Nojoto: Largest Storytelling Platform

Best ଉପନ୍ୟାସରଚନା Shayari, Status, Quotes, Stories

Find the Best ଉପନ୍ୟାସରଚନା Shayari, Status, Quotes from top creators only on Nojoto App. Also find trending photos & videos about

  • 1 Followers
  • 42 Stories

Jyotshna Rani Sahoo

ସୋନଲ ର ଏ ପରିବର୍ତ୍ତନ ମାମାଲି ମନରେ କିଛି ଅଜଣା ଭୟ ସୃଷ୍ଟି କରିବା ସହ କିଛି ମାତ୍ରାରେ କଷ୍ଟ ମଧ୍ୟ ଦେଉଥାଏ। ଆଜି ନିଶ୍ଚୟ ପଚାରିବି ଭାବିକି ସେ ଘରୁ ବାହାରିଛି ହେଲେ ତାକୁ କଲେଜ ରେ ନ ଦେଖି ନିରାଶ ହେଇଯାଇଛି। ମାମାଲି ର ପ୍ରକୃତି କେହି କିଛି ତା ଆଡ଼ୁ ନ ପଚାରିଲା ଯାଏଁ ସେ ଭିତରେ ଭିତରେ ଶଢୁ ଥିବ ପଛେ କିନ୍ତୁ ନିଜ ତରଫ ତୁ ପଚାରିବ ନାହିଁ।କିନ୍ତୁ ଆଜି ତାକୁ ନିଜର ସେ ଗୁଣ ଉପରେ ବହୁତ୍ ଖରାପ୍ ଲାଗୁଛି। କେତେ ଭଲ ହେଇଥାନ୍ତା ସେ ଆଗରୁ ପଚାରି ଦେଇଥାନ୍ତା।ଆଜି ଗୋଟେ ଗୋଟେ ମିନିଟ୍ ତାକୁ ଭାରି ଲାଗୁଛି।ଛୁଟି ହେଲେ ଘରକୁ ଯିବ ଆଉ ସବୁ କଥା ବୁଝିବ ଭଲସେ। କ୍ଲାସ୍ ସରିଲା,ରିତୁ କୁ ଏକା ଯିବାପାଇଁ କହିଲା ହ #yqodia #paidstory #munodia #ଉପନ୍ୟାସ #ଉପନ୍ୟାସରଚନା #ଗେହ୍ଲେଇମାମାଲି

read more
  ଗେହ୍ଲେଇ  ମାମାଲି

(ଅନୁଶୀର୍ଷକ ରେ ପଢ଼ନ୍ତୁ)

(ଭାଗ -୪୪)

କ୍ରମଶଃ......... ସୋନଲ ର ଏ ପରିବର୍ତ୍ତନ ମାମାଲି ମନରେ କିଛି ଅଜଣା ଭୟ ସୃଷ୍ଟି କରିବା ସହ କିଛି ମାତ୍ରାରେ କଷ୍ଟ ମଧ୍ୟ ଦେଉଥାଏ।
ଆଜି ନିଶ୍ଚୟ ପଚାରିବି ଭାବିକି ସେ ଘରୁ ବାହାରିଛି ହେଲେ ତାକୁ କଲେଜ ରେ ନ ଦେଖି ନିରାଶ ହେଇଯାଇଛି। ମାମାଲି ର ପ୍ରକୃତି କେହି କିଛି ତା ଆଡ଼ୁ ନ ପଚାରିଲା ଯାଏଁ ସେ ଭିତରେ ଭିତରେ ଶଢୁ ଥିବ ପଛେ କିନ୍ତୁ ନିଜ ତରଫ ତୁ ପଚାରିବ ନାହିଁ।କିନ୍ତୁ ଆଜି ତାକୁ ନିଜର ସେ ଗୁଣ ଉପରେ ବହୁତ୍ ଖରାପ୍ ଲାଗୁଛି। କେତେ ଭଲ ହେଇଥାନ୍ତା ସେ ଆଗରୁ ପଚାରି ଦେଇଥାନ୍ତା।ଆଜି ଗୋଟେ ଗୋଟେ ମିନିଟ୍ ତାକୁ ଭାରି ଲାଗୁଛି।ଛୁଟି ହେଲେ ଘରକୁ ଯିବ ଆଉ ସବୁ କଥା ବୁଝିବ ଭଲସେ। କ୍ଲାସ୍ ସରିଲା,ରିତୁ କୁ ଏକା ଯିବାପାଇଁ କହିଲା ହ

