Nojoto: Largest Storytelling Platform

Best ଓଡ଼ିଆମନକଥା Shayari, Status, Quotes, Stories

Find the Best ଓଡ଼ିଆମନକଥା Shayari, Status, Quotes from top creators only on Nojoto App. Also find trending photos & videos about

  • 3 Followers
  • 7 Stories

Sonu Dixit

Thanks ସାନଭଉଣୀ |✨ℯ𝓉𝒽ℯ𝓇ℯ𝒶𝓁 ✨|for the Bg . #ତମେ #ନାରୀ #ଦୁର୍ଗାପୂଜା #ଓଡ଼ିଆମନକଥା #Yqbhaina #yqodia #odiapoetry #କାଶତଣ୍ଡି

read more
ଠିକ ସେଇ ନଈପଠା କାଶତଣ୍ଡି ଫୁଲ ପରି
' ତମେ '
ଖରା ତମକୁ ମଉଳାଇବାକୁ ଚେଷ୍ଟା କରେ,
ହେଲେ ତମେ ଆହୁରି ବେସି ଚମକିବାକୁ ଲାଗ...
ପବନ ତମ ଅସ୍ତିତ୍ବ କୁ ଦୋହଲାଇବାକୁ ଚେଷ୍ଟା କରେ,
ହେଲେ ତମେ ସେ ପବନର ତାଳରେ ନାଚିଯାଅ...
ବର୍ଷା ତମକୁ ଭିଜେଇ ଦେଇ
ମନେ ମନେ ଭାରି ଗର୍ବ କରେ,

ହେଲେ ସେ ଜାଣେନି ତମେ ତ ସ୍ୱୟଂସିଦ୍ଧା,
ପୁଣି ନିଜକୁ ଗଢିପାର,
ଆଉ ନିଜ ମୁହଁରେ ହସକୁ ସାଉଁଟି
ପୁଣି ଆଗକୁ ବଢିପାର ।

●◆■ ଶୁଭ ଦୁର୍ଗାପୂଜା ■◆● Thanks ସାନଭଉଣୀ |✨ℯ𝓉𝒽ℯ𝓇ℯ𝒶𝓁 ✨|for the Bg .

#ତମେ #ନାରୀ #ଦୁର୍ଗାପୂଜା #ଓଡ଼ିଆମନକଥା #yqbhaina  #yqodia #odiapoetry #କାଶତଣ୍ଡି

Sonu Dixit

ପ୍ୟୁପା ଭିତର ଜୀବନ... ରେଶମୀ ଶରୀରର ପ୍ୟୁପା ଭିତରେ ଲୁଚିରହିଥାଏ ଏକ ଏକାକୀ କୀଟ ସଦୃଶ ମନଟିଏ , ନିଜେ ସଜେଇଥିବା ଅନ୍ଧାର ବ୍ୟୁହ ରେ ନିଜକୁ ଛନ୍ଦିଦେଇ , ଅପେକ୍ଷା କରିଥାଏ ସେଇ ଗୋଲାପୀ-ବାଇଗଣୀ ଦିବ୍ୟ ଆଲୋକ କୁ । #Deep #ଓଡ଼ିଆମନକଥା #odiawritings #Odiaquotes #Yqbhaina #yqodia #silk #yqbaba

read more
ରେଶମୀ ଶରୀରର ପ୍ୟୁପା ଭିତରେ
ଲୁଚିରହିଥାଏ ଏକ ଏକାକୀ କୀଟ ସଦୃଶ ମନଟିଏ ,

ନିଜେ ସଜେଇଥିବା ଅନ୍ଧାର ବ୍ୟୁହ ରେ ନିଜକୁ ଛନ୍ଦିଦେଇ ,
ଅପେକ୍ଷା କରିଥାଏ
ସେଇ ଗୋଲାପୀ-ବାଇଗଣୀ ଦିବ୍ୟ ଆଲୋକ କୁ ।

 ପ୍ୟୁପା ଭିତର ଜୀବନ...

