Nojoto: Largest Storytelling Platform

Best ସମୟ Shayari, Status, Quotes, Stories

Find the Best ସମୟ Shayari, Status, Quotes from top creators only on Nojoto App. Also find trending photos & videos about

  • 25 Followers
  • 86 Stories

Tafizul Sambalpuri

#ସମୟ #କବିତା

read more

Sai Angel Shaayari

ଦୁନିଆଁ ରେ ଏମିତି କେହି ନାହିଁ ଯିଏ ଛାତିରେ ହାତ ରଖି କହି ପାରିବ କି ମୋର ଖରାପ୍ ସମୟ ଆସିବ ନାହିଁ ତେଣୁ କାହାର ଖରାପ୍ ସମୟ ଦେଖି ପରିହାସ କରିବା ଉଚିତ୍ ନୁହେଁ , କାରଣ ସମୟ ବଦଳିବାକୁ କାହାର ଅନୁମତି ନେଇ ନଥାଏ , ସମୟ ହିଁ ସବୁ ଠାରୁ ବଳବାନ୍। #samay #ସମୟ #Life

read more
ଦୁନିଆଁ ରେ ଏମିତି କେହି ନାହିଁ ଯିଏ ଛାତିରେ ହାତ ରଖି କହି ପାରିବ କି ମୋର ଖରାପ୍ ସମୟ ଆସିବ ନାହିଁ ତେଣୁ କାହାର ଖରାପ୍ ସମୟ ଦେଖି ପରିହାସ କରିବା ଉଚିତ୍ ନୁହେଁ , କାରଣ ସମୟ ବଦଳିବାକୁ କାହାର ଅନୁମତି ନେଇ ନଥାଏ , ସମୟ ହିଁ ସବୁ ଠାରୁ ବଳବାନ୍।

©Sai Angel Shaayari ଦୁନିଆଁ ରେ ଏମିତି କେହି ନାହିଁ ଯିଏ ଛାତିରେ ହାତ ରଖି କହି ପାରିବ କି ମୋର ଖରାପ୍ ସମୟ ଆସିବ ନାହିଁ ତେଣୁ କାହାର ଖରାପ୍ ସମୟ ଦେଖି ପରିହାସ କରିବା ଉଚିତ୍ ନୁହେଁ , କାରଣ ସମୟ ବଦଳିବାକୁ କାହାର ଅନୁମତି ନେଇ ନଥାଏ , ସମୟ ହିଁ ସବୁ ଠାରୁ ବଳବାନ୍।

#samay 

#ସମୟ

Tafizul Sambalpuri

#ସମୟ #ଶାୟାରି

read more

Tafizul Sambalpuri

#ସମୟ #ଶାୟାରି

read more

Tafizul Sambalpuri

#ସମୟ #ଶାୟାରି

read more

Tafizul Sambalpuri

#ସମୟ #କବିତା

read more

Tejaswini Patra

#ସମୟ_ବଡ଼_ବଳବାନ୍ #ସମୟ_ମଣିଷ #ସମୟ #timeispowerful #yqodia #Yqbhaina #munodia #kuchbateeinankahi

read more
                               ::  ସମୟ ॥ ମଣିଷ   ::