Jyotshna Rani Sahoo

ସୋନଲ ବୋଉ କୁ ଚାଳିଶ ବି ଛୁଇଁ ନ ଥିବ। ସତର ବର୍ଷ ନ ପଶି ନ ଥିଲା ଆଉ ତାର ବାହାଘର ହେଇଗଲା।ଗୋଟେ ଝିଅ ପାଇଁ ବାହାଘର ତାଙ୍କ ଘର ଲୋକ ପାଇଁ ଏକ ମୌଳିକ ଜରୁରୀ ଯାହା ବିନା ବଞ୍ଚିବା ଅସମ୍ଭବ,ଯେମିତି ଖାଦ୍ୟ ବସ୍ତ୍ର ଆଉ ଗୃହ।ହେଲେ ତା ପରେ ଯଦି ସେ ଝିଅର ସ୍ବପ୍ନ ମରିଯାଏ,ତାର ବିଶ୍ୱାସ ମରିଯାଏ,ତାର ଆଶା ମଉଳି ଯାଏ କିମ୍ବା ସେ ନିଜେ ମରି ମରି ବଞ୍ଚେ ସେଥିରେ ଆଉ କାହାର କିଛି ମୁଣ୍ଡ ଖେଲେଇବାର ନାହିଁ।କାରଣ ସେ ବହୁତ୍ ବଡ଼ କର୍ତ୍ତବ୍ୟ କରି ସାରିଛନ୍ତି।ସତରେ ସେ ଦୁହିତା କେବେ ଦୁଇ କୂଳକୁ ହିତ ହୁଏ ନାହିଁ,ବରଂ ଦୁଇ କୁଲ କୁ ଜୀବନ ସାରା ପିତା ହେଇକି ରହିଯାଏ।ଦୁଇ କୁଳ କଣ ସେ ସାରା ସଂସାର ପାଇଁ ପିତା ହେଇକି ରହି #yqodia #Yqbhaina #paidstory #ମୁଁଓଡ଼ିଆ #ଉପନ୍ୟାସ #ଉପନ୍ୟାସରଚନା #ଗେହ୍ଲେଇମାମାଲି

read more
  ଗେହ୍ଲେଇ  ମାମାଲି

(ଅନୁଶୀର୍ଷକ ରେ ପଢ଼ନ୍ତୁ)

(ଭାଗ -୪୩)

କ୍ରମଶଃ......... ସୋନଲ ବୋଉ କୁ ଚାଳିଶ ବି ଛୁଇଁ ନ ଥିବ। ସତର ବର୍ଷ ନ ପଶି ନ ଥିଲା ଆଉ ତାର ବାହାଘର ହେଇଗଲା।ଗୋଟେ ଝିଅ ପାଇଁ ବାହାଘର ତାଙ୍କ ଘର ଲୋକ ପାଇଁ ଏକ ମୌଳିକ ଜରୁରୀ ଯାହା ବିନା ବଞ୍ଚିବା ଅସମ୍ଭବ,ଯେମିତି ଖାଦ୍ୟ ବସ୍ତ୍ର ଆଉ ଗୃହ।ହେଲେ ତା ପରେ ଯଦି ସେ ଝିଅର ସ୍ବପ୍ନ ମରିଯାଏ,ତାର ବିଶ୍ୱାସ ମରିଯାଏ,ତାର ଆଶା ମଉଳି ଯାଏ କିମ୍ବା ସେ ନିଜେ ମରି ମରି ବଞ୍ଚେ ସେଥିରେ ଆଉ କାହାର କିଛି ମୁଣ୍ଡ ଖେଲେଇବାର ନାହିଁ।କାରଣ ସେ ବହୁତ୍ ବଡ଼ କର୍ତ୍ତବ୍ୟ କରି ସାରିଛନ୍ତି।ସତରେ ସେ ଦୁହିତା କେବେ ଦୁଇ କୂଳକୁ ହିତ ହୁଏ ନାହିଁ,ବରଂ ଦୁଇ କୁଲ କୁ ଜୀବନ ସାରା ପିତା ହେଇକି ରହିଯାଏ।ଦୁଇ କୁଳ କଣ ସେ ସାରା ସଂସାର ପାଇଁ ପିତା ହେଇକି ରହି

Jyotshna Rani Sahoo

ଦିନ ପରେ ଦିନ ବିତୁଥାଏ। ମାମାଲି ନିଜକୁ ଲୁହା ଭଳି ଗଢୁଥାଏ।ଆଜି ଗୋଟେ ସପ୍ତାହ ବିତି ଗଲାଣି କିନ୍ତୁ ଯୋଗେଶ କଲେଜ ଆସୁନି।ଯେତେ ନିଜକୁ ଦେଖେଇ ହଉଥାଏ ଆଉ ବୁଝାଉ ଥାଏ କି ତାକୁ କିଛି ଫରକ୍ ପଡୁନି ସେତେ ବେଶୀ ଫରକ୍ ପଡୁଥାଏ।ଥରେ ଥରେ ତା ଦେହ କଥା ଭାବି ମନେ ମନେ ବିଚଳିତ ହେଇ ଯାଉଥାଏ।ହେଲେ ସେ କାହାକୁ କହିବ କିମ୍ବା ଦେଖେଇବ?ଅଜାଗା ଘାଆ ଭଳିଆ ନା ସହି ପରୁଥାଏ ନା କାହାକୁ ଦେଖେଇ ପାରୁଥାଏ।ହେଲେ ସେ କଷ୍ଟ କୁ ଖୁବ୍ ଚତୁରତା ସହ ମାନବିକତା ର ନାଁ ଦେଇ ନିଜ ସାଙ୍ଗେ ବି ଛଳନା କରୁଥାଏ।କୁହନ୍ତି ପ୍ରଥମ ପ୍ରେମ ଜୀବନର ଶେଷ ନିଃଶ୍ୱାସ ତ୍ୟାଗ କଲା ଯାଏଁ ଭୁଲି ହୁଏନି।ଆମେ ଯଦି ଶେଷ ନିଃଶ୍ୱାସ ରେ ଯାହା କୁ ମନେ ପକା #yqodia #Yqbhaina #paidstory #ଉପନ୍ୟାସ #ଉପନ୍ୟାସରଚନା #ଗେହ୍ଲେଇମାମାଲି

read more
  ଗେହ୍ଲେଇ  ମାମାଲି

(ଅନୁଶୀର୍ଷକ ରେ ପଢ଼ନ୍ତୁ)