ରେଶମୀ ଶରୀରର ପ୍ୟୁପା ଭିତରେ ଲୁଚିରହିଥାଏ ଏକ ଏକାକୀ କୀଟ ସଦୃଶ ମନଟିଏ ,

ନିଜେ ସଜେଇଥିବା ଅନ୍ଧାର ବ୍ୟୁହ ରେ ନିଜକୁ ଛନ୍ଦିଦେଇ ,
ଅପେକ୍ଷା କରିଥାଏ ସେଇ ଗୋଲାପୀ-ବାଇଗଣୀ ଦିବ୍ୟ ଆଲୋକ କୁ ।

#deep #ଓଡ଼ିଆମନକଥା #odiawritings #odiaquotes #yqbhaina #yqodia #silk #yqbaba

Sonu Dixit

ବୁଢ଼ୀଆଣି ର ସୁକ୍ଷ୍ମ ତାରକସି ଜାଲ ରେ ଛନ୍ଦି ହେଇ ଯାଇଥିବା ସକାଳର ଶିଶିର କୁ ଛୁଇଁକି ଦେଖିଚ ? ମନ ପରି ସୁନ୍ଦର , କୋମଳ , ଆଉ ଭାରି ଦୁର୍ବଳ ବି , ବେଳେ ବେଳେ ଏମିତି ହିଁ କାହାର କୌତୁହଳ ରେ ଭାଙ୍ଗି ଯାଏ... #ଓଡ଼ିଆrapidfire #ଓଡ଼ିଆମନକଥା #odiawritings #odiakavita #Yqbhaina YourQuote Bhaina #yqodia #manakatha #yqodiawriting

read more
ବୁଢ଼ୀଆଣି ର ସୁକ୍ଷ୍ମ ତାରକସି ଜାଲ ରେ ଛନ୍ଦି ହେଇ ଯାଇଥିବା ସକାଳର ଶିଶିର କୁ ଛୁଇଁକି ଦେଖିଚ ?

ମନ ପରି ସୁନ୍ଦର , କୋମଳ , ଆଉ ଭାରି ଦୁର୍ବଳ ବି ,

ବେଳେ ବେଳେ ଏମିତି ହିଁ କାହାର କୌତୁହଳ ରେ ଭାଙ୍ଗି ଯାଏ... 


 ବୁଢ଼ୀଆଣି ର ସୁକ୍ଷ୍ମ ତାରକସି ଜାଲ ରେ ଛନ୍ଦି ହେଇ ଯାଇଥିବା ସକାଳର ଶିଶିର କୁ ଛୁଇଁକି ଦେଖିଚ ?

ମନ ପରି ସୁନ୍ଦର , କୋମଳ , ଆଉ ଭାରି ଦୁର୍ବଳ ବି ,

ବେଳେ ବେଳେ ଏମିତି ହିଁ କାହାର କୌତୁହଳ ରେ ଭାଙ୍ଗି ଯାଏ... 

#ଓଡ଼ିଆrapidfire #ଓଡ଼ିଆମନକଥା #odiawritings #odiakavita #yqbhaina YourQuote Bhaina #yqodia #manakatha #yqodiawriting

Sonu Dixit

ମା ଯେବେ ପ୍ରଥମାଷ୍ଟମୀ ରେ ଗନ୍ଧାହଳଦୀ ଲଗେଇ ଗାଧେଇ ଦେଉଥିଲା , ଆଉ ରକମ ରକମର ପିଠା ଆଉ ଖିରି ବନେଇକି ଖୁଆଉଥିଲା ସତରେ... କେଉଁ ରାଇଜର ରଜା ଭଳିଆ ଲାଗୁଥିଲା ସେ ଦିନଟିଯାକ.... #odiawritings #Odiaquotes #Yqbhaina #ଓଡ଼ିଆrapidfire #ଓଡ଼ିଆମନକଥା #baripada

read more

ମା ଯେବେ ପ୍ରଥମାଷ୍ଟମୀ ରେ 
ଗନ୍ଧାହଳଦୀ ଲଗେଇ ଗାଧେଇ ଦେଉଥିଲା ,
ଆଉ ରକମ ରକମର 
ପିଠା ଆଉ ଖିରି ବନେଇକି ଖୁଆଉଥିଲା 

ସତରେ...
କେଉଁ ରାଇଜର ରଜା ଭଳିଆ ଲାଗୁଥିଲା ସେ ଦିନଟିଯାକ....

 ମା ଯେବେ ପ୍ରଥମାଷ୍ଟମୀ ରେ 
ଗନ୍ଧାହଳଦୀ ଲଗେଇ ଗାଧେଇ ଦେଉଥିଲା ,
ଆଉ ରକମ ରକମର 
ପିଠା ଆଉ ଖିରି ବନେଇକି ଖୁଆଉଥିଲା 

ସତରେ...
କେଉଁ ରାଇଜର ରଜା ଭଳିଆ ଲାଗୁଥିଲା ସେ ଦିନଟିଯାକ....

