Find the Best yqsambalpuri Shayari, Status, Quotes from top creators only on Nojoto App. Also find trending photos & videos about
Soumya Ranjan Mishra
'ପ୍ରେମ୍-ଗାଥା' କେବିକେବି କରି ଦିହେ, ସୋର୍ ରଖିଛେଁ ସେ କଥା ! ଭୁଲିଯିମି ପଛେ ତତେ, ହେଲେ ନାଇଁ ଭୁଲିହୁଏ ବଥା !! #ପ୍ରେମ୍-ଗାଥା #lovequotes #lifelessons #pain #thoughts #truefeelings #emotions #yqsambalpuri
Soumya Ranjan Mishra
"ଇ ଜୁଗର୍ ଏନ୍ତା ଖବର୍,✍🏻 ଉଡ଼ି ବୁଲୁଛେ ଛିଟା।🤳 କେଭେ ଆସୁଛେ ଘୋର୍ ସଙ୍କଟ୍,🦹 କେଭେ ମିଲୁଛେ ମିଠା।🧁 ଦାନଵ୍ ଆଏ ଆଜିର୍ ମାନଵ୍, 😡 ମାଖିଛେ ରକତ୍ ଚିତା।👹 ପ୍ରଭୁର୍ ନାମ୍ ଡରେଃ ଡ଼କରା,🤒 ମନେଁ ପଏସାର୍ ଅଠା।"🤑 #eraquotes #lifequotes #money #humanity #odiaquotes #people #yqsambalpuri #reality
Soumya Ranjan Mishra
ଆଏଲା ରେ ଆଏଲା ବର୍ଷା ମନ୍ ଖୁଜୁଛେ ସାଙ୍ଗ ସର୍ସା ଖେଲ୍ ବାର୍ କେ ଟିକେ ପାଏନ୍ କାଦୋ ବେଂଗ୍ ବେଂଗୂଲୀ ଫଦୋ ଫଦୋ ଗଛ୍ ଦେଖରେ ହଁସି ପକାଲା ଯେନ୍ତା ଦିହି ପାଏନ୍ ପାଏଲା ସରିଗଲା ସେ ଝାଉ ଖରା ଆସିଗଲାନ ବର୍ଷା ଝରା ମୁନୁଷ୍ ପଶୁ ସଭେ ଯାକର୍ କେତେ ହେଉଥିଲେ ବକର୍ ବକର୍ ଗରମ୍ ଦେଖରେ ଶୀତଲ୍ ହେଲା ଯେନ୍ତା ମାଏଟ୍ ପାଏନ୍ ପାଏଲା... #rain #ବର୍ଷା #thoughts #timechanges #soul #life #love #yqsambalpuri
Soumya Ranjan Mishra
ଭାଗ୍ ଭାଗ୍ ରେ ଗରମ୍... ତତେ କାଏଁ ନାଇଁ ଲାଗୁଛେ ସରମ୍! ଗୁଲ୍ ଗୁଲେଇ ଦେଉଛୁ ଢାଲି ଦିହେ ଯେତେ ଗହଦ୍ କଲ୍ ବଲେଇ ଯାଉଛେ ଜୀବନ୍ ନଂଗଲା ମାଏଝୀ-ମରଦ୍ ଛଟ୍ ପଟେଇ ଖରାର୍ ଖନେ ପିଠ୍ କେ ରଗଡ଼ି ହେଇ ଭନ୍ ଭନେଇ ଯାଉଛେ ଦିହି ଘୂମୁରୀର୍ ଶିକାର୍ ହେଇ ଘାଏକେ ଛନ୍ କେ ପବନର୍ ଫାନ୍ଦେ ଝାଉ ଆଉଛେ ଧାଇଁ ଡବ୍କୀ ଯାଉଛେ ରକତ୍ ସତେ ବର୍ଷାର୍ ଦେଖା ନାଇଁ ବଡ଼ା ଦିନୁ ଆଏଲା ଆଏଜ୍ ପାଏନ୍ ମୋହିନୀର୍ କରମ୍ ଶୀତଲ୍ ପବନ୍ ପାଏଲା ଦିହି ନେଲା ବର୍ଷା ଜନମ୍ ଭାଗ୍ ଭାଗ୍ ରେ ଗରମ୍... ତତେ କାଏଁ ନାଇଁ ଲାଗୁଛେ ସରମ୍! #summer #rain #goodbyesummer #welcomerain #yqsambalpuri #koshli #love #life
Soumya Ranjan Mishra
ଭାବର୍ କଥା ୨ ପଦ୍... ଜ୍ଞାନ୍ ଲାଗି ମାନ୍ ଆଏ ମାନ୍ ଲାଗି ନୁହେ ଜ୍ଞାନ୍ ସବୁ ମାୟା-ଭରମ୍ ଆଏ ତୋର୍-ମୋର୍ ପାଲେ ଅଜ୍ଞାନ୍... #life #thoughts #emotions #sambalpuriquotes #yqsambalpuri #love #wisdom
Soumya Ranjan Mishra