(ଭାଗ -୪୨)

କ୍ରମଶଃ......... ଦିନ ପରେ ଦିନ ବିତୁଥାଏ। ମାମାଲି ନିଜକୁ ଲୁହା ଭଳି ଗଢୁଥାଏ।ଆଜି ଗୋଟେ ସପ୍ତାହ ବିତି ଗଲାଣି କିନ୍ତୁ ଯୋଗେଶ କଲେଜ ଆସୁନି।ଯେତେ ନିଜକୁ ଦେଖେଇ ହଉଥାଏ ଆଉ ବୁଝାଉ ଥାଏ କି ତାକୁ କିଛି ଫରକ୍ ପଡୁନି ସେତେ ବେଶୀ ଫରକ୍ ପଡୁଥାଏ।ଥରେ ଥରେ ତା ଦେହ କଥା ଭାବି ମନେ ମନେ ବିଚଳିତ ହେଇ ଯାଉଥାଏ।ହେଲେ ସେ କାହାକୁ କହିବ କିମ୍ବା ଦେଖେଇବ?ଅଜାଗା ଘାଆ ଭଳିଆ ନା ସହି ପରୁଥାଏ ନା କାହାକୁ ଦେଖେଇ ପାରୁଥାଏ।ହେଲେ ସେ କଷ୍ଟ କୁ ଖୁବ୍ ଚତୁରତା ସହ ମାନବିକତା ର ନାଁ ଦେଇ ନିଜ ସାଙ୍ଗେ ବି ଛଳନା କରୁଥାଏ।କୁହନ୍ତି ପ୍ରଥମ ପ୍ରେମ ଜୀବନର ଶେଷ ନିଃଶ୍ୱାସ ତ୍ୟାଗ କଲା ଯାଏଁ ଭୁଲି ହୁଏନି।ଆମେ ଯଦି ଶେଷ ନିଃଶ୍ୱାସ ରେ ଯାହା କୁ ମନେ ପକା

Jyotshna Rani Sahoo

ଭାଉଜ ବହୁତ୍ ଧର୍ଯ୍ୟ ର ସହ ମାମାଲି କୁ ଡାକ ଦେଉ ଥାଆନ୍ତି।ଦୂରରୁ ଥାଇ ସମସ୍ତେ ଏସବୁ ଦୃଶ୍ୟ କୁ ଦେଖିବା ଛଡ଼ା ଆଉ କିଛି ଉପାୟ ନ ଥାଏ। ଯେତେବେଳେ ଭାଉଜର ଧର୍ଯ୍ୟ ଆଉ ବୋଲ ମାନୁ ନ ଥାଏ ଠିକ୍ ସେତିକି ବେଳେ କବାଟ ଖୋଲିବାର ଧଡ କିନା ଶବ୍ଦ ହେଲା ଆଉ ସତେ ଯେମିତି ସେ ଶବ୍ଦ ସମସ୍ତଙ୍କ ରୋକି ହୋଇଯାଇଥିବା ପ୍ରଶ୍ୱାସ କୁ ଜୀବନ୍ୟାସ ଦେଇଦେଲା।ଦୀର୍ଘ ନିଶ୍ଵାସ ଟେ ନେବା ସମୟରେ ଆଖି ଦୁଇଟିକୁ ସିନା ମୂଜି ଦେଲେ ହେଲେ ସେ ବନ୍ଦ ଆଖି ବି ଅଧର୍ଯ୍ୟ ହେଇ ସମ୍ପୂର୍ଣ୍ଣ ବନ୍ଦ୍ ହବା ପୂର୍ବରୁ ଖୋଲି ହେଇଗଲା।ସେଇ ଦୁଆର ମୁହଁରେ ଭୋକିଲା ଛୁଆର କାନ୍ଦ ଦେଖି ମା ଯେମିତି ଖାଇବା ଦେବା ଆଗରୁ ତାକୁ ନିଜ ଛାତିରେ ଲଗେଇ ଦିଏ ଠିକ୍ ସ #yqodia #Yqbhaina #paidstory #ଉପନ୍ୟାସ #ଉପନ୍ୟାସରଚନା #ଗେହ୍ଲେଇମାମାଲି

read more
  ଗେହ୍ଲେଇ  ମାମାଲି

(ଅନୁଶୀର୍ଷକ ରେ ପଢ଼ନ୍ତୁ)

(ଭାଗ -୪୧)