Sonu Dixit

#ଆଜିଓକାଲି #ଜୀବନ #ଓଡ଼ିଆମନକଥା #ଓଡ଼ିଆ #odiapoetry

read more
କାଲି ଯେ ଥିଲା ଆଜି ସେ ନାଇ
ଆଜି ଯେ ଅଛି କାଲି ସେ ନଥିବ ।

ଆମେ ଯେତେଦିନ ଅଛେ ଦେଖୁଥିବା "କାଲି ଆଉ ଆଜି" ହେବା
ଆମେ ନଥିଲେ ବି ଆଜି-କାଲି ହବ । #ଆଜିଓକାଲି #ଜୀବନ #ଓଡ଼ିଆମନକଥା  #ଓଡ଼ିଆ #odiapoetry

Aditya Mohapatra

#quoteoftheday #MorningMotivation #trulines #Yqbhaina #ownwords #ଓଡ଼ିଆମନକଥା

read more
ଭଗବାନ ସେହି ମାନଙ୍କ ଉପରେ କୃତଜ୍ଞ ହୁଅନ୍ତି ଯେଉଁମାନେ କୃତଜ୍ଞର ସଂଜ୍ଞା ଜାଣନ୍ତି,ବୁଝନ୍ତି ଓ ପ୍ରୟୋଗ କରନ୍ତି । ଅପରପକ୍ଷରେ ସେହିମାନଙ୍କ ଉପରେ ଅସହିଷ୍ଣୁ ହୁଅନ୍ତି, ସାହାର୍ଯ୍ୟ, ସହଯୋଗ ଓ ସହାନୁଭୁତିର ମୂଲ୍ୟ କିମ୍ବା ମୂଲ୍ୟବୋଧ ସମ୍ବନ୍ଧରେ ଅଜ୍ଞ ହୋଇ କୃତଘ୍ନ ହୋଇଥାନ୍ତି ।
କାହାର ଖରାପ ସମୟରେ ତା' ହାତ ଧରନ୍ତୁ, ତାକୁ ସାହାସ ଦିଅନ୍ତୁ, ଆଶ୍ରୟ ଦିଅନ୍ତୁ । କାହିଁକି ନା ଖରାପ ସମୟ ତ କିଛି ସମୟରେ ଚାଲିଯିବ କିନ୍ତୁ ସେ ଆଜୀବନ ଆପଣଙ୍କ ପାଖରେ ଋଣୀ ହୋଇ ରହିଯିବ ।।
*ନିଜ ଉପରେ କିପରି ଭରଷା ରଖାଯାଏ ନଦୀ ପାଖରୁ ଶିଖ,
ଏହା ପାହାଡରୁ ବାହାରିବା ପରେ ପଚାରେ ନାହିଁ ଯେ ସମୁଦ୍ର କେତେ ବାଟ ଧର୍ଯ୍ୟ ଓ ସହନଶୀଳତା ହିଁ ସଫଳତା ଦେଇଥାଏ ll
ସତ୍ ଜ୍ଞାନ  ଆହୋରଣ କର, ଚିନ୍ତା ତୁମକୁ ଖାଇବା ଆଗରୁ ତୁମେ ତାହାର ବିନାଶ କର ,ଲକ୍ଷ୍ୟ ପୂର୍ବରୁ ତୁମେ ଲକ୍ଷ୍ୟସ୍ଥଳରେ ପହଞ୍ଚିବାକୁ ଚେଷ୍ଟାକର ଯେପରି  ସମୟ ତୁମକୁ ଅସଫଳତା ଦେବା ପୂର୍ବରୁ ତୁମେ ତାକୁ ଅତିକ୍ରମ କରିଯିବ ll* 
     
  🙏🙏 *ଜୟ ଜଗନ୍ନାଥ* 🙏🙏 #quoteoftheday #morningmotivation #trulines 
#yqbhaina 
#ownwords #ଓଡ଼ିଆମନକଥା

Poonam Patra

#ଓଡ଼ିଆମନକଥା #ଓଡିଶା #Yqbhaina #jagannathtemple #yqbaba #yqdidi #restzone

read more
ଅବଢ଼ା ପରେ ଦ୍ବିତୀୟ ଜିନିଷ ଯାହା ମୋତେ ପୁରୀ କଥା ମନେ ପକାଏ.....😞 #ଓଡ଼ିଆମନକଥା #ଓଡିଶା
#yqbhaina #jagannathtemple 
#yqbaba #yqdidi #restzone


About Nojoto   |   Team Nojoto   |   Contact Us
Creator Monetization   |   Creator Academy   |  Get Famous & Awards   |   Leaderboard
Terms & Conditions  |  Privacy Policy   |  Purchase & Payment Policy   |  Guidelines   |  DMCA Policy   |  Directory   |  Bug Bounty Program
© NJT Network Private Limited

Follow us on social media:

For Best Experience, Download Nojoto

Home
Explore
Events
Notification
Profile