ଖାଲି ତା କଥାରେ ମୁଣ୍ଡ ହଲଉଥାଏ। ବାପା ଡ଼ାକ ଦେଲେ ଆରେ ଶୀଘ୍ର ଆ' ଟ୍ରେନ ଟାଇମ ହେଲାଣି। ଖୁସି ମନରେ ଘରୁ ବାହାରିଲାବେଳେ ବାପାଙ୍କୁ ଲୁଚେଇ ସିଏ ମୋତେ ୫୦ଟଙ୍କା ଧରେଇ ଦେଇଥିଲା। ସ୍ୱପ୍ନକୁ ସତ କରିବାର ଆଶା ନେଇ, ସାଇକେଲର କେରିଅଲରେ ବସି ବାପାଙ୍କ ସହ ମୁଁ ନୂଆ ଜାଗା ପଥେ ଅଗ୍ରସର ହେଇସାରିଥିଲି। ରେଳ ଷ୍ଟେସନ ଆମ ଘରଠୁ ମାତ୍ର ତିନି କିଲୋମିଟର ଥିଲା। ପ୍ଲାଟଫର୍ମରେ କିଛିସମୟ ଅପେକ୍ଷାପରେ ଆମ ଟ୍ରେନ ଆସିଗଲା..... ଢେଙ୍କାନାଳ ପୁରୀ ପସେଞ୍ଜର ଟ୍ରେନ ରେ ମୋ ଜୀବନର ତାହା ଥିଲା ପ୍ରଥମ ରେଳ ଯାତ୍ରା।। "ଉତ୍କଳମଣି ଗୋପବନ୍ଧୁ ସ୍ମୃତି ମହାବିଦ୍ୟାଳୟ" #odiastory #ଅତୀତ #yqodia #Yqbhaina #pinta_quote #ମୋକାହାଣୀ #ମୋଶ୍ରେଷ୍ଠଗଳ୍ପ

read more
ମାନସପଟ୍ଟ !! !! ମାନସପଟ୍ଟ !!

ମୁଁ ପିଣ୍ଟୁ...। ସାଙ୍ଗମାନଙ୍କ ପାଖେ "ସୁବା" ଆଉ ସାମାଜିକ ପରିଚୟରେ "ଶୁଭାଶିଷ ପ୍ରଧାନ"। କିନ୍ତୁ ମୋତେ ସିଏ ତା ମାତୃତ୍ବର ହକ୍ ରେ କଂହେଇ ବୋଲି ଡାକେ।
କଂହେଇରେ ପେଟପୁରା ଖାଇଦେ। ସଞ୍ଜବୁଡ଼ ହେଲେ ଫେରେ ଯାଇ ତୁ ଆସିବୁ। ଗଲାବେଳେ ଚଣ୍ଡୀବୁଢ଼ୀକୁ ମୁଣ୍ଡିଆ ମାରିକି ଯିବୁ। ମାଆ ତୋତେ ଘଣ୍ଟ ଘୋଡେଇକି ରଖିବ। କାହା ସହ ଝଗଡ଼ା କରିବୁନି। ଏମିତି କେତେ କଥା କହିଯାଉଥିଲା ମୋ ବୋଉ....  ମୋତେ ଖୁଆଉ ଖୁଆଉ। ତିନୋଟି ଝିଅ ଭିତରେ ଗୋଟିଏ ବୋଲି ଗେଲ୍ହାପୁଅ ମୁଁ ତାର। ତା' ଜୀବନ ତା' ଏକୋଈର ବଳା ବିଶିକେସନ। ମନଭିତରେ ଅପୂର୍ବ ଖୁସି ତାର ବି, ଆଉ ମୋର ବି। ତେଣୁ ଅଜ୍ଞାଧୀନ ପରି ମୁଁ ଖାଲି ତା କଥାରେ ମୁଣ୍ଡ ହଲଉଥାଏ। ବାପା ଡ଼ାକ ଦେଲେ ଆରେ ଶୀଘ୍ର ଆ' ଟ୍ରେନ ଟାଇମ ହେଲାଣି। ଖୁସି ମନରେ ଘରୁ ବାହାରିଲାବେଳେ ବାପାଙ୍କୁ ଲୁଚେଇ ସିଏ ମୋତେ ୫୦ଟଙ୍କା ଧରେଇ ଦେଇଥିଲା।
ସ୍ୱପ୍ନକୁ ସତ କରିବାର ଆଶା ନେଇ, ସାଇକେଲର କେରିଅଲରେ ବସି ବାପାଙ୍କ ସହ ମୁଁ ନୂଆ ଜାଗା ପଥେ ଅଗ୍ରସର ହେଇସାରିଥିଲି। ରେଳ ଷ୍ଟେସନ ଆମ ଘରଠୁ ମାତ୍ର ତିନି କିଲୋମିଟର ଥିଲା। ପ୍ଲାଟଫର୍ମରେ କିଛିସମୟ ଅପେକ୍ଷାପରେ ଆମ ଟ୍ରେନ ଆସିଗଲା.....
ଢେଙ୍କାନାଳ ପୁରୀ ପସେଞ୍ଜର ଟ୍ରେନ ରେ ମୋ ଜୀବନର ତାହା ଥିଲା ପ୍ରଥମ ରେଳ ଯାତ୍ରା।।