କ୍ରମଶଃ......... ଭାଉଜ ବହୁତ୍ ଧର୍ଯ୍ୟ ର ସହ ମାମାଲି କୁ ଡାକ ଦେଉ ଥାଆନ୍ତି।ଦୂରରୁ ଥାଇ ସମସ୍ତେ ଏସବୁ ଦୃଶ୍ୟ କୁ ଦେଖିବା ଛଡ଼ା ଆଉ କିଛି ଉପାୟ ନ ଥାଏ। ଯେତେବେଳେ ଭାଉଜର ଧର୍ଯ୍ୟ ଆଉ ବୋଲ ମାନୁ ନ ଥାଏ ଠିକ୍ ସେତିକି ବେଳେ କବାଟ ଖୋଲିବାର ଧଡ କିନା ଶବ୍ଦ ହେଲା ଆଉ ସତେ ଯେମିତି ସେ ଶବ୍ଦ ସମସ୍ତଙ୍କ ରୋକି ହୋଇଯାଇଥିବା ପ୍ରଶ୍ୱାସ କୁ ଜୀବନ୍ୟାସ ଦେଇଦେଲା।ଦୀର୍ଘ ନିଶ୍ଵାସ ଟେ ନେବା ସମୟରେ ଆଖି ଦୁଇଟିକୁ ସିନା ମୂଜି ଦେଲେ ହେଲେ ସେ ବନ୍ଦ ଆଖି ବି ଅଧର୍ଯ୍ୟ ହେଇ ସମ୍ପୂର୍ଣ୍ଣ ବନ୍ଦ୍ ହବା ପୂର୍ବରୁ ଖୋଲି ହେଇଗଲା।ସେଇ ଦୁଆର ମୁହଁରେ ଭୋକିଲା ଛୁଆର କାନ୍ଦ ଦେଖି ମା ଯେମିତି ଖାଇବା ଦେବା ଆଗରୁ ତାକୁ ନିଜ ଛାତିରେ ଲଗେଇ ଦିଏ ଠିକ୍ ସ

Jyotshna Rani Sahoo

ଆମ ଜୀବନ ଟା ସତରେ ନା ଝୁଲି କରି ରହିଯାଏ ସେ ଭଲ ପାଇବା ଆଉ ଭଲପାଇବା ର ମଣିଷ ଭିତରେ!!ଯଦି ସେ ମଣିଷ ଆମଠାରୁ କୌଣସି କାରଣ ମତେ ଦୂରେଇ ଯାଏ କଣ ଭଲ ପାଇବା ବି ଦୂରେଇ ଯିବ?ସତରେ କଣ ସମୟ ଆଉ ପରିସ୍ଥିତି ପ୍ରେମ ଠୁ ବି ବଳବାନ୍ ?କିଛି ତ ଅଛି ସେ ପ୍ରେମ ଶବ୍ଦ ମଧ୍ୟରେ ଅନ୍ତର୍ନିହିତ ଶକ୍ତି ନ ହେଲେ ଆଜି ଲୋକେ ପ୍ରେମ କରିବାଠୁ ବେଶୀ ପ୍ରେମ ଶୁଣିବାକୁ ପସନ୍ଦ କରନ୍ତେ ନାହିଁ।କିଛି ତ ଆକର୍ଷଣ ଅଛି ସେ ଶବ୍ଦରେ ଯାହା ପାଇଁ ଦୁନିଆଁ କୁ ଆବିଷ୍କାର କରୁଥିବା ମଣିଷ ନିଜେ ନିଜ ଭିତରେ ହଜିଯାଏ। ଥରେ ଥରେ ଭ୍ରାନ୍ତଧାରଣା କୁ ପ୍ରେମର ପରୀକ୍ଷା ଭାବିକି ତାକୁ ସମୟ ହାତରେ ଛାଡ଼ି ଦବାକୁ ଇଚ୍ଛା ହୁଏ।ନିଜେ ପବିତ୍ର #yqodia #Yqbhaina #paidstory #munodia #yqodiawriting #ଉପନ୍ୟାସ #ଉପନ୍ୟାସରଚନା #ଗେହ୍ଲେଇମାମାଲି

read more
  ଗେହ୍ଲେଇ  ମାମାଲି

(ଅନୁଶୀର୍ଷକ ରେ ପଢ଼ନ୍ତୁ)

(ଭାଗ -୪୦)

କ୍ରମଶଃ......... ଆମ ଜୀବନ ଟା ସତରେ ନା ଝୁଲି କରି ରହିଯାଏ ସେ ଭଲ ପାଇବା ଆଉ ଭଲପାଇବା ର ମଣିଷ ଭିତରେ!!ଯଦି ସେ ମଣିଷ ଆମଠାରୁ କୌଣସି କାରଣ ମତେ ଦୂରେଇ ଯାଏ କଣ ଭଲ ପାଇବା ବି ଦୂରେଇ ଯିବ?ସତରେ କଣ ସମୟ ଆଉ ପରିସ୍ଥିତି ପ୍ରେମ ଠୁ ବି ବଳବାନ୍ ?କିଛି ତ ଅଛି ସେ ପ୍ରେମ ଶବ୍ଦ ମଧ୍ୟରେ ଅନ୍ତର୍ନିହିତ ଶକ୍ତି ନ ହେଲେ ଆଜି ଲୋକେ ପ୍ରେମ କରିବାଠୁ ବେଶୀ ପ୍ରେମ ଶୁଣିବାକୁ ପସନ୍ଦ କରନ୍ତେ ନାହିଁ।କିଛି ତ ଆକର୍ଷଣ ଅଛି ସେ ଶବ୍ଦରେ ଯାହା ପାଇଁ ଦୁନିଆଁ କୁ ଆବିଷ୍କାର କରୁଥିବା ମଣିଷ ନିଜେ ନିଜ ଭିତରେ ହଜିଯାଏ।
        ଥରେ ଥରେ ଭ୍ରାନ୍ତଧାରଣା କୁ ପ୍ରେମର ପରୀକ୍ଷା ଭାବିକି ତାକୁ ସମୟ ହାତରେ ଛାଡ଼ି ଦବାକୁ ଇଚ୍ଛା ହୁଏ।ନିଜେ ପବିତ୍ର