ଦୁନିଆଁ ଯାକର୍ ଲଗେଇ ଚକର୍, ମନ୍ ନିଜର୍ ଭୂଇଁ ଛୁଇଁଲା। ସବୁନେ ଅଛେ ହିଁଶା-ହଂକାର୍, ପର୍ଚ୍ଛା ମଶାନ୍ କୁହୁଲା। ଲୋକ୍ କହେସନ୍ ମନ୍ଦିରେ ଦେବ୍ତା, ଦେଖାସନ୍ ସଫେଇ ମେଲା। ଉଜାଲେ ଜାଲି ଦୀପ୍ ସଏଲ୍ତା, ଘର୍ କରୁଛନ୍ ମଏଲା। ମହାପୁରୁ କହେସନ୍ ମୂର୍ତ୍ତି କେ, ହେଲେ ପୂଜାର୍ ବେଲା। ବୁଡ଼େଇ ଦେସନ୍ ଫେର୍ ତାହାକେ, କାଣା ଆଏ ଇ ଲୀଲା! କଲିକାଲର୍ ଲୀଲା #kalyug #yqsambalpuri #yqlife #earth #emotions #pride #mind #yqthoughts
Soumya Ranjan Mishra
#nuakhai #nuakhaijuhar #ନୂଆଁଖାଇ #festivekoshal #yqsambalpuri #11092021 #yqodia #love କୋଶଲ୍ ମାଟିର୍ ମହତ୍ ପରବ୍ ନୂଆଁ ଫସଲର୍ ପୂଜା ମାଁ ଠାନେ ପହେଲ୍ ଦରବ୍ ପିଠା ପନା ର୍ ଖଞ୍ଜା ମହକି ଯାଏସି ଘର୍ ଦୁଆର୍
Soumya Ranjan Mishra
ତୋର୍ ମୋର୍ ହିଂସା-ହଂକାର୍, ମୋହ୍ ମାୟାର୍ ଆଏ ସଂସାର୍, ନାଇଁନ ପ୍ରେମ୍ ଭାବ୍ ! ସତ୍ କହେଲେ ମୁଡ଼େ ରାଗ୍, ନାଇଁ କହେଲେ ମୁହେଁ ଦାଗ୍, ନାଇଁନ ପୂନ୍ୟର୍ ଠାବ୍ !! #kalyug #eraquotes #life #love #violence #lost #yqsambalpuri #lifequotes
Soumya Ranjan Mishra
"ଜୀଁଵାର୍ ନୁହେ ମନା" ଜାଡ଼୍ ଛଡ଼ା ସମିୟା କେ ବସନ୍ତର୍ ହେଲା ସାମ୍ନା ଛୁଆ ନୁ ବୁଢ଼ା ଯାଏ ସଭେ ରୋଗର୍ ଦହନା କେନୁ ଆଏଲା ଚଏତେ ବର୍ଷା କାହାକେ ନାଇନ ଜନା ଏନ୍ତା ବେଲେ ଚାଇନା ଦେଲା କଟା ଘା' ନେ ଚୁନା ଗୁଟେ ଦେଶୁ ୨ ଟା ଆର୍ ୨ ଟା ନୁ ୪ ଟା ଖାଁସି ଛିଁକୀ ଜରର୍ ମାଡ଼େ କମ୍ପି ଗଲା ସଂସାର୍ ଟା ସ୍କୁଲ୍ କଲେଜ ମନା ହେଲା ଶେଷ୍ କେ ମଦ୍ ଦୁକାନ୍ ପରିବେଶ ଟା ଚୁପ୍ ପଡ଼ିଛେ ଚାଷ୍ ବାସ୍ ନେ ନୁକ୍ସାନ୍ ସଵ୍ଜୀ ବଜାର୍ ଛିନା ଆଏ ବାହାରେ ବୁଲବାର୍ ମନା ବୁଲୁଛେ ପୁଲିସ୍ ସବୁ ଗାଁ ଯେଭୁ ଆଏଲା 'କରୋନା' ହାତ୍ ଜୁଡ଼ିଛେ ସର୍କାର୍ ତାର୍ ସାଂଗେ ଡ଼ାକ୍ତରଖାନା କଥା ମାନି ଘରେ ଥିମା ନିଜର୍ ଜୀଁଵାର୍ ନୁହେ ମନା #coronavirus✍️ let's make it possible to kill 'Corona' forever! 🙏🇮🇳 🗣️🌬️❄️🌦️🌡️ #corona #yqsambalpuri #koshli #sambalpuri #yqodia #jantacurfew 🛑🚧🏥🚑🚫
Soumya Ranjan Mishra
ଇଟା କାଣା ଠିକ୍ କଲା ସେ ପିଲା? ପାଠ୍ ପଢ଼ା ଗାଲି ମାଡ଼୍ ସବୁଠାନେ ସାଙ୍ଗ୍ ସର୍ସା ଭଲ୍ ବୁଧି କେ ବଁଧା ଦେଇ ଛଡେଇ ନେଲା ଭର୍ଷା କେତେ କଥା କହୁଥିଲା ହେଲେଁ ଇ କଥା ନାଇଁ କହେଲା କାହାର୍ ଠାନେ କେତେ ଦିନୁଁ ତାର୍ ହୁରୁଦ୍ ରଖିଥିଲା ମାଁ ବୁଆ ଗାଁ ଭୁଲି ନିଜର୍ ଜୀବନ୍ ନେଲା ପ୍ରେମ୍ ଲହର୍ ରାସ୍ତା ମାପି ଖନ୍ କେ ଲିଭିଗଲା... ଉସଧ୍ ହେସନ୍ ଜୁଆନ୍ ବେଲେ ଲାଗଲେ ପ୍ରେମ୍ ନିଶା ସବୁ ପିଲା ଟୁକେଲ୍ ଦିନେ ଭୁଲିଯାଏସନ୍ ଦିଶା କାହାର୍ ଭାଗେ କେତେ ଲାଭ୍ ବିଧାତା କେ ଜନା ନାଇଁ ବୁଝଲା ମୁନୂଷ୍ ସଧେଁ ହେଉଛେ ବାଟ୍ ବନା ପାଠ୍ ସାଠ୍ ପଢ଼ି ସଦେ ଘର୍ କେ ଚଲଉ ଥିଲା କରମ୍ ଧରମ୍ ସବୁ ଭୁଲି ସର୍ମେ ଲୁକିଦେଲା... #love #lovequotes #lifequotes #friendship_vs_love #yqsambalpuri #rip