          ସତରେ ସମୟ ବଡ ବଳବ‍ାନ୍ । ତା ଇଚ୍ଛା ମୁତାବକ୍  ବଦଳାଇ ଦିଏ ସବୁକିଛି।

           ନୂଆ କିଛି ପାଇବାର ମୋହରେ ଏତେ ଆଗକୁ ବଢିଯାଏ ପାଗଳା ମଣିଷ ଯେ ପୁରୁଣା ଖେଳନାଗୁଡା କେତେ ପଛରେ ରହିଗଲା ତା ହିସାବ ରଖିପାରେନା । ସେ ଚକାଚକ୍ ଦୁନିଆ ଆହୁରି ରଙ୍ଗିନ୍ କରି ସ୍ୱପ୍ନକୁ ସଜାଡେ ଆଉ ତା ପଛରେ ଅଣାୟତ ହୋଇ ଦଉଡେ ମଣିଷ , ହାତ ପାପୁଲିରେ ଜାବୁଡି ସବୁକିଛି ନିଜର କରିନେବା ଲୋଭରେ ।ସେ ପୁରୁଣା ଖେଳନା ସହ ପଛରେ ରହିଯାଏ କିଛି ସ୍ମୃତି, କିଛି ଭଲପାଇବା ଆଉ ତା ସହ ମନର ମଣିଷ ବି।
           ସମୟର ଅନ୍ତରାଳେ ଯେବେ ଫେରି ଚାହେଁ, ଜୀବନର ପଶାପାଲିରେ ହାରିଯାଇଥାଏ ସବୁକିଛି । ଭୁଲିଯାଇଥାଏ ଅଭିମାନ କରିବା ଆଉ ମନଖୋଲି ମନକଥା କହିଦବାର ଶୈଳୀ। ଫେରିପାଇବାର ଚେଷ୍ଟାରେ ଅଣନିଶ୍ବାସୀ ହୁଏ, ଯେବେ ଲୁହଭିଜା ଆଖି ଶୁଖିଯାଇଥାଏ । ଅସହ୍ଯ ଯନ୍ତ୍ରଣାରେ ଫାଟି ପଡୁଥାଏ ମନ ,ଗଳା ଫଟେଇ ଚିତ୍କାର କରିବାକୁ ବି ଶକ୍ତି ନଥାଏ । ସେ ଅକୁହା କଥାସବୁ ଗଳ‍ାପାଖେ ଜମାଟବାନ୍ଧି ଚିପୁଡି ଅଲଗା କରୁଥାନ୍ତି ବାକିଥିବା ମନୋବଳକୁ  ।
           ଅସହାୟ ମଣିଷଟି ସେତେବେଳେ ଖୋଜିବୁଲେ ମୁକ୍ତିର ସେ ଅଣଓସାରିଆ ରାସ୍ତା ଖଣ୍ଡିକୁ ,କୋଉଠି ମିଳିଯିବ ଯଦି ପୁଣି ଜାବୁଡି ଧରିବ ସବୁଶକ୍ତି ଲଗେଇ ଆଉ କୁହୁଳି ପାଉଁଶ କୁଢରେ ଶେଷ କରିଦେବ ସବୁ ଇଚ୍ଛା ।
          ସମୟ ପୁଣି ବଦଳେଇ ଦେବ ସବୁକିଛି ସମସ୍ତଙ୍କ ଅଜାଣତରେ । #ସମୟ_ବଡ଼_ବଳବାନ୍ #ସମୟ_ମଣିଷ #ସମୟ  #timeispowerful  #yqodia #yqbhaina #munodia #kuchbateeinankahi

Tafizul Sambalpuri

koushik lenka

ରେଭେନ୍ସା ରୁ ବାଣୀବିହାର ଭିତରେ ଦୂରତା ଅବା କେତେ; ତଥାପି କିଛି ଆଶା ଏଇଠି ପ୍ରତିଯୋଗିତା ର ପୃଷ୍ଠା ରେ ଲେଖା ହୁଏ ଆଉ ଚିରା ମଧ୍ୟ ହୁଏ.... . . ଶୁଣ! ସଖି, #ଜୀବନ #ସମୟ #yqodia #Yqbhaina #munodia

read more
•••• ରେଭେନ୍ସା ରୁ ବାଣୀବିହାର
ଭିତରେ ଦୂରତା ଅବା କେତେ;
ତଥାପି କିଛି ଆଶା ଏଇଠି
ପ୍ରତିଯୋଗିତା ର ପୃଷ୍ଠା ରେ
ଲେଖା ହୁଏ ଆଉ ଚିରା ମଧ୍ୟ ହୁଏ....
.
.
ଶୁଣ! ସଖି,

koushik lenka

ପ୍ରେରକ ର ପରିଚୟ ନେଇ, ପ୍ରାପକ କୁ ପ୍ରେମ କରି; କଲମରେ କାଳି ଭରି,, ବାପାଙ୍କ ଉଚ୍ଚା ସେ ଆଲମିରାରୁ ହଳଦିଆ କାଗଜ ଖଣ୍ଡେ ଚୋରେଇ ଆଣିଥିଲି....।। ମଗୁଶୁର ର ଝୋଟିଚିତା #ସମୟ #odiawritings #yqodia #Yqbhaina #ଚିଠି #yolopomo

read more
( ପଢ଼ନ୍ତୁ     ଅନୁଶୀର୍ଷକ      ରେ ) ପ୍ରେରକ ର ପରିଚୟ ନେଇ,
ପ୍ରାପକ କୁ ପ୍ରେମ କରି;
କଲମରେ କାଳି ଭରି,,
ବାପାଙ୍କ ଉଚ୍ଚା ସେ ଆଲମିରାରୁ
ହଳଦିଆ କାଗଜ ଖଣ୍ଡେ
ଚୋରେଇ ଆଣିଥିଲି....।।

ମଗୁଶୁର ର ଝୋଟିଚିତା
loader
Home
Explore
Events
Notification
Profile