Jyotshna Rani Sahoo

ହୃଦୟ ଭାଙ୍ଗିବାର ଶବ୍ଦ କେହି ଶୁଣି ପାରନ୍ତି ନାହିଁ କିନ୍ତୁ ସେ ଶବ୍ଦ ହୃଦୟର ମହା ଶୂନ୍ୟ ରେ କୋଳାହଳ ସୃଷ୍ଟି କରିଦିଏ।ଆଉ ଏଠି ପ୍ରେମର ମୂଳଦୂଆ ବିଶ୍ବାସ କେବଳ ଭାଙ୍ଗିକି ଚୁନା ନୁହଁ ଜଳିକି ପାଉଁଶ ହେଇ ଯାଇଛି। ମାମାଲି ବହୁତ୍ ଡରେ ପ୍ରେମ କରିବାକୁ।ଯେମିତି ଯା ପୁଅ କୁ ସାପ କାମୁଡ଼ିଲେ ତା ମାଁ ପାଳ ଦଉଡ଼ି ଦେଖିଲେ ବି ଡରେ।ଠିକ୍ ସେମିତି ତା ହୃଦୟ ଏମିତି ବି ଭାଙ୍ଗି ଯାଇଥିଲା ଯେତେବେଳେ ତାକୁ ନିର୍ମମ ଭାବରେ ଧର୍ଷଣ କରାଯାଇଥିଲା। ମାନବିକତା ଉପରୁ ତାର ବିଶ୍ୱାସ ଉଠି ଯାଇଥିଲା।ଏସବୁ ପରେ ସମାଜ ତା ସାଙ୍ଗରେ ଯାହା ଅନ୍ୟାୟ କରିଥିଲା,ସେ ଯେତେଥର ଉଠିବାକୁ ଚେଷ୍ଟା କରିଥିଲା ତାକୁ ବାରମ୍ବାର ଧକ୍କା ଦେଇଥିଲା #yqodia #Yqbhaina #paidstory #yqodiawriting #ଉପନ୍ୟାସ #ଉପନ୍ୟାସରଚନା #ଗେହ୍ଲେଇମାମାଲି

read more
  ଗେହ୍ଲେଇ  ମାମାଲି

(ଅନୁଶୀର୍ଷକ ରେ ପଢ଼ନ୍ତୁ)

(ଭାଗ -୩୯)

କ୍ରମଶଃ......... ହୃଦୟ ଭାଙ୍ଗିବାର ଶବ୍ଦ କେହି ଶୁଣି ପାରନ୍ତି ନାହିଁ କିନ୍ତୁ ସେ ଶବ୍ଦ ହୃଦୟର ମହା ଶୂନ୍ୟ ରେ କୋଳାହଳ ସୃଷ୍ଟି କରିଦିଏ।ଆଉ ଏଠି ପ୍ରେମର ମୂଳଦୂଆ ବିଶ୍ବାସ କେବଳ ଭାଙ୍ଗିକି ଚୁନା ନୁହଁ ଜଳିକି ପାଉଁଶ ହେଇ ଯାଇଛି। ମାମାଲି ବହୁତ୍ ଡରେ ପ୍ରେମ କରିବାକୁ।ଯେମିତି ଯା ପୁଅ କୁ ସାପ କାମୁଡ଼ିଲେ ତା ମାଁ ପାଳ ଦଉଡ଼ି ଦେଖିଲେ ବି ଡରେ।ଠିକ୍ ସେମିତି ତା ହୃଦୟ ଏମିତି ବି ଭାଙ୍ଗି ଯାଇଥିଲା ଯେତେବେଳେ ତାକୁ ନିର୍ମମ ଭାବରେ ଧର୍ଷଣ କରାଯାଇଥିଲା। ମାନବିକତା ଉପରୁ ତାର ବିଶ୍ୱାସ ଉଠି ଯାଇଥିଲା।ଏସବୁ ପରେ ସମାଜ ତା ସାଙ୍ଗରେ ଯାହା ଅନ୍ୟାୟ କରିଥିଲା,ସେ ଯେତେଥର ଉଠିବାକୁ ଚେଷ୍ଟା କରିଥିଲା ତାକୁ ବାରମ୍ବାର ଧକ୍କା ଦେଇଥିଲା

Jyotshna Rani Sahoo

ବ୍ୟସ୍ତ ବିବ୍ରତ ସେ ଧାବମାନ ମାମାଲି ପଛେ ଯୋଗେଶ ଛାଇ ଟିଏ ପରି ପିଛା କରୁଥାଏ କିନ୍ତୁ ତାର ପାଦ ଆଉ ଥଇଥାନ ପାଉ ନ ଥିଲା। ଧୀରେ ଧୀରେ ସମ୍ପୂର୍ଣ୍ଣ କଲେଜ ଏସବୁ ଦୃଶ୍ୟ କୁ ଦେଖି ସାରିଲେଣି। ନା ଲଜ୍ୟା ନା ସମ୍ମାନ ନା ନାଁ ନା ବଦନାମ୍ ତାର କିଛି ଚିନ୍ତା ନାହିଁ।ଏମିତି ମାମାଲି ତାର ଆପା ହରେଇ ବସିଛି କିନ୍ତୁ ଯୋଗେଶ ହୋସ ରେ ଅଛି।କେମିତି ସେ ତାକୁ ଏକା କାନ୍ଦିବା ପାଇଁ ଏକା ଯନ୍ତ୍ରଣା ପାଇବା ପାଇଁ ଛାଡ଼ି ଦେବ?ଯାହାକୁ ସେ କେବେହେଲେ ନିଜ ଠାରୁ ଭିନ୍ନ ଭାବି ନାହିଁ।ତା କଷ୍ଟ ତା ସୁଖ ସବୁର ସଂଯୋଗ ଯୋଗେଶ ସାଙ୍ଗେ।ସେ ଆଜି ତା ଚେହେରା ର ଚମକ୍ ଦେଖି ଥିଲା।ତା ରୂପ ତା ସାଜସଜ୍ଜା ସବୁ କୁ ତିର୍ଚ୍ଛି ନଜରରେ ତାର #odiawriting #yqodia #Yqbhaina #paidstory #munodia #ଉପନ୍ୟାସ #ଉପନ୍ୟାସରଚନା #ଗେହ୍ଲେଇମାମାଲି