"ଉତ୍କଳମଣି ଗୋପବନ୍ଧୁ ସ୍ମୃତି ମହାବିଦ୍ୟାଳୟ"

Subhasish Pradhan

ଭାଗ (୧) ପିଲାଟିଦିନୁ ସେ ଦେଖିଆସିଛି ତା ଜେଜେ, ବାପାଙ୍କୁ ଗାଁ ପ୍ରଧାନ ଘରେ ଖଟିବାର। ତାଙ୍କ ଘରର ବୋଲହାକ କରିବାର। କେବେ କେବେ ସିଏ ବି ତାଙ୍କ ସହ ପ୍ରଧାନଘର ବିଲକୁ ଯାଏ, ଯୋଉଠି ଅନ୍ୟ ଲୋକଙ୍କ ସହ ଏମାନେ ଖଟନ୍ତି। ଭାରି ଖୁସିଲାଗେ ତାକୁ ସବୁ କିଛି ଦେଖି। ଖାଲିପାଦ ଆଉ ଫୁଙ୍ଗୁଳା ଦେହରେ ସେ ଏ ବିଲରୁ ସେ ବିଲ ଦଉଡୁଥାଏ। ଆରେ "ଦିନା" ଗେଣ୍ଡା ଗୋଡ଼ରେ ଗଳିଯିବରେ.... କାଇଁ ଏମିତି ହଉଛୁରେ ବଗୁଲିଆଟା। ସେ କିନ୍ତୁ ତା ଖୁସିରେ ମସଗୁଲ ଥାଏ, କାହା କଥା ଶୁଣେନି। ସିଏ "ଦିନା" ଘରର ଗୋଟିଏ ବୋଲି ପୁଅ ତେଣୁ ଭାରି ଗେଲ୍ହାରେ ବଢିଛି। ପରିବାରରେ ଦୁଃଖ କଷ୍ଟ ଯନ୍ତ୍ରଣା ସତ୍ତ୍ୱେ ତା ବାପା ମାଆ ନିଜର ଲୁହକୁ ତା' ଆ #Yqbhaina #yourquoteodia #munodia #pinta_quote #କୃଷକଦିବସ #ଆତ୍ମକାହାଣୀ #ମୋଶ୍ରେଷ୍ଠଗଳ୍ପ

read more
କୃଷକର ଆତ୍ମକାହାଣୀ
                   ନା ନା ........

  
                   ମୃତ କୃଷକର ଆତ୍ମକାହାଣୀ!! ଭାଗ (୧)
ପିଲାଟିଦିନୁ ସେ ଦେଖିଆସିଛି ତା ଜେଜେ, ବାପାଙ୍କୁ ଗାଁ ପ୍ରଧାନ ଘରେ ଖଟିବାର। ତାଙ୍କ ଘରର ବୋଲହାକ କରିବାର। କେବେ କେବେ ସିଏ ବି ତାଙ୍କ ସହ ପ୍ରଧାନଘର ବିଲକୁ ଯାଏ, ଯୋଉଠି ଅନ୍ୟ ଲୋକଙ୍କ ସହ ଏମାନେ ଖଟନ୍ତି।
ଭାରି ଖୁସିଲାଗେ ତାକୁ ସବୁ କିଛି ଦେଖି। ଖାଲିପାଦ ଆଉ ଫୁଙ୍ଗୁଳା ଦେହରେ ସେ ଏ ବିଲରୁ ସେ ବିଲ ଦଉଡୁଥାଏ। ଆରେ "ଦିନା" ଗେଣ୍ଡା ଗୋଡ଼ରେ ଗଳିଯିବରେ.... କାଇଁ ଏମିତି ହଉଛୁରେ ବଗୁଲିଆଟା। ସେ କିନ୍ତୁ ତା ଖୁସିରେ ମସଗୁଲ ଥାଏ, କାହା କଥା ଶୁଣେନି। 
ସିଏ "ଦିନା" ଘରର ଗୋଟିଏ ବୋଲି ପୁଅ ତେଣୁ ଭାରି ଗେଲ୍ହାରେ ବଢିଛି। ପରିବାରରେ ଦୁଃଖ କଷ୍ଟ ଯନ୍ତ୍ରଣା ସତ୍ତ୍ୱେ ତା ବାପା ମାଆ ନିଜର ଲୁହକୁ ତା' ଆ


About Nojoto   |   Team Nojoto   |   Contact Us
Creator Monetization   |   Creator Academy   |  Get Famous & Awards   |   Leaderboard
Terms & Conditions  |  Privacy Policy   |  Purchase & Payment Policy   |  Guidelines   |  DMCA Policy   |  Directory   |  Bug Bounty Program
© NJT Network Private Limited

Follow us on social media:

For Best Experience, Download Nojoto

Home
Explore
Events
Notification
Profile