read more
  ଗେହ୍ଲେଇ  ମାମାଲି

(ଅନୁଶୀର୍ଷକ ରେ ପଢ଼ନ୍ତୁ)

(ଭାଗ -୩୮)

କ୍ରମଶଃ......... ବ୍ୟସ୍ତ ବିବ୍ରତ ସେ ଧାବମାନ ମାମାଲି ପଛେ ଯୋଗେଶ ଛାଇ ଟିଏ ପରି ପିଛା କରୁଥାଏ କିନ୍ତୁ ତାର ପାଦ ଆଉ ଥଇଥାନ ପାଉ ନ ଥିଲା। ଧୀରେ ଧୀରେ ସମ୍ପୂର୍ଣ୍ଣ କଲେଜ ଏସବୁ ଦୃଶ୍ୟ କୁ ଦେଖି ସାରିଲେଣି। ନା ଲଜ୍ୟା ନା ସମ୍ମାନ ନା ନାଁ ନା ବଦନାମ୍ ତାର କିଛି ଚିନ୍ତା ନାହିଁ।ଏମିତି ମାମାଲି ତାର ଆପା ହରେଇ ବସିଛି କିନ୍ତୁ ଯୋଗେଶ ହୋସ ରେ ଅଛି।କେମିତି ସେ ତାକୁ ଏକା କାନ୍ଦିବା ପାଇଁ ଏକା ଯନ୍ତ୍ରଣା ପାଇବା ପାଇଁ ଛାଡ଼ି ଦେବ?ଯାହାକୁ ସେ କେବେହେଲେ ନିଜ ଠାରୁ ଭିନ୍ନ ଭାବି ନାହିଁ।ତା କଷ୍ଟ ତା ସୁଖ ସବୁର ସଂଯୋଗ ଯୋଗେଶ ସାଙ୍ଗେ।ସେ ଆଜି ତା ଚେହେରା ର ଚମକ୍ ଦେଖି ଥିଲା।ତା ରୂପ ତା ସାଜସଜ୍ଜା ସବୁ କୁ ତିର୍ଚ୍ଛି ନଜରରେ ତାର

Jyotshna Rani Sahoo

କଲେଜ୍ ପହଞ୍ଚିଲା ପରେ ତା ଆଖି ଖାଲି ଯୋଗେଶ କୁ ଖୋଜୁ ଥାଏ ଯେମିତି ତା ଆଖି ର କଜ୍ଜଳ ଚିତ୍କାର କରୁଛନ୍ତି ଯୋଗେଶ ର ଝଲକ ପାଇଁ।ତା ଅଧରର ନାଲି ଏଇନେ ଫିକା ପଡ଼ି ଯିବ ତାକୁ ନ ପାଇଲେ ଆଉ ତା ହଳଦୀ ମାଖି ଦେହ ଟି କେବଳ ଯୋଗେଶ କୁ ହିଁ ଦିଶନ୍ତା ଆଉ ଅନ୍ୟ ମାନଙ୍କ ପାଇଁ ଅଦୃଶ୍ୟ ହୋଇ ଯାଆନ୍ତା।କେବଳ ଯୋଗେଶ ପାଇଁ ନିଜକୁ ସମର୍ପଣ କରିବା ଉଦ୍ଦେଶ୍ୟରେ ସେ ଦିନ ସେ ଆସିଥାଏ। ମାମାଲି ଏତେ ସୁନ୍ଦର କେବେ ବି ଦିଶିନାହିଁ,ଏମିତି କି ଏତେ ନିରୀହ ଚେହେରା ଏମିତି ଆକର୍ଷିତ ଆଖି ଜନ୍ମିତ ଶିଶୁଟିର ମଧ୍ୟ ନ ଥିବ।ଆରେ ହଁ ସେ ବି ତ ଏଇନେ ହିଁ ଜନ୍ମ ହେଇଛି ଉନ୍ମୁକ୍ତ ହୃଦୟ ଟେ ଧରି, ନୂତନ ପ୍ରେମିକା ରୂପୀ ଗୁଳ୍ମ ଟିଏ। ଏ କେ #odiawriting #Yqbhaina #paidstory #munodia #ଉପନ୍ୟାସ #ଉପନ୍ୟାସରଚନା #ଗେହ୍ଲେଇମାମାଲି

read more
  ଗେହ୍ଲେଇ  ମାମାଲି

(ଅନୁଶୀର୍ଷକ ରେ ପଢ଼ନ୍ତୁ)

(ଭାଗ -୩୭)

କ୍ରମଶଃ......... କଲେଜ୍ ପହଞ୍ଚିଲା ପରେ ତା ଆଖି ଖାଲି ଯୋଗେଶ କୁ ଖୋଜୁ ଥାଏ ଯେମିତି ତା ଆଖି ର କଜ୍ଜଳ ଚିତ୍କାର କରୁଛନ୍ତି ଯୋଗେଶ ର ଝଲକ ପାଇଁ।ତା ଅଧରର ନାଲି ଏଇନେ ଫିକା ପଡ଼ି ଯିବ ତାକୁ ନ ପାଇଲେ ଆଉ ତା ହଳଦୀ ମାଖି ଦେହ ଟି କେବଳ ଯୋଗେଶ କୁ ହିଁ ଦିଶନ୍ତା ଆଉ ଅନ୍ୟ ମାନଙ୍କ ପାଇଁ ଅଦୃଶ୍ୟ ହୋଇ ଯାଆନ୍ତା।କେବଳ ଯୋଗେଶ ପାଇଁ ନିଜକୁ ସମର୍ପଣ କରିବା ଉଦ୍ଦେଶ୍ୟରେ ସେ ଦିନ ସେ ଆସିଥାଏ। ମାମାଲି ଏତେ ସୁନ୍ଦର କେବେ ବି ଦିଶିନାହିଁ,ଏମିତି କି ଏତେ ନିରୀହ ଚେହେରା ଏମିତି ଆକର୍ଷିତ ଆଖି ଜନ୍ମିତ ଶିଶୁଟିର ମଧ୍ୟ ନ ଥିବ।ଆରେ ହଁ ସେ ବି ତ ଏଇନେ ହିଁ ଜନ୍ମ ହେଇଛି ଉନ୍ମୁକ୍ତ ହୃଦୟ ଟେ ଧରି, ନୂତନ ପ୍ରେମିକା ରୂପୀ ଗୁଳ୍ମ ଟିଏ। ଏ କେ

Jyotshna Rani Sahoo

ପ୍ରେମ ଯେ ଏମିତି ଭିଜେଇ ଦେଇଥାଏ ପ୍ରେମିକା କୁ ସତେ ଯେମିତି ଆକାଶ ସାରା ମେଘ ତା ଦେହରେ ଅଜାଡ଼ି ହେଇ ପଡ଼ୁଛି ତଥାପି ସେ ମିଳନର ଜ୍ଜଳନ ଶାନ୍ତ ହବାର ନାଁ ନେଉ ନାହିଁ। କେବଳ ଗୋଟିଏ ମାତ୍ର ଦେଖାରେ କଣ ଏତେ ଶକ୍ତି ଅନ୍ତର୍ନିହିତ ଥାଏ! ଅଦ୍ଭୁତ ଏ ପ୍ରେମର ଗତି , ଅଦ୍ଭୁତ ଏ ପ୍ରେମର ସ୍ମୃତି, ଅଦ୍ଭୁତ ଏହାର ପରିଣତି। କଷ୍ଟର ଭାଟି ଭିତରୁ ବାହାରି ବି ସେ ଜୀବନ୍ତ ହେଇଯାଏ ଗୋଟେ ଝଲକ୍ ଦେଖି ତାର ପ୍ରେମର।ତା ହେଲେ ଈଶ୍ୱରଙ୍କୁ କାହିଁ ସ୍ରଷ୍ଟା କହିବା ଯଦି ଏ ପ୍ରେମ କେବେ ଜୀବନ୍ତ କରୁଛି ତ କେବେ ଯନ୍ତ୍ରଣା ଦେଇ ମୃତ୍ୟୁ ଆଡ଼େ ପେଲି ଦଉଛି।କେବେ ସେ ଝାଉଁଳି ପଡ଼ିଥିବା ଫୁଲ କୁ ସତେଜ କରି ଦେଉଛି ତ କେବେ ପ୍ରେମରେ #odiawriting #Yqbhaina #paidstory #munodia #ଉପନ୍ୟାସ #ଉପନ୍ୟାସରଚନା #ଗେହ୍ଲେଇମାମାଲି #odiagalpa

read more
  ଗେହ୍ଲେଇ  ମାମାଲି

(ଅନୁଶୀର୍ଷକ ରେ ପଢ଼ନ୍ତୁ)

(ଭାଗ -୩୬)

କ୍ରମଶଃ......... ପ୍ରେମ ଯେ ଏମିତି ଭିଜେଇ ଦେଇଥାଏ ପ୍ରେମିକା କୁ ସତେ ଯେମିତି ଆକାଶ ସାରା ମେଘ ତା ଦେହରେ ଅଜାଡ଼ି ହେଇ ପଡ଼ୁଛି ତଥାପି ସେ ମିଳନର ଜ୍ଜଳନ ଶାନ୍ତ ହବାର ନାଁ ନେଉ ନାହିଁ। କେବଳ ଗୋଟିଏ ମାତ୍ର ଦେଖାରେ କଣ ଏତେ ଶକ୍ତି ଅନ୍ତର୍ନିହିତ ଥାଏ! ଅଦ୍ଭୁତ ଏ ପ୍ରେମର ଗତି , ଅଦ୍ଭୁତ ଏ ପ୍ରେମର ସ୍ମୃତି, ଅଦ୍ଭୁତ ଏହାର ପରିଣତି। କଷ୍ଟର ଭାଟି ଭିତରୁ ବାହାରି ବି ସେ ଜୀବନ୍ତ ହେଇଯାଏ ଗୋଟେ ଝଲକ୍ ଦେଖି ତାର ପ୍ରେମର।ତା ହେଲେ ଈଶ୍ୱରଙ୍କୁ କାହିଁ ସ୍ରଷ୍ଟା କହିବା ଯଦି ଏ ପ୍ରେମ କେବେ ଜୀବନ୍ତ କରୁଛି ତ କେବେ ଯନ୍ତ୍ରଣା ଦେଇ ମୃତ୍ୟୁ ଆଡ଼େ ପେଲି ଦଉଛି।କେବେ ସେ ଝାଉଁଳି ପଡ଼ିଥିବା ଫୁଲ କୁ ସତେଜ କରି ଦେଉଛି ତ କେବେ ପ୍ରେମରେ

Jyotshna Rani Sahoo

ଦେଖ ଭଲ କରି ପଢ଼ ନିଉଜ ପେପର୍ ର ଫ୍ରଣ୍ଟ ପେଜ୍ ରେ ତମ ନାଆଁ ଆଉ କଣ ଲେଖା ହେଇଛି। ନିଶ୍ଚିତ ତମେ ଦେଖି ସାରି ଥିବ ଆଉ ବହୁତ୍ ଖୁସି ହଉଥିବ ନିଜ ପାଇଁ ଆଉ ନିଜ ପ୍ରଶଂସା ପାଇଁ ଯାହା ସାରା ରାଜ୍ୟରେ ତମର ଜୋର୍ ଦାର୍ ହଉଥିବ,ସମାଜସେବୀ ଇନ୍ଦ୍ରାଣୀ ଦେବୀ ଙ୍କ ଜୟଜୟକାର। ହଁ ମୁଁ ଗର୍ବ କରନ୍ତି ଯଦି ସବୁ ଦିନ ପରି ଏଠି ତମ ସାଙ୍ଗେ ମାମାଲି ର ଫୋଟୋ ନ ଥାଆନ୍ତା।ଯଦି ଭୁଲି ଯାଇଥିବ ମୁଁ ଆଉ ଥରେ ପଢ଼ିକି ଶୁନେଇ ଦଉଛି।"ସମାଜ ସେବୀ ଇନ୍ଦ୍ରାଣୀ ଦେବୀ ଆଜି ନିଜର ମହାନତା ର ପ୍ରକୃତ ପରିଚୟ ଦେଇଛନ୍ତି।ସେ ପ୍ରମାଣ କରି ଦେଇଛନ୍ତି ଯେ ସେ ପ୍ରକୃତରେ ଜଣେ ଆଗ ଧାଡ଼ିର ସମାଜ ସେବିକା।ତାଙ୍କ ମନୋଭାବ ଆଉ ସମାଜ ପ୍ରୀତି ଗୋଟେ #yqodia #Yqbhaina #paidstory #munodia #yqodiawriting #ଉପନ୍ୟାସ #ଉପନ୍ୟାସରଚନା #ଗେହ୍ଲେଇମାମାଲି

read more
  ଗେହ୍ଲେଇ  ମାମାଲି

(ଅନୁଶୀର୍ଷକ ରେ ପଢ଼ନ୍ତୁ)

(ଭାଗ -୩୫)

କ୍ରମଶଃ......... ଦେଖ ଭଲ କରି ପଢ଼ ନିଉଜ ପେପର୍ ର ଫ୍ରଣ୍ଟ ପେଜ୍ ରେ ତମ ନାଆଁ ଆଉ କଣ ଲେଖା ହେଇଛି। ନିଶ୍ଚିତ ତମେ ଦେଖି ସାରି ଥିବ ଆଉ ବହୁତ୍ ଖୁସି ହଉଥିବ ନିଜ ପାଇଁ ଆଉ ନିଜ ପ୍ରଶଂସା ପାଇଁ ଯାହା ସାରା ରାଜ୍ୟରେ ତମର ଜୋର୍ ଦାର୍ ହଉଥିବ,ସମାଜସେବୀ ଇନ୍ଦ୍ରାଣୀ ଦେବୀ ଙ୍କ ଜୟଜୟକାର। ହଁ ମୁଁ ଗର୍ବ କରନ୍ତି ଯଦି ସବୁ ଦିନ ପରି ଏଠି ତମ ସାଙ୍ଗେ ମାମାଲି ର ଫୋଟୋ ନ ଥାଆନ୍ତା।ଯଦି ଭୁଲି ଯାଇଥିବ ମୁଁ ଆଉ ଥରେ ପଢ଼ିକି ଶୁନେଇ ଦଉଛି।"ସମାଜ ସେବୀ ଇନ୍ଦ୍ରାଣୀ ଦେବୀ ଆଜି ନିଜର ମହାନତା ର ପ୍ରକୃତ ପରିଚୟ ଦେଇଛନ୍ତି।ସେ ପ୍ରମାଣ କରି ଦେଇଛନ୍ତି ଯେ ସେ ପ୍ରକୃତରେ ଜଣେ ଆଗ ଧାଡ଼ିର ସମାଜ ସେବିକା।ତାଙ୍କ ମନୋଭାବ ଆଉ  ସମାଜ ପ୍ରୀତି ଗୋଟେ
loader
Home
Explore
Events
Notification
Profile